କଟକ ଜିଲ୍ଲା ନରସିଂହପୁରର ରହିଛି ମାଆ ବୁଢ଼ୀଦେଇ ଠାକୁରାଣୀ, ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ
କଟକ (କେନ୍ୟୁଜ): କଟକ ଜିଲ୍ଲା ବଡମ୍ବା ବ୍ଲକ ସନ୍ତରାବଳି ପଞ୍ଚାୟତର ପାହାଡ଼ ଉପରେ ରହିଛି ମାଆ ବୁଢ଼ୀଦେଇ ପୀଠ। ଓଡ଼ିଶାର ନିଆରା ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଏହା ଏକ। କିମ୍ବଦନ୍ତୀ କହେ ୧୯୨୦ ମସିହାରେ ଏହି ପୀଠ ତିଆରି ହୋଇଥିଲା। ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତିର ଏକ ଅପୂର୍ବ ଦିଗଦର୍ଶନ ଝଲକ…