Below header
Browsing Tag

t20 series

ଦ୍ୱିତୀୟ ଟି-୨୦ ହାରିଲା ଭାରତ, ବ୍ୟାଟରଙ୍କୁ ଦୋଷ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦ୍ବିତୀୟ ଟି-୨୦ ମ୍ୟାଚ୍‌ ହାରିଲା ଭାରତ । ଭାରତକୁ ୱେଷ୍ଟଇଣ୍ଡିଜ୍ ରୋମାଞ୍ଚକ ଭାବେ ୨ ୱିକେଟ୍ରେ ପରାସ୍ତ କରିଛି। ଭାରତ ମାତ୍ର ୧୫୨ ରନ୍ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍‌ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍‌…

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି୨୦, ପ୍ରଥମ ମ୍ୟାଚର ପ୍ରତିଶୋଧ ନେବାକୁ ପଡିଆକୁ ଓହ୍ଲାଇବ ହାର୍ଦ୍ଦିକଙ୍କ ଟିମ୍‌

ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚର ଦ୍ୱିତୀୟ ମ୍ୟାଚ୍‌ ଆଜି । ଗୁୟାନର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ପ୍ରଥମ ଟି-୨୦ ମ୍ୟାଚରେ ମାତ୍ର ୪ ରନରେ ହାରିଥିଲା ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଏହାର ପ୍ରତିଶୋଧ ନେବାକୁ…

ହାର୍ଦ୍ଦିକଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଜି ଟି-୨୦ ମ୍ୟାଚ୍‌ ଖେଳିବ ଭାରତ, ରାତି ୮ଟାରୁ ହେବ ସିଧାପ୍ରସାରଣ

ଦିନିକିଆ ସିରିଜ ଜିତିବା ପରେ ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ ପ୍ରସ୍ତୁତ ରହିଛି । ଆଜି ପ୍ରଥମ ଟି-୨୦ ମ୍ୟାଚ୍‌ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ…

ଭାରତ ଏବଂ ଆର୍ୟରଲ୍ୟାଣ୍ଡ ଟି୨୦ ସିରିଜ, ଅଗଷ୍ଟ ୧୮ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ବିଶ୍ୱକପ ୨୦୨୩ ପାଇଁ ସୂଚୀ ଜାରି ହୋଇସାରିଛି । ଚଳିତଥର ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହେବ । ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ୪ଟି ଦେଶ ବିପକ୍ଷରେ ସିରିଜ ଖେଳିବ । େଓ୍ଵଷ୍ଟଇଣ୍ଡିଜ ସହିତ ମ୍ୟାଚ୍‌ ଖେଳିବା ପରେ ଆର୍ୟରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ତିନିଟି ମ୍ୟାଚ ବିଶିଷ୍ଟ…

ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଓ୍ଵେଷ୍ଟଇଣ୍ଡିଜ ପହଞ୍ଚିଲା ଟିମ୍ ଇଣ୍ଡିଆ, ଜୁଲାଇ ୨୨ରେ ପ୍ରଥମ ମ୍ୟାଚ୍

ଓ୍ଵଷ୍ଟଇଣ୍ଡିଜ୍‌ରେ ପହଞ୍ଚିଲା ଭାରତୀୟ ଟିମ୍‌ । କୋଭିଡ଼ ସଂକ୍ରମଣକୁ ରୋକିବା ଲାଗି ଏକ ସ୍ୱତନ୍ତ୍ର ଚାର୍ଟର ଫ୍ଲାଇଟରେ େଓ୍ଵଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ୨୨, ୨୪ ଓ ୨୭ ତାରିଖରେ ଖେଳାଯିବ ୩ଟି ଦିନିକିଆ । ଭାରତୀୟ ଟିମର…

ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ , ୫ ରନରେ ଜିତିନେଲା ମ୍ୟାଚକୁ

କେନ୍ୟୁଜ: ରୋମାଞ୍ଚକର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୫ ରନରେ ମ୍ୟାଚକୁ ଜିତିନେଲା ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ଓଭରରେ ୯ ରନ ଆବଶ୍ୟକତା ଥିବା ବେଳେ ଚମତ୍କାର ବୋଲିଂ କରି କେବଳ ୩ ରନ ଦେଇଥିଲେ ଡାନିଏଲ ସାମ୍ସ । ମିଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ…

ଟି-୨୦ ସିରିଜକୁ ୩-୨ରେ ଅକ୍ତିଆର କଲା ସାଉଥ ଆଫ୍ରିକା

ଟି-୨୦ ସିରିଜର ୫ଟି ମ୍ୟାଚର ଶେଷ ପର୍ଯ୍ୟାୟରେ ସାଉଥ ଆଫ୍ରିକାର ଧୁଆଁଧାର ପ୍ରଦର୍ଶନ । ୱେଷ୍ଟଇଣ୍ଡିଜକୁ ୨୫ ରନ୍‌ରେ ହରାଇଲା ସାଉଥ ଆଫ୍ରିକା। ଏହାସହ ସିରିଜକୁ ୩-୨ରେ ନିଜ ନାମରେ ଅକ୍ତିଆର କରିଛି ଏହି ଟିମ । ସାଉଥ ଆଫ୍ରିକାର ଏଡମ ମାର୍କରମ ୭୦ ରନ୍‌ କରି ବିପକ୍ଷ ଦଳକୁ ଧୂଳି ଚଟାଇଥିଲେ ।…

ଟିମ୍ ଇଣ୍ଡିଆର ମିଶନ୍ ଟି-୨୦ : ଆଜି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ୪-୧ରେ ଦିନିକିଆ ସିରିଜ ବିଜୟ ପରେ ଆଜିଠୁ ମିଶନ ଟି-ଟେ୍ଵଣ୍ଟିରେ ଟିମ୍ ଇଣ୍ଡିଆ। ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟେ୍ଵଣ୍ଟି ଟେ୍ଵଣ୍ଟି ସିରିଜ। ପ୍ରଥମ ମ୍ୟାଚ୍ େଓ୍ଵଲିଂଟନରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୧୨ଟାରେ ଖେଳାଯିବ ମ୍ୟାଚ୍। ବିରାଟ କୋହଲିଙ୍କୁ ବିଶ୍ରାମ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ଧୋନିଙ୍କୁ ବାଦ୍ ଦିଅାଯାଇଥିବା ଚର୍ଚ୍ଚାରେ ମତ ରଖିଛନ୍ତି ବିରାଟ କୋହଲି

ତିରୁବନନ୍ତପୁରମ୍(କେନ୍ଯୁଜ୍) : ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ମହେନ୍ଦ୍ର ସିଂହ ଧୋନିଙ୍କୁ କାହିଁକି ବାଦ ଦିଆଗଲା ? ଚର୍ଚ୍ଚା ହେଲା ଧୋନିଙ୍କ ଟି-ଟ୍ବେଣ୍ଟି କ୍ୟାରିଅର ଶେଷ ହୋଇଗଲା । ଏଭଳି ଚର୍ଚ୍ଚା ଭିତରେ ଧୋନିଙ୍କୁ ନେଇ ମତ ରଖିଛନ୍ତି ଟିମ୍‌ ଇଣ୍ଡିଆ…