Below header
Browsing Tag

sushant singh rajput

ଜେରା ବେଳେ ଦୀପିକା ପାଦୁକୋନ୍‌ଙ୍କ ସାମ୍ନାରେ ହାତ ଯୋଡ଼ିଥିଲେ ଏନ୍‌ସିବି ଅଧିକାରୀ, ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାର ଯାଞ୍ଚ ଅବସରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ଅନ୍ୟପଟେ ପଚରାଉଚରା ବେଳେ ଏଭଳି ପରିସ୍ଥିତି ଉପୁଜିଲା ଯେ ଏନ୍‌ସିବି…

ମୋ ସହ ଭେଟ ହେବା ପୂର୍ବରୁ ସୁଶାନ୍ତଙ୍କର ଡ୍ରଗ୍ସ ନେବା ଅଭ୍ୟାସ ଥିଲା : ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ମୁତ୍ୟୁ ମାମଲା ସହ ଉଠିଥିବା ଡ୍ରଗ୍ସ ଲିଙ୍କକୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି । ବର୍ତ୍ତମାନ ସମୟରେ ରିୟା ଜେଲରେ ଥିବା ବେଳେ ମୁକୁଳିବା ପାଇଁ ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ହାଇକୋର୍ଟରେ…

ବ୍ୟାଙ୍କ ଷ୍ଟେଟମେଣ୍ଟରୁ ହେଲା ଏକ ବଡ଼ ଖୁଲାସା, କୁଆଡ଼େ ଗଲା ସୁଶାନ୍ତଙ୍କ ଆକାଉଣ୍ଟରୁ ୫୧ କୋଟି ଟଙ୍କା

ସୁଶାନ୍ତଙ୍କ ବାନ୍ଧବୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେରର ଆରୋପ ଲାଗିଥିବା ଘଟଣା ତ ସମସ୍ତଙ୍କୁ ଜଣା । ଏନେଇ ରିୟାଙ୍କୁ ସିବିଆଇ ବାରମ୍ବାର ପଚରାଉଚୁରା କରିବା ସହ ରିୟା ଡ୍ରଗ୍ସ କାରବାରରେ ଜଡିତ ଥିବା କଥା ପଦାକୁ…

ସୁଶାନ୍ତଙ୍କ କେସ୍‌ରେ ସଲମାନ୍‌ ଖାନ୍‌, କରଣ ଜୋହରଙ୍କ ସମେତ ୮ ସେଲିବ୍ରିଟିଙ୍କୁ ନୋଟିସ୍‌, ୭ରେ ଉପସ୍ଥିତ ହେବାକୁ…

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ମାମଲାର ତଦନ୍ତ ଏବେ ଦେଶର ତିନୋଟି ବଡ଼ ବଡ଼ ଏଜେନ୍ସି କରୁଛନ୍ତି। ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିବା ପରେ କିଛି ଲୋକଙ୍କୁ ଗିରଫ ବି କରାସରିଲାଣି। ଏହି ମାମଲାରେ ଏବେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇଙ୍କ…

ଭାଇରାଲ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ , ଦିଶାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଏମିତି…

ଏଭିତରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି । ଜୁନ ୮ ରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ମୁମ୍ବାଇ ସ୍ଥିତ ବାସ ଭାବନରୁ ଠାବ ହୋଇଥିବା ବେଳେ ସେହିମାସ ୮ ତାରିଖରେ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଏନଙ୍କର ବି ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ…

ଦିଶାଙ୍କ ମୃତ୍ୟୁ ଖବର ପାଇବା ପରେ ବେହୋସ ହୋଇଯାଇଥିଲେ ସୁଶାନ୍ତ, ବୟାନ ଦେଲେ ସିଦ୍ଧାର୍ଥ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଦିନ କୁ ଦିନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି । ଯଦି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଛି, ଯଦି ଏହା ଏକ ହତ୍ୟା ଘଟଣା ତେବେ…

