Browsing Tag

supreme court

ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । କୃଷି ଆଇନକୁ ସ୍ଥଗିତ ରଖାଯାଉଛି କି ନାହିଁ, କୋର୍ଟ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ନିରାଶ ବୋଲି କହିଛନ୍ତି । ସରକାର କାହିଁକି ଆଇନ ଲାଗୁ କରିବା ଜିଦରେ ଅଟଳ । କେନ୍ଦ୍ର…

ୟୁପି ଓ ଉତ୍ତରାଖଣ୍ଡରେ ‘ଲଭ୍‌ ଜିହାଦ୍‌’ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ, ତୁରନ୍ତ ରହିତାଦେଶ ଜାରି କରିବାକୁ କଲେ…

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଭ ଜିହାଦ ଆଇନ ଉପରେ ରହିତାଦେଶ ଜାରି କରିବାକୁ ମନା କରିବା ସହ ସଂପୃକ୍ତ ୨ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବୁଧବାର ଦିନ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ।…

ନୂଆ ସଂସଦ ଭବନ ନିର୍ମାଣକୁ ଗ୍ରୀନ୍‌ ସିଗନାଲ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ(କେ ନ୍ୟୁଜ): ନୂଆ ସଂସଦ ଭବନ ନିର୍ମାଣରେ ଆଉ କୌଣସି ସମସ୍ୟା ନାହିଁ । ନୂଆ ସଂସଦ ନିର୍ମାଣକୁ ମିଳିଛି ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ ସିଗନାଲ। "ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ"କୁ ମିଳିଲା ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ। ପରିବେଶ ସମିତିର ସୁପାରିଶକୁ ଠିକ୍‌ ବୋଲି କହିଲେ…

ପିଲାମାନଙ୍କ ପାଠପଢା ପାଇଁ ଏବେ ମାସକୁ ପ୍ରଦାନ କରାଯିବ ୨ହଜାର ଟଙ୍କା, ଆଦେଶ ଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମହାମାରୀ ପାଇଁ ଶିଶୁ ସୁରକ୍ଷା ଘରେ ରହୁଥିବା ପିଲାମାନଙ୍କର ଶିକ୍ଷା ପ୍ରଭାବିତ ହେବ ନାହିଁ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ପିଲାମାନଙ୍କ ପାଠ ପଢା ପାଇଁ ପୁସ୍ତକ, ଷ୍ଟେସନାରୀ ଏବଂ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇଦେବା…

ଦେଶର ସବୁ ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି : ସୁପ୍ରିମକୋର୍ଟ

ସବୁ ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଦେଶର ସବୁ ପୋଲିସ ଷ୍ଟେସନ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି କି ନାହିଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ନିଶ୍ଚିତ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପୋଲିସ ଷ୍ଟେସନ୍‌ର ପ୍ରବେଶ…

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବଡ଼ ସଫଳତା, ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ବୋଲି କହିଲେ ସୁପ୍ରିମ୍‌କୋର୍ଟ

ରିପବ୍ଲିକ୍‌ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଚାଲିଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ କହିଛନ୍ତି ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଏଫ୍‌ଆଇଆର୍‌କୁ ମୂଲ୍ୟାଙ୍କନ କରିବା ପରେ ତାଙ୍କ ବିରୋଧରେ ଆତ୍ମହତ୍ୟା…

୬୯,୦୦୦ ସହାୟକ ଶିକ୍ଷକଙ୍କ ନିଯୁକ୍ତି ରାସ୍ତା ଏବେ ପରିଷ୍କାର, ବର୍ଦ୍ଧିତ କଟ୍‌ ଅଫ୍‌କୁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

୬୯ ହଜାର ସହାୟକ ଶିକ୍ଷକଙ୍କ ନିଯୁକ୍ତି ରାସ୍ତା ଏବେ ପରିଷ୍କାର। ଉତ୍ତର ପ୍ରଦେଶରେ ଚଳିତବର୍ଷ ସହାୟକ ଶିକ୍ଷକଙ୍କ ନିଯୁୁକ୍ତି ବର୍ଦ୍ଧିତ କଟ୍‌ ଅଫ୍‌ ଆଧାରରେ ହିଁ ହେବ। ଏନେଇ ସୁପ୍ରିମ୍‌କୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଏହି ମାମଲା ରାଜ୍ୟରେ ୬୯,୦୦୦ ଆସିଷ୍ଟାଣ୍ଟ…

