Googleରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ, ୧୦% ଚାକିରି ହ୍ରାସ କରିବାକୁ ଘୋଷଣା କଲେ ସୁନ୍ଦର ପିଚାଇ
Googleରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ । ଗୁଗଲ୍ ସିଇଓ ସୁନ୍ଦର ପିଚାଇ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କମ୍ପାନୀ ଡାଇରେକ୍ଟର୍ସ ଏବଂ ଭାଇସ୍ ପ୍ରେସିଡେଣ୍ଟସ୍ ସମେତ ମ୍ୟାନେଜରିଆଲ୍ ରୋଲ୍ସରେ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରିବ । ଟେକ୍ କମ୍ପାନୀ ଅନ୍ୟ ପୋଷ୍ଟଗୁଡିକୁ ମଧ୍ୟ…