Browsing Tag

Sudan

ଦକ୍ଷିଣ ସୁଦାନରେ ଭୟଙ୍କର ବିମାନ ଦୁର୍ଘଟଣା, ଜଣେ ଭାରତୀୟଙ୍କ ସମେତ ୨୦ ମୃତ

ଦକ୍ଷିଣ ସୁଦାନର ୟୁନିଟି ରାଜ୍ୟରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳେ ବିମାନଟି ୟୁନିଟି ତୈଳ କ୍ଷେତ୍ର ବିମାନବନ୍ଦରରୁ ଉଡ଼ାଣ ଭରି ରାଜଧାନୀ ଜୁବା ଯାଉଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ୟୁନିଟି ରାଜ୍ୟର ସୂଚନା ମନ୍ତ୍ରୀ ଗଟୱେଚ୍ ବିପାଲ…

ସୁଦାନର ହସ୍ପିଟାଲ ଉପରେ ଭୀଷଣ ଡ୍ରୋନ୍ ଆକ୍ରମଣ, ୭୦ ମୃତ, ୧୯ରୁ ଅଧିକ ଆହତ

ଆଫ୍ରିକୀୟ ଦେଶ ସୁଦାନର ଡାର୍ଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଏଥିରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେୟସସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ…

ସୁଦାନ ବିମାନବନ୍ଦରରେ ପ୍ଲେନ୍‌ କ୍ରାସ୍‌, ୪ ଯବାନଙ୍କ ସମେତ ୯ ମୃତ

ସୁଦାନ ବିମାନବନ୍ଦରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସିଭିଲ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ସେନାକର୍ମୀ ଅଛନ୍ତି। ସୁଦାନ ସେନା କହିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ଜଣେ କୁନି ଝିଅର ଜୀବନ…

ପୁଣି ଥରିଲା ସୁଦାନ: ଖାର୍ତୂମ୍‌ରେ ବିମାନ ଆକ୍ରମଣ ଯୋଗୁ ୨୨ ନିହତ, ଅନେକ ଆହତ

ନୂଆଦିଲ୍ଲୀ : କିଛି ଦିନର ନିରବତା ପରେ ପୁଣି ଥରିଲା ସୁଦାନ । ଏୟାର ଷ୍ଟ୍ରାଇକ୍‌ରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଓ ସରକାରୀ ଅଧିକାରୀମାନେ କହିଛନ୍ତି। ସୁଦାନ ଆର୍ମୀ ଓ ଅର୍ଦ୍ଧ ସାମରିକ ବାହିନୀଙ୍କ ସଂଘର୍ଷ ଭିତରେ ଏୟାର ଷ୍ଟ୍ରାଇକ୍‌…

‘ଅପରେସନ କାବେରୀ’ ଶେଷ, ସୁଦାନରୁ ଉଦ୍ଧାର ହେଲେ ୩୮୬୨ ଭାରତୀୟ

ସୁଦାନରେ ଫସିଥିବା ଭାରତୀୟ ନାଗରିକକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ‘ଅପରେସନ କାବେରୀ’ ସମାପ୍ତ ହୋଇଛି । ଭାରତୀୟ ବାୟୁସେନାରେ ଶେଷ ବିମାନ ୪୭ ଜଣ ଯାତ୍ରୀଙ୍କୁ ଧରି ଭାରତକୁ ଫେରିଛି । ଏହି ଅପରେସନ ଅଧିନରେ ୩୮୬୨ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେନାର ୧୭ଟି ବିମାନ, ୫ଟି…

ସୁଦାନରୁ ଫେରୁଥିବା ଭାରତୀୟଙ୍କୁ କାମଳ ଜ୍ୱର, ୧୧୭ ଜଣ କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ :  ସୁଦାନରୁ ଫେରୁଥିବା ଭାରତୀୟଙ୍କୁ କାମଳ ଜ୍ୱର। ଏପର୍ଯ୍ୟନ୍ତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୧୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଲକ୍ଷଣ ନରହିଲେ ୭ ଦିନ ପରେ ଛାଡ଼ି ଦିଆଯିବ। ସୁଦାନରୁ ୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯିବ। ଦିନକୁ ଦିନ ଗମ୍ଭୀର ହେଉଛି ସୁଦାନ ସଂକଟ। ଦୁଇ…

ବିନା ଲାଇଟ ଏବଂ ନାଭିଗେସନରେ ଭାଙ୍ଗିଯାଇଥିବା ରନୱେରେ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ, ସୁଦାନରୁ ଉଦ୍ଧାର କଲା…

ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ବୀରତ୍ୱ । ବିନା ଆଲୋକରେ ସୁଦାନରେ କଲେ ବିମାନ ଅବତରଣ । ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଭାରତୀୟ ବାୟୁସେନା ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ଅବତରଣ କରିଛି C-130J ଏୟାରକ୍ରାଫ୍ଟ । ବିନା ଲାଇଟ ଏବଂ ନାଭିଗେସନ ସପୋର୍ଟରେ ବିମାନଟି…

ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ, ବଖାଣିଲେ ଭୟଙ୍କର ଅନୁଭୂତି

ନୂଆଦିଲ୍ଲୀ : ସୁଦାନରୁ ଫେରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ୬ ଜଣ ଓଡ଼ିଆ । ବଖାଣିଛନ୍ତି ଯୁଦ୍ଧ ବେଳର ଅନୁଭୂତି । ଛାତି ଥରୁଥିଲା । ପ୍ରତି ମୁହୂର୍ତ୍ତରେ ଥିଲା ଜୀବନ ଚାଲିଯିବାର ଭୟ । ସୁଦାନରେ ଗୃହଯୁଦ୍ଧର ଭୟଙ୍କର ସ୍ଥିତିରୁ ଅଳ୍ପକେ ମୁକୁଳି ଆସିଥିବା ଓଡ଼ିଆଙ୍କର ଇଏ ହେଉଛି ଛାତିଥରା…

ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ, ବଖାଣିଲେ ଛାତିଥରା କାହାଣୀର ଅନୁଭୂତି

ଭୁବନେଶ୍ୱର (କେନ୍ୟୁଜ): ଗୃହଯୁଦ୍ଧ କବଳିତ ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ । ମିଡିଆ ଆଗରେ କହିଲେ ଛାତିଥରା କାହାଣୀ । ବଖାଣିଲେ ଭୟଙ୍କର ଅନୁଭୂତି । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ୬ ଓଡ଼ିଆ । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ…

ଅପରେସନ କାବେରୀ : ତୃତୀୟ ବ୍ୟାଚରେ ସୁଦାନରୁ ଫେରିଲେ ୧୩୫ ଭାରତୀୟ

ନୂଆଦିଲ୍ଲୀ : ସୁଦାନରୁ ଫେରୁଛନ୍ତି ଭାରତୀୟ। ଅପରେସନ କାବେରୀ ଜୋରଦାର। ତୃତୀୟ ବ୍ୟାଚରେ ୧୩୫ ଭାରତୀୟ ଭାରତ ପହଞ୍ଚିଛନ୍ତି । IAF C-13OJ ଏୟାରକ୍ରାପ୍ଟରେ ବିମାନବନ୍ଦରରେ ପହଞ୍ଚିଛି । ପୂର୍ବରୁ ଦ୍ୱିତୀୟ ବ୍ୟାଚରେ ୧୪୮ ଓ ପ୍ରଥମ ବ୍ୟାଚରେ ୨୭୮ ଭାରତୀୟ ସୁଦାନରୁ ଫେରିଥିଲେ । ପ୍ରଥମ ବ୍ୟାଚରେ…