Browsing Tag

t20 match

୪ ଓ୍ଵିକେଟ୍‌ରେ ବାରବାଟୀ ବ୍ୟାଟଲ ଜିତିଲା ଦକ୍ଷିଣ ଆଫ୍ରିକା

କେନ୍ୟୁଜ୍(ବ୍ୟୁରୋ):ବାରବାଟୀରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-୨୦ରେ ଭାରତକୁ ୪ ଓ୍ଵିକେଟରେ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକାର । ୧୪୯ ରନ ଟାର୍ଗେଟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ହାତରେ ୧୦ଟି ବଲ ବାକି ଥାଇ ବିଜୟ ବାନା ଉଡାଇଥିଲା । ୪୮ ବଲ୍‌ରେ ଦମଦାର ୮୧ ରନ୍‌…

ବାରବାଟୀ ମ୍ୟାଚ୍‌ ପ୍ରସ୍ତୁତି : ଜୁନ୍‌ ୧୨ରେ ଖେଳାଯିବ ଦ୍ୱିତୀୟ T20 ମ୍ୟାଚ୍‌

କଟକ (କେନ୍ୟୁଜ): ଅଢେଇ ବର୍ଷ ପରେ ପୁଣି ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଜୁନ ୧୨ରେ ଫ୍ଲଡ୍‌ ଲାଇଟରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ । ଏଥିପାଇଁ ସଜେଇ ହେଲାଣି ଷ୍ଟାଡିୟମ । ସୁରକ୍ଷା ଦୃଷ୍ଟିରୁ ଦର୍ଶକଙ୍କ ପାଇଁ ବନ୍ଦ ଥିବା ୬ ଓ ୭ ନମ୍ବର ଗ୍ୟାଲେରୀ ପୁଣି…

ଲକ୍ଷ୍ନୌରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆର ବାଜିମାତ୍‌

ଲକ୍ଷ୍ନୌରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆର ବାଜିମାତ୍‌ । ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ । ରୋହିତ ଆଣ୍ଡ କୋର ୨୦୦ ରନ ଟାର୍ଗେଟକୁ ପିଛା କରୁଥିବା ସିଂହଳୀ ଟିମ ୬ ଓ୍ଵିକେଟ ହରାଇ ୧୩୭ ରନ କରିଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ରୋହିତଙ୍କ ଫୋକସରେ ମିଡିଲ ଅର୍ଡର

କେନ୍ୟୁଜ୍(ବ୍ୟୁରୋ):   ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ଲକ୍ଷ୍ନୋରେ ଖେଳାଯିବ ପ୍ରଥମ ଟି-୨୦ । ଉଭୟ ଦଳ ଏହି ମ୍ୟାଚ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ମ୍ୟାଚର ଦିନକ ପୂର୍ବରୁ ଇନ ଫର୍ମ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି । ବିରାଟ କୋହଲି ଓ…

କୋଲକତା ଇଡେନ ଗାର୍ଡେନ୍‌ରେ ପ୍ରଥମ ଟି-୨୦ ଜିତିଲା ଭାରତ, ୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା

କୋଲକତା: କୋଲକତା ଇଡେନ ଗାର୍ଡେନ୍‌ରେ ପ୍ରଥମ ଟି-୨୦ ଜିତିଲା ଭାରତ । ୬ ଓ୍ଵିକେଟରେ ଭ୍ରମଣକାରୀ ଦଳକୁ ହରାଇଲା ଟିମ୍‌ ଇଣ୍ଡିଆ । ୧୫୮ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୪ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୦ରନ୍‌ କରିିଥିଲେ ।…

ଟି-୨୦ ବିଶ୍ୱକପ୍‌ : ପାକିସ୍ତାନ ଆଗରେ ଭାରତ ରଖିଲା ୧୫୨ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ : ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱ କପ୍‌ ମ୍ୟାଚ୍‌ର ଫଳାଫଳ କଣ ହେବ, ଏବେ ଉଭୟ ଦେଶ ସହ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀ ଏହାକୁ ଚାହିଁ ବସିଛନ୍ତି । ଏହି ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପ୍ରଥମ ଇନିଂସ୍‌ ସରି ଯାଇଛି । ଟସ୍‌ରେ ହାରିବା ପରେ ଭରତ ପ୍ରଥମେ…