Browsing Tag

tech news

ଭାରତରେ ଲଞ୍ଚ ହେଲା ୨ ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର: 220KM ଦେବ ମାଇଲେଜ୍, ଜାଣନ୍ତୁ ଫିଚର୍

ଗାଡ଼ି ଚାଳକ ସବୁବେଳେ ଚାହାଁନ୍ତି ଭଲ ମାଇଲେଜ୍ ଥିବା ଗାଡ଼ି କିଣିବାକୁ। ଯାହାଦ୍ଵାରା ପେଟ୍ରୋଲ ମଧ୍ୟ କମ୍ ଖର୍ଚ୍ଚ ହେବ। କୋମାକି କମ୍ପାନୀ ଭାରତରେ ଦୁଇଟି ନୂତନ ଇଲେକ୍ଟ୍ରିକ୍ ସ୍କୁଟର କୋମାକି DT 3000 ଏବଂ କୋମାକି LY ଲଞ୍ଚ କରିଛି। କୋମାକି DT 3000 ର ମୂଲ୍ୟ ରହିଛି ୧ ଲକ୍ଷ ୨୨ ହଜାର…

ଭଏସ୍ କଣ୍ଟ୍ରୋଲ୍ ସହିତ ୫ ମିନିଟ୍ ଚାର୍ଜରେ ୩୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଇୟରବଡ୍, ଜାଣନ୍ତୁ ସଂପୂର୍ଣ୍ଣ ଫିଚର୍

ବର୍ତ୍ତମାନ ମାର୍କେଟରେ ନୂଆ ନୂଆ ଫୋନ୍, ଇୟରବଡ୍ ସହିତ ଅନେକ ଡିଭାଇସ୍ ଲଞ୍ଚ ହେଉଛି। ତେବେ ବୋଟ ଭାରତରେ ଏକ ସୁଲଭ ମୂଲ୍ୟର ଏକ ନୂଆ ଏୟାରଡପ୍ସ ଇୟରବଡ ଲଞ୍ଚ କରିଛି, ଯାହାର ମୂଲ୍ୟ ୨୦୦୦ ଟଙ୍କାରୁ ମଧ୍ୟ କମ୍ ରହିଛି। ଏହି ଏୟାରଡପ୍ସ ମେ ୨୭ ତାରିଖରୁ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହେବ। ତେଣୁ…

ଜାଣନ୍ତୁ ବ୍ଲୁଟୁଥ୍ କ’ଣ ଏବଂ ଏହା କିପରି କାମ କରେ

ଦିନକୁ ଦିନ ସ୍ମାର୍ଟଫୋନ ବ୍ୟବହାର ବଢୁଛି। ଏହା ସହ ଫୋନ୍ ସହ ସଂଯୋଗ ହେବା ପାଇଁ ମଧ୍ୟ ନୂଆ ନୂଆ ଡିଭାଇସ୍ ତିଆରି ହେଉଛି। ପୁଣି ସେହି ଡିଭାଇସ୍ ମଧ୍ୟରୁ ସମସ୍ତେ ବ୍ଲୁଟୁଥ୍ ବିଷୟରେ ଜାଣିଛନ୍ତି। ଯାହାକି ଏବେ ଅନେକ ସମୟରେ ଆପଣ ବ୍ଯବହାର କରୁଥିବେ। କହିବାକୁ ଗଲେ ଏହା ସ୍ମାର୍ଟଫୋନର ଏପରି ଏକ…

ଭାରତୀୟ ମାର୍କେଟରେ ଲଞ୍ଚ ହେଲା 6000mAh ବ୍ୟାଟେରୀ ପାୱାର ଥିବା ସ୍ମାର୍ଟଫୋନ, ମୂଲ୍ୟ ରହିଛି ବହୁତ କମ୍

ଯଦି ଆପଣ ଅଧିକ ସମୟ ଫୋନ୍ ବ୍ୟବହାର କରୁଛନ୍ତି ଓ ଆପଣଙ୍କ ବ୍ୟାଟେରୀ ଜଲଦି ସରି ଯାଉଛି। ତେବେ ଆଉ ଚିନ୍ତା କରିବାର ନାହିଁ। କାରଣ ବର୍ତ୍ତମାନ ମାର୍କେଟରେ ଲଞ୍ଚ ହୋଇଛି ୬୦୦୦ ବ୍ୟାଟେରୀ ପାୱାର ଥିବା ସ୍ମାର୍ଟଫୋନ। ଏହି ଫୋନର ମୂଲ୍ୟ ରହିଛି ମାତ୍ର ୮ ହଜାର ୪୯୯ ଟଙ୍କା। ଏହି ଫୋନ୍ ହେଉଛି…

