Browsing Tag

sri lanka

ଶ୍ରୀଲଙ୍କାରେ ମହଙ୍ଗା ମାଡ଼: ୧୨୦୦ ରେ ମିଳୁଛି କିଲେ ସେଓ, ଅଙ୍ଗୁର କେଜି ୧୮୦୦

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା କହିଲେ ନ ସରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ଚରମସୀମାରେ ପହଞ୍ଚିଛି ମହଙ୍ଗା। ଦେଶରେ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ମୁଦ୍ରା ଯୋଗୁଁ ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷଗୁଡ଼ିକର ମୂଲ୍ୟ…

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ, ସରକାର ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା: ୭ ମୃତ, ୨୦୦ ଗୁରୁତର

ନୂଆଦିଲ୍ଲୀ : ଜଳୁଛି ଶ୍ରୀଲଙ୍କା। କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ। ସରକାରୀ ସମର୍ଥକ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ହିଂସା ୭ ଜଣଙ୍କ ଜୀବନ ନେଇଛି । ଏଥିରେ ପ୍ରାୟ ୨୦୦ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି ଶ୍ରୀଲଙ୍କା ସରକାର ସେନା ଓ ପୋଲିସକୁ ଜରୁରୀକାଳୀନ…

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗୋଟିଚାଳନା, ଗଠନ କଲେ ନୂଆ ମନ୍ତ୍ରିମଣ୍ଡଳ

ଶ୍ରୀଲଙ୍କା: ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଗଠନ ହେଲା ନୂଆ ମନ୍ତ୍ରିମଣ୍ଡଳ। ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଗୋଟି ଚାଳନା କଲେ ରାଷ୍ଟ୍ରପତି। ୧୭ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ। ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତି…

ଶ୍ରୀଲଙ୍କାରେ ବଢ଼ିବାରେ ଲାଗିଛି ଅର୍ଥନୈତିକ ସଙ୍କଟ: ସାହାଯ୍ୟର ହାତ ବଢ଼ାଇଲା ଭାରତ ; ୧୧ ହଜାର ମେଟ୍ରିକ ଟନ ଚାଉଳ…

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ବିଦେଶରୁ ଆଣିଥିବା ରୁଣ ସୁଝି ପାରିବ ନାହିଁ ବୋଲି କହିଛି ଶ୍ରୀଲଙ୍କା ଅର୍ଥମନ୍ତ୍ରାଳୟ । ବିଦେଶରୁ ୫୧ ବିଲିୟନ ଡଲାର ରୁଣ ଆଣିଛି ଶ୍ରୀଲଙ୍କା । ଏଭଳି ସ୍ଥିତିରେ ଇଣ୍ଟର ନ୍ୟାସନାଲ ମନିଟେରୀ ଫଣ୍ଡରୁ ବେଲ ଆଉଟ ପ୍ୟାକେଜ ମିଳିବାର ସମ୍ଭାବନା…

ଶ୍ରୀଲଙ୍କାରେ ହାହାକାର…୧ ଲିଟର କ୍ଷୀର ପାଇଁ ଦେବାକୁ ପଡ଼ୁଛି ୨୦୦୦ ଟଙ୍କା, ୧୦୦ ଟଙ୍କାରେ କପେ ଚା’

ଭାରତର ପଡ଼େଶୀ ଦେଶ ଶ୍ରୀଲଙ୍କାରେ ହାହାକାର ସ୍ଥିତି। ହସ୍ପିଟାଲଗୁଡ଼ିକରେ ଔଷଧ ନ ଥିବାରୁ ଡାକ୍ତରମାନେ ରୋଗୀଙ୍କ ଅପରେଶନକୁ ରୋକି ଦେଇଛନ୍ତି। ପେଟ୍ରୋଲ ପମ୍ପ୍‌ରେ ଫୁଏଲ ପାଇଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ସେପଟେ ଖାଦ୍ୟ ପଦାର୍ଥ ଜିନିଷ ଏତେ ମହଙ୍ଗା ହୋଇଯାଇଛି ଯେ ଲୋକେ…

ଭାଷଣ ଦିଅନି ପାରୁଛ ଯଦି ମୋ ଦେଶବାସୀଙ୍କୁ ସାହାଯ୍ୟ କର : ଜ୍ୟାକଲିନ

ଗମ୍ଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି ଶ୍ରୀଲଙ୍କା । ଏପରି ସ୍ଥିତିରେ ନିଜ ଦେଶ ପାଇଁ ଆଗେଇ ଆସିଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ। ସେ ନିଜ ଦେଶ ପାଇଁ ଇନଷ୍ଟାରେ ପୋଷ୍ଟ ସେୟାର କରି ସପୋର୍ଟ କରୁଥିବା ନଜର ଆସିଛନ୍ତି। ନିଜ ଦେଶର…

