ମହାରାଷ୍ଟ୍ର ବଜେଟ୍ ୨୦୨୪: ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୫୦୦ ଟଙ୍କା ଭତ୍ତା, ପରିବାର ପିଛା ୩ ମାଗଣା ସିଲିଣ୍ଡର
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ମହିଳାମାନଙ୍କୁ ମାସିକ ୧,୫୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରାଯାଇଛି । ୨୧ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ଏହି ଭତ୍ତା ମିଳିବ । ଆସନ୍ତା ଅକ୍ଟୋବରରେ…