ରିୟା ଚକ୍ରବର୍ତ୍ତୀଙ୍କ ବଡ଼ ଖୁଲାସା, କହିଲେ ସୁଶାନ୍ତ କେବେ ଓ କେମିତି ପ୍ରଥମେ ନେଇଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ଡ୍ରଗ୍ସ କାରବାର ଆଡକୁ ମୁହାଁଇଛି। ଏବେ ଏହି ମାମଲାରେ ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଗିରଫ ହୋଇଛନ୍ତି। ତେବେ ଗିରଫ ହେବା ପରେ ରିୟା ଅନେକ ଖୁଲାସା କରିଛନ୍ତି। ତେବେ ନିକଟରେ ରିୟା କହିଛନ୍ତି ସୁଶାନ୍ତ କେବେ ଓ କେମିତି…

‘ପଶ୍ଚିମବଙ୍ଗର ଝିଅ’ ରିୟା ଚକ୍ରବର୍ତ୍ତୀଙ୍କୁ କଂଗ୍ରେସର ସମର୍ଥନ, କୋଲକାତା ରାସ୍ତାରେ ବାହାରିଲା ବିରାଟ ର‍୍ୟାଲି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ୍‌ ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମର୍ଥନରେ ଶନିବାର କଂଗ୍ରେସ ତରଫରୁ କୋଲକାତାରେ ର‍୍ୟାଲି ବାହାର କରାଯାଇଛି। ରିୟା ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ତାଙ୍କୁ ସମର୍ଥନ ଜଣାଇ ରାଜ୍ୟ କଂଗ୍ରେସ…

ଏବେ କରଣ ଜୋହରଙ୍କ ଉପରେ ଏନ୍‌ସିବିର ନଜର, ଜେରା ପାଇଁ ଖୁବ୍‌ଶୀଘ୍ର ହେବେ ହାଜର

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍‌ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଏବେ ବଲିଉଡ୍‌ର ବଡ଼ ବଡ଼ ହସ୍ତୀ ଆସିଛନ୍ତି। ସୂଚନା ମୁତାବକ ଏନ୍‌ସିବି ଏବେ ୩୦ ଜୁଲାଇ, ୨୦୧୯ରେ କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଯାଞ୍ଚ କରିବ। ସୂଚନାଯୋଗ୍ୟ ଯେ ୩୦…

ସାମ୍ନାକୁ ଆସିଲା ସୁଶାନ୍ତ ଓ ରିୟାଙ୍କ ଅନ୍‌ସିନ୍‌ ଭିଡିଓ, ଏକାଠି ଡ୍ରଗ୍ସ ନେଉଥିବା ଦାବି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ତଦନ୍ତର ରୂପ ନେଇଛି। ଏହି କେସ୍‌ର ତଦନ୍ତ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଡ୍ରଗ୍‌ ଆଙ୍ଗେଲରେ ଆରମ୍ଭ କରିଛି। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ସୌଭିକ୍‌ ଓ ସୁଶାନ୍ତଙ୍କ ହାଉସ୍‌…

NCBର ବଡ ଖୁଲାସା, ଲକଡାଉନ ସମୟରେ ଜିନିଷ ସହିତ ଲୁଚାଇ ରିୟାଙ୍କ ଘରକୁ ପଠାଯାଇଥିଲା ଅଧା କିଲୋ ଗଞ୍ଜେଇ

ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଭାୟଖଲା ଜେଲରେ ଅଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ଖୁଲାସା…

ସୁଶାନ୍ତ ମାମଲା: ରିୟା ସ୍ୱୀକାର କଲେ, ସୁଶାନ୍ତ ଓ ସୌଭିକ୍‌ ଏକାଠି ନେଉଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଡ୍ରଗ୍ସ ମାମଲାରେ ଏନ୍‌ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଗତ ଦୁଇ ଦିନ ହେଲାଣି ମାରାଥନ୍‌ ଜେରା କରୁଛି। ଆଜି ତୃତୀୟ ଦିନରେ ମଧ୍ୟ ଜେରାର ସାମ୍ନା କରୁଛନ୍ତି ରିୟା। ଇତି ମଧ୍ୟରେ ରିୟା ବହୁ ଖୁଲାସା କରିଛନ୍ତି। ଗତ…