ସଙ୍କଟଗ୍ରସ୍ତ ଶ୍ରୀଲଙ୍କାର ପେଟ ଭରିବ ଭାରତ; ଖାଦ୍ୟ ସହାୟତା ଅଧୀନରେ ୪୦,୦୦୦ ଟନ ଚାଉଳର ଲ୍ୟାଣ୍ଡିଂ ଆରମ୍ଭ

ଭାରତ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର କ୍ରେଡିଟ୍‌ ଲାଇନ ଦେଇଛି। ଏହା ଅଧୀନରେ ଭାରତ ସେଠାକୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପହଞ୍ଚାଇବ। ଏଥି ପୂର୍ବରୁ ୫୦ କୋଟି କ୍ରେଡିଟ୍‌ ଲାଇନ ଅଧୀନରେ ଭାରତ ୪୦,୦୦୦ ମେଟ୍ରିକ ଟନ ଡିଜେଲ ପଠାଇ ସାରିଛି। ଶନିବାର ଦୁଇ ଅଧିକାରୀ କହିଛନ୍ତି କି,…

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ସାଂଘାତିକ ହେଉଛି ସ୍ଥିତି

ଧୀରେ ଧୀରେ ବିଗୁଡ଼ୁଛି ଶ୍ରୀଲଙ୍କାର ସ୍ଥିତି। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏହି ଛୋଟ ଦ୍ୱୀପ। ଦେଶର ସ୍ଥିତି ଖରାପ ହେବା ଗୋଟେ ପଟେ ସଙ୍କଟ ବଢ଼ାଉଥିବା ବେଳେ ଏବେ ଲୋକମାନେ ବି ବିରୋଧ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ଇସ୍ତଫା ଦାବି…

ଅଶାନ୍ତ ଶ୍ରୀଲଙ୍କା: ଅର୍ଥନୈତିକ ସଙ୍କଟ ମଧ୍ୟରେ ମୁହାଁମୁହିଁ ହେଲେ ପୋଲିସ୍-ଜନତା

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ସାଂଘାତିକ ସ୍ଥିତି। ରାଷ୍ଟ୍ରପତି ରାଜପାକ୍ସଙ୍କ ଘର ଆଗରେ ଲୋକଙ୍କ ଜୋରଦାର ବିରୋଧ ପ୍ରଦର୍ଶନ ଦେଖାଦେଇଛି। ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ପ୍ରଦର୍ଶନକାରୀ। ଏହା ସହିତ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଦେଶରେ ବିଭିନ୍ନ ଆଡୁ…

ଶ୍ରୀଲଙ୍କାରେ ହାହାକାର ସ୍ଥିତି: ହସ୍ପିଟାଲରେ କଲବଲ ହେଉଥିବା ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭାରତ

ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ। ସ୍ଥିତି ଏମିତି ହୋଇଛି ଯେ ଲୋକଙ୍କୁ ଚିକିତ୍ସା ବି ମିଳିପାରୁନି। ଶ୍ରୀଲଙ୍କାର ଏଭଳି ସମୟରେ ସହାୟତାର ହାତ ବଢ଼ାଇଛି ପଡ଼ୋଶୀ ଭାରତ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କଥା ହୋଇ ହସ୍ପିଟାଲରେ…

ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ୍; ଘୋଷଣା କଲା ବିଦ୍ୟୁତ ବିଭାଗ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଦୈନିକ ୧୦ ଘଣ୍ଟା ବିଦ୍ୟୁତ କାଟ । ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ ହେବା ନେଇ ଘୋଷଣା କରିଛି ବିଦ୍ୟୁତ ବିଭାଗ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୈନିକ ୭ ଘଣ୍ଟା ପାଇଁ ବିଦ୍ୟୁତ କାଟ କରିବାକୁ ଘୋଷଣା କରିଥିଲା ଶ୍ରୀଲଙ୍କା ସରକାର। ଏବେ ଏହା ଦୈନିକ ୧୦…

ଶ୍ରୀଲଙ୍କାରେ ଘୋର ଖାଦ୍ୟ ସଙ୍କଟ; ଗୋଟିଏ ପାଉଁରୁଟି ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ଏତେ ଟଙ୍କା! ଜାଣନ୍ତୁ କାହିଁକି…

ଶ୍ରୀଲଙ୍କାରେ ରନ୍ଧନ ଗ୍ୟାସ୍‌ର ଘୋର ଅଭାବ ଦେଖା ଦେଇଛି, ଯେଉଁ କାରଣରୁ ଏକ ହଜାର ବେକରୀ ଫ୍ୟାକ୍ଟ୍ରିକୁ ବନ୍ଦ କରିବାକୁ ପଡ଼ିଛି। ଏକ ଇଣ୍ଡଷ୍ଟ୍ରୀ ଆସୋସିଏସନ ସୂଚନା ଦେଇଛି କି, ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ହେତୁ ଗ୍ୟାସ୍‌ ମିଳି ପାରୁ ନାହିଁ। ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଏତେ…