Below header
Browsing Tag

suicide

ବାର୍ଦ୍ଧକ୍ୟ ଭୟ ନେଲା ଜୀବନ

ବାର୍ଦ୍ଧକ୍ୟ ଅବସ୍ଥାରେ କଷ୍ଟ ଦେଖିବାକୁ ଚାହୁଁ ନଥିଲେ । ତେଣୁ ଆପଣେଇନେଲେ ଆତ୍ମହତ୍ୟାର ପନ୍ଥା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଗୋଷାଣୀନୂଆଗାଁରେ । ଅଜିତ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ୫୨ ବର୍ଷୀୟ ଅଜିତ ବ୍ରହ୍ମପୁର ରୟାଲ…

ନବରଙ୍ଗପୁରରେ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ନବରଙ୍ଗପୁର (କେନ୍ୟୁଜ୍) : ରାଇଘର ଥାନା ଖାରକାରପାର ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ବଲ ନାୟକ ନିଜ ସ୍ତ୍ରୀ ସୁରବାଈକୁ କୋଦାଳରେ ଆକ୍ରମଣ କରିବା ପରେ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ମୁର୍ମୂଷୁ ଅବସ୍ଥାରେ ସୁରବାଈଙ୍କୁ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଆପାର୍ଟମେଣ୍ଟରୁ ଡ଼େଇଁ ମହିଳାଙ୍କ ଆତ୍ମହତ୍ୟା ଘଟଣା, କଣ ସତ କହୁଛି ସୁଇସାଇଡ଼ାଲ୍ ନୋଟ୍ ?

ଭୁବନେଶ୍ବର(କେନ୍ଯୁଜ୍) : ଆପାର୍ଟମେଣ୍ଟର ୪ ମହଲା ଉପରୁ ଡେଇଁ ଜୀବନ ହାରିଲେ ମହିଳା । ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଓପେପା ଆକାଉଣ୍ଟସ୍‌ ନଳୀନି ପୃଷ୍ଟିଙ୍କ ମାଆ । ଏହି ଘଟଣା ପରେ ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ…

କାହିଁକି ବିଷ ପିଇ ଆତ୍ମହତ୍ଯା କଲେ ପ୍ରେମୀ ଯୁଗଳ ?

ଗଜପତି(କେନ୍ଯୁଜ୍) : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ବୁଡ଼ାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନାବାଳିକା ଏବଂ ତାଙ୍କ ପ୍ରେମୀକ ପ୍ରେମରେ ବିଫଳ ହୋଇ ଶେଷକୁ ଆତ୍ମହତ୍ଯାର ରାସ୍ତା ଆପଣାଇଛନ୍ତି। ମୃତକ ପ୍ରେମୀ ଯୁଗଳ ଦୁଇଜଣ ହେଲେ ନାବାଳିକା ଯସ୍ମିନ୍ ବଳବେହେରା ଏବଂ ରମେଶ…

କେବଳ ଗୋଟିଏ ଫୋନ୍ କଲ୍ କରି ଆଟକାଇପାରିବେ କାହାର ଆତ୍ମହତ୍ୟା ! ଜାଣନ୍ତୁ କେମିତି

ଆତ୍ମହତ୍ୟା ପ୍ରବଣ ଆଜି କାଲିର ଯୁବପିଢୀ । ଟିକେ ସମସ୍ୟା ହେଲେ ହାର ମାନିଯାଇ ନିଜ ଜୀବନ ନେବାକୁ ପଛାଉ ନାହାଁନ୍ତି । ତେବେ ନିକଟରେ ଏକ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି । ଯେଉଁ ବ୍ୟକ୍ତିମାନଙ୍କର ବାରମ୍ବାର ଆତ୍ମହତ୍ୟା କରିବାକୁ ମନ ହେଉଛି ସେମାନଙ୍କୁ କିଛି ଫୋନ୍ କଲ୍ ମାଧ୍ୟମରେ ଏଥିରୁ…

ନବରଙ୍ଗପୁର : ଋଣ ବୋଝ ନେଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର (କେନ୍ଯୁଜ୍) : ଋଣ ବୋଝ ନେଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ଆଉଁଳିଗୁମ୍ମା ଗାଁରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ହେଲେ ପଦ୍ମା ମୁଦୁଲି । ଗତ ୮ମାସ ପୂର୍ବରୁ ଏକ ଏସଏନଜି କରି ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ୧୦ଜଣ…