ଖୁସି ଖବର, ମୋରାଟୋରିୟମ ସୁଧ ଉପରେ ସୁଧ ଛାଡ କଲେ ସରକାର

ଲକଡାଉନ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ଆରବିଆଇ ଲୋକଙ୍କୁ ମୋରାଟୋରିୟମ ଅର୍ଥାତ ସୁଧ ଉପରେ ସୁଧ ତିନି ମାସ ପର୍ଯ୍ୟନ୍ତ ଛାଡ କରିଥିଲେ । ଏହାପରେ ଏହାର ଅବଧିକୁ ଆହୁରି ୩ମାସ ଅର୍ଥାତ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଯାଇଥିଲା । ଆରବିଆଇର ସର୍ତ୍ତନୁସାରେ ଲୋନର କିସ୍ତି ୬ ମାସ…

ବର୍ଷା ଓ ଅନୁଭବ ବିବାଦ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ବିବାଦ ପ୍ରସଙ୍ଗ । ସୁପ୍ରିମ୍‌କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ମାମଲା ଟ୍ରାନ୍ସଫର ପାଇଁ ଆବେଦନ କରିଛନ୍ତି ବର୍ଷା । ପଟିଆଲା ହାଉସ୍‌ କୋର୍ଟରେ ମାମଲା କରିଛନ୍ତି ଅନୁଭବ । ମାମଲା କଟକ ସ୍ଥାନାନ୍ତର ପାଇଁ ଆବେଦନ କଲେ…

୧୨୨ କୋଟି GST ଠକେଇ ଘଟଣା: ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ରାଉରକେଲା: ୧୨୨ କୋଟି GST ଠକେଇ ଘଟଣା । ଅଭିଯୁକ୍ତ ଅମିତ ବେରିଓ୍ଵାଲଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । SLP ଦାଖଲ କରିଥିଲେ ଅମିତ ବେରିଓ୍ଵାଲ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଅମିତ । ଗତ ଜୁଲାଇ ୨୭ରେ ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ଜାଲ୍‌…

ଧାର୍ଯ୍ୟ ତାରିଖରେ ହେବ NEET ପ୍ରବେଶିକା, ଆସନ୍ତା ୧୩ ରେ ୧୫ ଲକ୍ଷରୁ ଅଧିକ ଆଶାୟୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା "ନିଟ " ପରୀକ୍ଷା ରଦ୍ଦ କିମ୍ବା ସ୍ଥଗିତ କରିବାକୁ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଯାଚିକା ଗୁଡିକର ଶୁଣାଣି କରିବାକୁ ଖଣ୍ଡନ କରି ଦେଇଛନ୍ତି । ଦେଶବ୍ୟାପୀ ଇଂଜିନିୟରିଙ୍ଗ…

ପଟିଆଲା ହାଉସ କୋର୍ଟରୁ ଓଡିଶାକୁ ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯିବେ ବର୍ଷା, ଅକ୍ଟୋବର ୧୨ରେ ହେବ…

କଟକ: ବର୍ଷା ପ୍ରିୟଦର୍ଶିନୀଙ୍କ ଓ ଅନୁଭବ ମହାନ୍ତି ବିବାଦରେ ପିଟିସନର ଶୁଣାଣି । ଅକ୍ଟୋବର ୧୨ରେ ବର୍ଷାଙ୍କ ପିଟିସନ୍‌ର ପରବର୍ତ୍ତୀ ଶୁଣାଣି କଟକ ଏସଡିଜେଏମ କୋର୍ଟରେ ହେବ। ଡିଆଇଆର ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ବର୍ଷାଙ୍କ ଓକିଲ । କୋର୍ଟରେ ଆଜି ପହଞ୍ଚିନଥିଲେ ଅନୁଭବ ଓ…