Browsing Tag

sradha murder case

ଶ୍ରଦ୍ଧା ଓ୍ଵାଲକର ମାମଲା: ଏକାନ୍ତ ବନ୍ଦୀଶାଳାରୁ ୮ ଘଣ୍ଟା ବାହାରେ ରହିବେ ଆଫ୍‌ତାବ ପୁନାୱାଲା, ତିହାର ଜେଲ…

ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ଅଭିଯୁକ୍ତ ଆଫ୍‌ତାବ ପୁନାୱାଲାଙ୍କୁ ଦିନକୁ ୮ ଘଣ୍ଟା ପାଇଁ ଅନ୍‌ଲକ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରେ ତାଙ୍କୁ ରାତିରେ ଏକାନ୍ତ ବନ୍ଦୀଶାଳାରେ ରଖିବାକୁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ବିପଦ ଆଶଙ୍କାକୁ…

ପୁଣି ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ପ୍ରେମିକାକୁ ହତ୍ୟା କରିବା ପରେ କଟର ମେସିନରେ କାଟି ଫ୍ରିଜରେ ରଖିଥିଲା ପ୍ରେମିକ

ପୁଣି ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ । ଏମିତି ଘଟଣା ହାଇଦ୍ରାବାଦରେ ପୁଣି ଘଟିଛି । ଧାର ନେଇଥିବା ଟଙ୍କା ମାଗିବାରୁ ନିଜ ୫୫ ବର୍ଷୀୟା ପ୍ରେମିକଙ୍କୁ ମାରିଦେଲା ୪୮ ବର୍ଷୀୟ ବୟଫ୍ରେଣ୍ଡ। ପ୍ରେମିକାକୁ ମାରିବା ପରେ ପଥର କଟା ମେସିନରେ ମୃତଦେହକୁ ଓ ମୁଣ୍ଡକୁ ୬ ଖଣ୍ଡ କରିଛି ପ୍ରେମିକା ।…

‘ଆଫତାବ ମୋ ଆଗରେ ପଡ଼ିଲେ ତାକୁ ଟିକିଟିକି କରି ଶହେ ଖଣ୍ଡ କରି ଦେଇଥାନ୍ତି’

ନୂଆଦିଲ୍ଲୀ : ଶ୍ରଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଏବେ ଜେଲ୍‌ରେ ଥିବା ଆଫତାବକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ । ସେ କହିଛନ୍ତି, ଯଦି ଆଫତାବ ମୋ ସାମନାରେ ପଡ଼େ ତେବେ ତାକୁ ଖଣ୍ଡାରେ ହାଣି ଶହେ ଖଣ୍ଡ କରିଦେବି । ଶ୍ରଦ୍ଧା ହତ୍ୟାକାଣ୍ଡରେ ଅତ୍ୟନ୍ତ ମର୍ମାହତ ସନ୍ଥ ପରମହଂସ…

ଆଫତାବର ଡ୍ରଗ୍ସ ଲିଙ୍କ! ଦିଲ୍ଲୀ ଫରେନସିକ୍‌ ଲାବରେ ଆଜିବି ଚାଲିଛି ପଲିଗ୍ରାଫ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ କରୁଛି ଦିଲ୍ଲୀ ପୋଲିସ । ଆଜି ପୁଣି ଆଫତାବର ପଲିଗ୍ରାଫ ଟେଷ୍ଟ କରାଯାଉଛି । ଏଥିପାଇଁ ତାକୁ କଡ଼ା ସୁରକ୍ଷା ଭିତରେ ଫରେନସିକ୍‌ ଲାବକୁ ଅଣାଯାଇଥିଲା । ଗତକାଲି ଫରେନ୍‌ସିକ ଲାବ୍‌ ଅଫିସ ବାହାରେ…

ଅଫତାବର ନୂଆ ଠିକଣା ତିହାର ଜେଲର ସେଲ୍ ନମ୍ବର-୪: ପୋଲିସ୍ ସାମ୍ନାରେ ଖାଉଛି, ୨୪ ଘଣ୍ଟା ସୁରକ୍ଷାକର୍ମୀଙ୍କ ନଜରରେ…

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଅଫତାବକୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀ କୋର୍ଟ। ବର୍ତ୍ତମାନ ଅଫତାବ ତିହାର ଜେଲର ସେଲ ନମ୍ବର -୪ରେ ଅଛି। ଅଫତାବ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି। ଅଫତାବର ସେଲ୍ ନିକଟରେ…

ଶ୍ରଦ୍ଧା ହତ୍ୟା ମାମଲା : ଓକିଲ କହିଲେ ଆଫତାବ ଏଯାଏ କୋର୍ଟରେ ହତ୍ୟା କଥା ସ୍ୱୀକାର କରିନି

ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟାକାଣ୍ଡ ଏବେ ସବୁଦିନେ ଦେଶର ପ୍ରତ୍ୟେକ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଛି । ହତ୍ୟା ଅଭିଯୁକ୍ତ ଆଫତାବ ପୁନାଓ୍ଵାଲାକୁ ପଚରା ଉଚରା ଚାଲିବା ସହ ପୋଲିସ୍‌ ସିନ୍‌ ରିକ୍ରିଏଟ୍‌ କରିବାକୁ ଚେଷ୍ଟା କରୁଛି । ପୋଲିସ୍‌ର ସୂଚନା ଅନୁସାରେ, ଆଫତାବ ନିଜ ଦୋଷ ସ୍ୱୀକାର କରିଛି…