ଭୁବନେଶ୍ୱର : ତିନି ନମ୍ବର ପ୍ଲାଟଫର୍ମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ଯୁଜ୍) : ରେଳ ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର । ତିନି ନମ୍ବର ପ୍ଲାଟଫର୍ମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ଗାମୁଛା ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଏହି ଘଟଣାରେ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ…

ମାହାଙ୍ଗା : ପରକୀୟା ପ୍ରୀତିରୁ ଆତ୍ମହତ୍ୟା, ମୃତକ ଦୁଇ ଜଣ ସମ୍ପକୀୟ ଦିଅର ଓ ଭାଉଜ

ମାହାଙ୍ଗା (କେନ୍ଯୁଜ) : ପରକୀୟା ପ୍ରୀତିରୁ ଆତ୍ମହତ୍ୟା ଅଭିଯୋଗ । ଘର ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମାହାଙ୍ଗା କେନ୍ଦୁପାଟଣା ଖଣ୍ଡଗାଁରେ ଏହି ଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପକୀୟ ଦିଅର ଓ ଭାଉଜ । ମୃତ ମହିଳାଙ୍କ ନାଁ ତୁଳସୀ ବେହେରା ଓ ଯୁବକ…

ଘଟଙ୍ଗା : ଟ୍ରେନ ଲାଇନରୁ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମ୍ରୁତ ଦେହ ଉଦ୍ଧାର

ଘଟଙ୍ଗା (କେନ୍ୟୁଜ୍) : ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର । ଘଟଙ୍ଗା ଥାନା ସାନ୍ତରାପୁର ନିକଟସ୍ଥ ଟ୍ରେନ ଲାଇନରୁ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ସାନ୍ତରାପୁର ଗ୍ରାମର ଗଣନାଥ ଗିରି। ତେବେ ପରିବାର ଲୋକଙ୍କ ଅନୁଯାୟୀ ଗତକାଲ ରାତିରେ…

ବରଗଡ଼ରେ ଘରୋଇ କଳହ ଯୋଗୁ ବିଷ ପିଇ ବାପା-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ବରଗଡ଼ (କେନ୍ୟୁଜ୍) : ଘରୋଇ କଳହ ଯୋଗୁ ବିଷ ପିଇ ବାପା-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣା ଘଟିଛି ବରଗଡ଼ ସଦର ଥାନା ନୂଆଗଡ଼ ଗାଁରେ । ପୁଅ ବୁଦ୍ଧ ସୁନା ଓ ବାପା ପରମା ସୁନା ଗୁରୁତର ଅଛନ୍ତି । ତାଙ୍କୁ ଚିକତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ କୌଣସି କାରଣ ନେଇ…

ସହି ପାରିଲେନି ରୋଗ ଯନ୍ତ୍ରଣା, ଆମ୍ବ ଗଛରେ ଝୁଲି ପଡିଲେ ଅଜୟ !

ବାଲେଶ୍ବର : ଆମ୍ବଗଛରୁ ଝୁଲନ୍ତା ମ୍ରୁତଦେହ ଉଦ୍ଧାର। ସିମୁଳିଆ ଥାନା ରପେୟା ଗ୍ରାମରେ ପୋଖରୀ ହୁଡାରେ ଥିବା ଆମ୍ବଗଛରୁ ଝୁଲନ୍ତା ମ୍ରୁତଦେହ ଉଦ୍ଧାର କରାଯାଇଛି। ରପେୟା ଗ୍ରାମର ଅଜୟ ପାଣିଗ୍ରାହୀ ଗତକାଲି ବିଳମ୍ବିତ ରାତ୍ରିରେ ନିଖୋଜ ହୋଇଯାଇଥିଲେ,ପରିବାର ଲୋକେ ବହୁଖୋଜା ଖୋଜି କରି…

ମାଲକାନଗିରି କମ୍ପ୍ୟୁଟର ଲ୍ୟାବରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ମାଲକାନଗିରି : ଆବାସିକ ବିଦ୍ୟାଳୟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଶିଖପାଲ୍ଲୀ ଆବାସିକ ବିଦ୍ୟାଳୟର କମ୍ପ୍ୟୁଟର ଲ୍ୟାବ ରୁମରେ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ ହାତକାଟି ଆତ୍ମହତ୍ୟା କରିଥିବା ସ୍କୁଲ କର୍ତ୍ତୁପକ୍ଷ କହିଛନ୍ତି। ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପାଠ…