ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ, ଚାପି ହୋଇ ଚାଲିଗଲା ଛାତ୍ରୀଙ୍କ ଜୀବନ
ବାସୁଦେବପୁର(କେନ୍ୟୁଜ୍): ଅଟୋ ତଳେ ଚାପି ହୋଇ ଛାତ୍ରୀ ମୃତ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ବାସୁଦେବପୁର ଅଞ୍ଚଳରେ। ଶିଶୁହାର ବିଦ୍ୟାଳୟର ନଳବଙ୍କା ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ରୀ ହିମାନି ରାଉଳଙ୍କ ଅଟୋ ତଳେ ଚାପି ହୋଇ ମୃତ୍ୟୁ ହୋଇଛି।
ଅଟୋଟି ନାଳବାଙ୍କ ଅଭିମୁଖେ ଯାଉଥିବା ବେଳେ ମାନ୍ଦାରୀ…