Below header
Browsing Tag

supreme court

ସୁପ୍ରିମକୋର୍ଟର ୪ ବିଚାରପତି କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମଣ ବଢୁଥିବାରୁ ଆଜିଠୁ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪ ବିଚାରପତିଙ୍କୁ କରୋନା । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୩ ବିଚାରପତି କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ସୂଚନା ଅନୁସାରେ ସୁପ୍ରିମକୋର୍ଟର ୧୫ ଜଣ ବିଚାରପତିଙ୍କ କୋଭିଡ ଟେଷ୍ଟ ହୋଇଥିଲା । ସେମାନଙ୍କ…

ସୁପ୍ରିମକୋର୍ଟରେ କରୋନା: ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା କାୟା । ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ କରୋନାରେ ସଂକ୍ରମିତ । କରୋନା ସଂକ୍ରମଣ ଯୋଗୁ ଏବେ ସମସ୍ତ ବିଚାରପତି ନିଜ ଘରୁ ଭିଡିଓ କନଫରେନ୍ସିଂ ମାମଲାର ଶୁଣାଣି କରିବେ । ସବୁ କୋର୍ଟ ରୁମ୍‌ ସମେତ ପୂରା ସୁପ୍ରିମକୋର୍ଟ ପରିସରକୁ ସାନିଟାଇଜ…

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଶାଶୁଘରେ ସ୍ତ୍ରୀକୁ ଯାହା ବି ଆଘାତ ଲାଗିବ, ସେଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ…

ସ୍ୱାମୀମାନଙ୍କ ପାଇଁ ସତର୍କ ବାଣୀ। ଏଣିକି ଶାଶୁଘରେ ସ୍ତ୍ରୀକୁ ଯାହା ବି କିଛି ଆଘାତ ଲାଗିବ, ସେଥିପାଇଁ ଆଉ କେହି ନୁହନ୍ତି, ବରଂ ସ୍ୱାମୀ ହିଁ ଦାୟୀ ରହିବ। ଏପରି କି, ଶାଶୁ, ଶ୍ୱଶୁର ଏବଂ ସମ୍ପର୍କୀୟମାନେ ବି ଯଦି ବୋହୂକୁ ମାରପିଟ କରନ୍ତି କିମ୍ବା କୌଣସି ପ୍ରକାର କଷ୍ଟ ପହଞ୍ଚାନ୍ତି, ତେବେ…

୧୮ ବର୍ଷ ନୁହେଁ, ସ୍ନାତକ ପଢିବା ପର୍ଯ୍ଯନ୍ତ ପୁଅଙ୍କ ଲାଳନପାଳନ କରିବାକୁ ହେବ : ସୁପ୍ରିମକୋର୍ଟ

ଏବେ ୧୮ ବର୍ଷ ନୁହେଁ, ସ୍ନାତକ ପଢିବା ପର୍ଯ୍ଯନ୍ତ ପୁଅଙ୍କ ଲାଳନପାଳନ କରିବାକୁ ହେବ ବୋଲି ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏମଆର ଶାହଙ୍କ ପୀଠ ପରିବାର ଅଦାଲତର ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ଯେଉଁଥିରେ କର୍ଣ୍ଣାଟକ ସରକାର…

କାହିଁକି ଏବେ ଯାଏଁ ଥାନାରେ ଲଗାଯାଇନି ସିସିଟିଭି? କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ହେଲେ ସୁପ୍ରିମ୍‌କୋର୍ଟ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଜାତୀୟ ତଦନ୍ତ ଏଜେନ୍ସି(ଏନ୍‌ଆଇଏ) ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ମାମଲାରେ କେନ୍ଦ୍ର ସରକାରଙ୍କ ପଛଘୁଞ୍ଚା ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗଭୀର ଅସନ୍ତୋଷ…

UPSC Civil Service Exam: ବୟସ ପାର କରିଯାଇଥିବା ପ୍ରାର୍ଥୀଙ୍କୁ ଶେଷ ସୁଯୋଗ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ୟୁପିଏସ୍‌ସି ସିଭିଲ ସର୍ଭିସେଜ୍‌ ପ୍ରିଲିମ୍ସ ୨୦୨୧ର ଏକ୍ସଟ୍ରା ଆଟେମ୍‌ଟ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ବୟସସୀମା ପାର କରିଯାଇଥିବା ପ୍ରାର୍ଥୀଙ୍କୁ କୌଣସି ରିଲାକ୍ସେସନ୍‌ ମିଳିବ ନାହିଁ। ଏସବୁ ପ୍ରାର୍ଥୀଙ୍କୁ ସୁପ୍ରିମ୍‌କୋର୍ଟ ଆଉ ସୁଯୋଗ…

କାଲି ଭୁବନେଶ୍ବର ହେବ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲର ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗ ଦେବେ ସୁପ୍ରିମକୋର୍ଟ…

କେନ୍ୟୁଜ୍(ବ୍ୟୁରୋ):  ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ ଆଇଆଇଏଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆସନ୍ତାକାଲି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ, ଜଷ୍ଟିସ୍ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଚିସ୍…

କୋଟିଆ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

କୋରାପୁଟ(କେନ୍ଯୁଜ୍): କୋଟିଆ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଆନ୍ଧ୍ରପ୍ରଦେଶ ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାରେ ଶୁଣାଣି ରହିଛି । ଜଷ୍ଟିସ୍‌ ଏ.ଏମ୍‌ ଖାଣ୍ଡିଲକର ଓ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ…

Facebook ଓ WhatsApp କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌, ନୂଆ ପ୍ରାଇଭେସୀ ପଲିସିକୁ ନେଇ କଲେ ପ୍ରଶ୍ନ

ଫେସ୍‌ବୁକ୍‌ ଅଧିକୃତ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସି ଲଗାତାର ପ୍ରଶ୍ନ ଘେରରେ ରହିଛି। ବାରମ୍ବାର ବିରୋଧ କରିବା ପରେ କମ୍ପାନୀ ଏହାକୁ ଆସନ୍ତା ତିନି ମାସ ପାଇଁ ରଦ୍ଦ କରିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌କୁ ନୋଟିସ୍‌ ଜାରି କରିଛନ୍ତି।…

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି, ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ କୋର୍ଟ

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି। ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆସନ୍ତା ଶୁକ୍ରବାର ପରବର୍ତ୍ତୀ ଶୁଣାଣି ହେବ। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ…

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର, ଆଜି ପ୍ରସ୍ତୁତ…

ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଜ୍ୟ ସରକାର । ଏଥିପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ହେବ । ଏହା ପରେ ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ…

କୃଷି ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ, ଗଠନ ହେବ ଚାରି ଜଣିଆ କମିଟି

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟରେ କୃଷି ଆନ୍ଦୋଳନକୁ ନେଇ ଚାଲିଥିବା ଶୁଣାଣିର ଆଜି ଦ୍ଵିତୀୟ ଦିନ । ଉଚ୍ଚତମ ନ୍ୟାୟାଳୟ ଆଜି ତିନିଟି କୃଷି ଆଇନର କାର୍ଯ୍ୟକାରିତାକୁ କିଛି ସମୟ ପାଇଁ ସ୍ଥଗିତ କରିଛନ୍ତି । ଏହା ସହ ଚାରି ଜଣଙ୍କୁ ନେଇ ଏକ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।…