ଫ୍ଲିପକାର୍ଟ ସେଲ: ଏବେ ସ୍ମାର୍ଟଫୋନ୍ ଏବଂ ଟିଭିରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ଆପଣ ନୂଆ ଟିଭି କିମ୍ୱା ନୂଆ ସ୍ମାର୍ଟଫୋନ କିଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ଫ୍ଲିପକାର୍ଟ ଆଣିଛି ନିଜର ନୂଆ ସେଲ। ଯେଉଁଥିରେ ପ୍ରାୟ ୭୦ ପ୍ରତିଶତ ଅଫ୍ ଦେଉଛି ନିଜ ଗ୍ରାହକଙ୍କୁ। ଫୋନ୍ କଥା କହିବାକୁ ଗଲେ ଆପଣ ୭ ହଜାର ୪୯୯ ଟଙ୍କାରେ ପୋକୋ C31…

‘ଜିରୋ କୋଭିଡ୍ ପଲିସି’ ଚୀନ୍ ପାଇଁ ହେଲା ମୁଣ୍ଡବିନ୍ଧାର କାରଣ, ଏବେ ଭାରତରେ ବଢିବ ଆପଲ୍ ପ୍ରଡକ୍ଟ…

ବର୍ତ୍ତମାନ ମିଛ ଭାରି ପଡୁଛି ଚୀନ୍ ରାଷ୍ଟ୍ରପତିଙ୍କ ଉପରେ, ଯାହା ପାଇଁ ଅନେକ ଦିଗରୁ ତାଙ୍କୁ ନିନ୍ଦା କରାଯାଉଛି। ପୁଣି ଆଇ ଫୋନ୍ ପରି କମ୍ପାନୀ ମଧ୍ୟ ଚୀନରେ ନିଜର ପ୍ରଡକ୍ଟ ସବୁ ବନ୍ଦ କରିବାକୁ ଯାଉଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଆପଲ୍ ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତରେ…

ସହଜରେ ଦେଖି ପାରିବେ IPL ପ୍ଲେ ଅଫ୍ 2022, ଜାଣନ୍ତୁ ଏହାର ପ୍ଲାନ୍

ଯଦି ଆପଣ IPL ଦେଖିବାକୁ ଭଲ ପାଆନ୍ତି କିନ୍ତୁ ଟିଭି ବ୍ୟବହାର କରିପାରିବେ ନାହିଁ, ତେବେ ଆପଣଙ୍କ ପାଇଁ VI ଆଣିଛି ଏକ ବେଷ୍ଟ ପ୍ଲାନ୍। ଯାହାଦ୍ଵାରା ଆପଣ ଆଇପିଏଲ୍ ପ୍ଲେ ଅଫ୍ 2022 ମ୍ୟାଚ୍ ସଂପୂର୍ଣ୍ଣ ମାଗଣା ଦେଖିପାରିବେ। Vi ମାତ୍ର ୧୫୧ ଟଙ୍କା ମୂଲ୍ୟର ଆଡ୍-ଅନ୍ ରିଚାର୍ଜ ଯୋଜନା ଆରମ୍ଭ…

ଫୋନ୍ କର୍ତ୍ତାକୁ ବର୍ତ୍ତମାନ ଆପଣ ଟ୍ରୁ କଲର ବିନା ଜାଣି ପାରିବେ, ଟ୍ରାଇ ଆଣିପାରେ KYC ଆଧାରିତ ପଦ୍ଧତି

ଅନେକ ଫୋନ୍ ୟୁଜର ନିଜ ଫୋନରେ ଟ୍ରୁ କଲର ଆପ୍ ରଖି ଥାଆନ୍ତି ଅଜଣା ବ୍ୟକ୍ତିଙ୍କୁ ଜାଣିବା ପାଇଁ। କିନ୍ତୁ ବର୍ତ୍ତମାନ ବିନା ଟ୍ରୁ କଲରରେ ଆପଣ ଜାଣି ପାରିବେ କିଏ ଆପଣଙ୍କୁ କଲ୍ କରୁଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଟେଲି ଯୋଗାଯୋଗ ବିଭାଗ (ଡ଼ଟ୍) ସହିତ ଆଲୋଚନା କରାଯାଉଛି। TRAI…

