Below header
Browsing Tag

terrorist

ପୁଣି ମୁଣ୍ଡ ଟେକିଲେଣି ଆତଙ୍କବାଦୀ, ଏପ୍ରିଲ୍ ୨୨ ରୁ ୨୫ ମଧ୍ୟରେ ଭାରତରେ କରିପାରନ୍ତି ଆକ୍ରମଣ

ପୁଣି ହୋଇପାରେ ଭାରତ ଉପରେ ଆକ୍ରମଣ । ୨୨ ରୁ ୨୫ ଏପ୍ରିଲ୍ ମଧ୍ୟରେ ଅନନ୍ତନାଗରେ ଏହି ଆକ୍ରମଣ ହୋଇପାରେ ବୋଲି ମିଳିଛି ଗୁପ୍ତ ସୂଚନା । ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଷଡଯନ୍ତ୍ର କରୁଛି ଜୈସ୍ ଏବ ମହମ୍ମଦ ସଂଗଠନ । ଆଉ ଆତଙ୍କବାଦୀ ଟାଗେର୍ଟରେ ଅଛନ୍ତି ସୁରକ୍ଷାବଳଙ୍କ ସହ ସାଧାରଣ…

ଆତଙ୍କବାଦୀଙ୍କ ପାଇଁ ଅଶୁଭ ୨୦୧୮, ଚଳିତ ବର୍ଷ ନିପାତ ହୋଇଛନ୍ତି ୨୨୩ ଉଗ୍ରବାଦୀ

ଭୁବନେଶ୍ବର : ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ ୨୨୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ଗତ ୮ ବର୍ଷ ମଧ୍ୟରେ ଆତଙ୍କବାଦୀ ନିପାତରେ ଏହା ସର୍ବାଧିକ । ଗତ ବର୍ଷ ୪୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବର୍ଷ ୭୭ ଜଣ…

ଅପହରଣ ହୋଇଥିବା ତିନି ପୋଲିସ୍ ଅଧିକାରୀଙ୍କୁ ହତ୍ଯା କଲେ ଆତଙ୍କବାଦୀ

ସୋପିଆନ୍ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ସୋପିଆନ୍‌ରେ ୩ଜଣ ପୋଲିସ ଅଫିସରଙ୍କୁ ଅପହରଣ ପରେ ଆତଙ୍କବାଦୀ ହତ୍ୟା କରିଛନ୍ତି । ଆତଙ୍କବାଦୀ ମାନେ ୩ ପୋଲିସ କର୍ମୀଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିଲେ । ଏହା ପରେ ଅପହୃତ ବ୍ୟକ୍ତିଙ୍କୁ ଛାଡି ଦେଇଥିଲେ । ପରେ ଅପହରଣ…

ଅଜବ ରଣନୀତି : ଆତଙ୍କବାଦୀଙ୍କ ଟାର୍ଗେଟରେ ପୋଲିସ କର୍ମଚାରୀଙ୍କ ପରିବାର

ଶ୍ରୀନଗର : ପୋଲିସ କର୍ମଚାରୀଙ୍କ ପରିବାରକୁ ଆତଙ୍କବାଦୀଙ୍କ ଟାର୍ଗେଟ୍‌ । ଆଜି ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରର ପାଖାପାଖି ୮ ଜଣଙ୍କୁ ଅପହରଣ କରିଛନ୍ତି । ଏମାନେ ସମସ୍ତେ ପୋଲିସ କର୍ମଚାରୀଙ୍କ ସଂପର୍କୀୟ । ଏମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି । ସୋପିୟାଁ,…

ଲସ୍କର ଆତଙ୍କବାଦୀଙ୍କ ଓଡ଼ିଶା ଲିଙ୍କ୍ : NIA କବଜାରେ କେନ୍ଦ୍ରାପଡାର ହବିବୁର୍ ରେହମାନ୍

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି- ଏନ୍‌ଆଇଏ ଜାଲରେ ଓଡ଼ିଶାର ଯୁବକ । ଆତଙ୍କବାଦୀ ଲିଙ୍କ୍‌ରେ ଗିରଫ । ସାଉଦି ଆରବରୁ ଫେରିବା ସମୟରେ ଦିଲ୍ଲୀ ଏୟାର ପୋର୍ଟରୁ ଗିରଫ ହୋଇଛି ହବିବୁର ରେହମାନ । ତା' ଘର କେନ୍ଦ୍ରାପଡ଼ା । ସେ ରିୟାଦରେ ରହୁଥିଲା । ତାକୁ ଗିରଫ କରାଯାଇଛି । ପାକିସ୍ତାନୀ…

ଆଫଗାନିସ୍ତାନରେ ଜଣେ ଭାରତୀୟଙ୍କ ସମେତ ୩ ବିଦେଶୀ ନାଗରିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଆଫଗାନିସ୍ତାନରେ ଜଣେ ଭାରତୀୟଙ୍କ ସମେତ ତିନି ଜଣ ବିଦେଶୀ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହି ତିନି ଜଣ ଯାକ ଏକ ଅନ୍ତର୍ଜାତୀୟ ଖାଦ୍ୟ କମ୍ପାନୀରେ ରୋଷେୟା ଭାବେ କାମ କରୁଥିଲେ । ସେମାନଙ୍କୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । କାବୁଲ ପୋଲିସ୍‌ ଅନୁସାରେ…

ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା : ଯବାନଙ୍କୁ ପ୍ରଥମେ ଅପହରଣ, ତା’ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା

ଶ୍ରୀନଗର : ଘାଟିରେ ପୁଣି ଆତଙ୍କବାଦୀଙ୍କ ବର୍ବରତା । ଜଣେ ଯବାନଙ୍କୁ ପ୍ରଥମେ ଅପହରଣ, ତା'ପରେ ଭିଡିଓଗ୍ରାଫି ଓ ପରେ ହତ୍ୟା କରିଛନ୍ତି । ଜମ୍ମୁ କାଶ୍ମୀର ସୋପିଆନ୍‌ ଅଞ୍ଚଳରୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା କନଷ୍ଟେବଳ ଜାଭିଦ ଅହମ୍ମଦ ଦାରଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୁଲଗାମ୍‌…