Browsing Tag

tirtol by election

ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ, ଆସନ୍ତାକାଲି ସରିବ ପ୍ରଚାର

ଭୁବନେଶ୍ବର: ହାଇଭୋଲଟେଜ୍‌ କ୍ୟାମ୍ପେନିଂରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପପନିର୍ବାଚନ ବ୍ୟାଟଲ ଗ୍ରାଉଣ୍ଡ । ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର । ତେଣୁ ଜୋରସୋର ପ୍ରଚାରରେ ଲାଗିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ । ବାଇକ୍‌ ରାଲି, ପଦଯାତ୍ରା, କର୍ମୀ…

ତିର୍ତ୍ତୋଲ ଆସନର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ…

କେନ୍ୟୁଜ୍(ବ୍ୟୁରୋ): ଆଜି ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିଛନ୍ତି। ଏହି ପ୍ରଚାରରେ ନବୀନ କହିଛନ୍ତି ତିର୍ତ୍ତୋଲର ବିକାଶ ନେଇ ବିଷ୍ଣୁବାବୁ ମୋତେ ବହୁ ବାର ଭେଟୁଥିଲେ। ଗତ ବର୍ଷ…

ଜମୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ରାଲି କରିବାର ରହିଛି…

ବାଲେଶ୍ୱର/ତିର୍ତ୍ତୋଲ: ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ତିର୍ତ୍ତୋଲରେ ଜମୁଛି ଉପନିର୍ବାଚନ ପ୍ରଚାର । ମୈଦାନରେ ଦମ୍‌ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବାଇକ୍‌ ରାଲି, କର୍ମୀ ସମ୍ମିଳନୀ କରି ଭୋଟରଙ୍କ ସମର୍ଥନ ଲୋଡୁଛନ୍ତି ଦଳୀୟ ନେତା ଓ ସମର୍ଥକ ।…

ରାସ୍ତା କାମ ହୋଇନଥିବାରୁ ଭୋଟ ବର୍ଜନ କରିବାକୁ ଚେତବନୀ ଦେଲେ ତିର୍ତ୍ତୋଲ ବ୍ଳକ୍‌ର ତିନି ପଞ୍ଚାୟତର ଲୋକେ

ଜଗତସିଂହପୁର: ଜଗତସିଂହପୁର ତିର୍ତ୍ତୋଲ ବ୍ଳକ୍‌ର ତିନି ପଞ୍ଚାୟତର ଲୋକେ କରିବେ ଭୋଟ ବର୍ଜନ । ରାସ୍ତା କାମ ହୋଇନଥିବାରୁ ଭୋଟ ବର୍ଜନ କରିବେ ବୋଲି ଚେତବନୀ ଦେଇଛନ୍ତି । ତିର୍ତ୍ତୋଲ ବ୍ଳକ୍‌ର ଗୋପାଳପୁର, ବିରିତୋଳ ଓ କଟରା ପଞ୍ଚାୟତର ଲୋକମାନେ ପ୍ରତିଦିନ ଏହି ରାସ୍ତା ଦେଇ ଯା ଆସ କରନ୍ତି…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର: ବାଇକ୍‌ ରାଲି କରି ଚାଲିଛି କ୍ୟାମ୍ପେନ୍‌,…

ବାଲେଶ୍ୱର/ ତିର୍ତ୍ତୋଲ: ପାଖେଇ ଆସୁଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ଉପନିର୍ବାଚନ ପାଇଁ ସରଗରମ ହେଉଛି ପ୍ରଚାର। ତାରିଖ ଯେତିକି ପାଖେଇ ଆସୁଛି ପ୍ରାଚର ମୈଦାନରେ ଲଢେଇ ସେତିକି ଦୋରଦାର ହେଉଛି। ଭୋଟରକୁ ଆକୃଷ୍ଟ କରିବାରେ ଚାଲିଛି ଜୋରଦାର ଉଦ୍ୟମ। ବାଲେଶ୍ୱରରେ ବାଇକ୍‌ ରାଲି…

ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱର ସଦର ପାଇଁ ସ୍ୱରୂପ କୁମାର ଦାସ୍, ତିର୍ତ୍ତୋଲ ଆସନ ବିଜୟ ଶଙ୍କର…

ବାଲେଶ୍ୱର: ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ୱର ସଦର ପାଇଁ ପ୍ରାର୍ଥୀ ହେବେ ସ୍ୱରୂପ କୁମାର ଦାସ । ସେହିପରି ବିଜୟ ଶଙ୍କର ଦାସ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ। ସୂଚନା ଥାଉକି,…

ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ପତ୍ର ଦାଖଲ…

ଭୁବନେଶ୍ବର: ରାଜ୍ୟରେ ୨ଟି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ବିଜ୍ଞପ୍ତି ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୬ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଟକଣା କୋହଳ, ମିଳିଛି ରାଜନୈତିକ ମିଟିଂକୁ ଅନୁମତି

ଭୁବନେଶ୍ବର: ଅନଲକ୍‌ ୫ରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ସରକାର । କୋଭିଡ୍‌ କଟକଣା ସହ ରାଜନୈତିକ ମିଟିଂକୁ ମିଳିଛି ଅନୁମତି । ସଂପୃକ୍ତ ନିର୍ବାଚନମଣ୍ଡଳୀରେ ହେଉଥିବା ମିଟିଂରେ ସର୍ବାଧିକ ଶହେ ଲୋକ ସାମିଲ ହୋଇପାରିବେ । ଆବଦ୍ଧ ହଲରେ…