50MP କ୍ୟାମେରା ସହିତ ମାର୍କେଟରେ ଲଞ୍ଚ ହେଲା One Plus ର ଦୁଇଟି 5G ସ୍ମାର୍ଟଫୋନ

ଆପଣ ଯଦି One Plus ଫୋନ୍ କିଣିବାକୁ ଇଛା କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଭଲ ସୁଯୋଗ। କାରଣ One Plus ଏହାର ଦୁଇଟି ପାୱାରଫୁଲ୍ One Plus Nord 2T 5G ଏବଂ One Plus Nord CE 2 Lite 5G ସ୍ମାର୍ଟଫୋନକୁ ଗୁରୁବାର ବିଶ୍ୱରେ ଲଞ୍ଚ କରିଛି। ଏହି ଦୁଇଟି ସ୍ମାର୍ଟଫୋନ୍ ଡିଜାଇନ୍ ମଧ୍ୟ…

Moto Edge 30ର ସେଲ୍‌ ଆଜିଠୁ; ଭାରୀ ଡିସ୍‌କାଉଣ୍ଟରେ ନେଇ ଯାଆନ୍ତୁ ଦୁନିଆର ସବୁଠୁ ପତଳା 5G ସ୍ମାର୍ଟଫୋନ

ନିକଟରେ ଲଞ୍ଚ୍‌ ହୋଇଥିବା Motorolaର Moto Edge 30 5Gର ପ୍ରଥମ ସେଲ୍‌ ଆଜି ଅର୍ଥାତ୍‌ ମେ’ ୧୯ରୁ ଫ୍ଲିପ୍‌କାର୍ଟରେ ଆରମ୍ଭ ହୋଇଯାଇଛି। ଏହି ଫୋନକୁ ଦୁନିଆର ସବୁଠୁ ପତଳା 5G ସ୍ମାର୍ଟଫୋନ ବୋଲି କୁହାଯାଉଛି। ଫ୍ଲିପ୍‌କାର୍ଟ ସେଲ୍‌ରେ ଏହି ସ୍ମାର୍ଟଫୋନ ଉପରେ ୩ ହଜାର ଟଙ୍କା ସିଧା…

Trai ରିପୋର୍ଟ: ପୁଣି ଥରେ ଜିଓ ହେଲା ସବୁଠାରୁ ସ୍ପିଡ୍ ନମ୍ବର -1 ନେଟୱାର୍କ, ଏପ୍ରିଲରେ 23.1MBPS ଥିଲା ସ୍ପିଡ୍

ସବୁବେଳେ ଗ୍ରାହକମାନେ ଫୋନ୍ ନେଟୱାର୍କ ପାଇଁ ଚିନ୍ତାରେ ରୁହନ୍ତି। ପ୍ରାୟ ଅନେକ ଗ୍ରାହକଙ୍କ ମନରେ ପ୍ରଶ୍ନ ଥାଏ ଯେ କେଉଁ ନେଟୱାର୍କ ସହ ଯୋଡ଼ି ହୋଇ ରହିଲେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତେବେ ବର୍ତ୍ତମାନ ଟ୍ରାଇ ତରଫରୁ ଏକ ଡାଟା ପ୍ରସ୍ତୁତ ହୋଇଛି। ଯେଉଁଥିରେ ଗତ ମାସର…

ଗୁଗଲ ଲଞ୍ଚ କଲା ଆଣ୍ଡ୍ରଏଡ୍ ୧୩, ଭୂକମ୍ପ ଆଲର୍ଟ ସହ ବର୍ତ୍ତମାନ ଆପଣ ଭୋଜପୁରୀ ଏବଂ ସଂସ୍କୃତରେ କରିପାରିବେ ଅନୁବାଦ

ଆପଣ ଯଦି ସଂସ୍କୃତ ଭାଷାକୁ ପସନ୍ଦ କରିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ବର୍ତ୍ତମାନ ଆପଣ ଗୁଗଲରେ ସଂସ୍କୃତ ଏବଂ ଭୋଜପୁରୀରେ ଅନୁବାଦ କରିବାକୁ ସମର୍ଥ ହେବେ। କାରଣ ନୂଆ ଏଡିସନ୍ ପରେ ସଂସ୍କୃତ ଏବଂ ଭୋଜପୁରୀ ସମେତ ଆଠଟି ନୂତନ ଭାଷା ଗୁଗୁଲ୍ ଅନୁବାଦରେ ଯୋଡା ଯାଇଛି । ଗୁଗଲ୍…