ଶ୍ରୀନଗର ଏୟାରପୋର୍ଟରେ ଦୁଇ ଆମେରିକୀୟ ନାଗରିକ ଅଟକ, ଚେକିଂ ବେଳେ ମିଳିଲା ସାଟେଲାଇଟ୍ ଫୋନ୍
ଜମ୍ମୁ କଶ୍ମୀର : ଶ୍ରୀନଗର ଏୟାରପୋର୍ଟରୁ ୨ ଜଣ ଆମେରିକୀୟ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଜିନିଷ ଯାଞ୍ଚ ବେଳେ ସାଟେଲାଇଟ ଫୋନ ମିଳିଛି । ଏୟାରପୋର୍ଟ ସିକ୍ୟୁରିଟି ପ୍ରଥମେ ପଚରାଉଚରା କରିବା ପରେ ପୋଲିସକୁ ହସ୍ତାନ୍ତର କରିଛି । ସେମାନେ ଆମେରିକାର ମାଣ୍ଟାନା ରାଜ୍ୟର ବୋଲି…