Browsing Tag

truck accident

ଯାଜପୁର ବରଡ଼ା ଛକରେ ଦୁର୍ଘଟଣା ଘଟି ମା ଓ ଝିଅର ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁରରେ ଚାଞ୍ଚଲ୍ୟ । ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁର ସାଂଘାତିକ ସତ ସାମନାକୁ ଆସିଛି । କାଲିର ଘଟଣା ଦୁର୍ଘଟଣା ନଥିଲା । ସାଇଡ୍‌ ମରାକୁ ନେଇ ବଚସାରୁ ରାଗରେ ମାଆ ଓ ଝିଅଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା ଡ୍ରାଇଭର । ଯାଜପୁର ବରଡ଼ା ଛକରେ ଗତକାଲି ଅପରାହ୍ଣରେ…

ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌। ଦୁର୍ଘଟଣାରେ ଗୋରୁ ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୬ଟି ଗୋରୁ ଆହତ ହୋଇଛନ୍ତି। ତେବେ ଏଯାଏ ଗୋରୁ ବେପାରୀଙ୍କ ପରିଚୟ ମିଳିନାହିଁ। କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ…

ଦୁଇଟି ଟ୍ରକ୍ ମୁହାମୁହିଁ ଧକ୍କା: ୨ମୃତ, ୨ଗୁରୁତର

ନୂଆପଡ଼ା(କେନ୍ୟୁଜ୍): ଦୁଇଟି ଟ୍ରକ୍ ମୁହାମୁହିଁ ଟକ୍କର। ୨ମୃତ, ୨ଗୁରୁତର। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥର ତରବୋଡ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।…

ଟ୍ରକ୍ ଧକ୍କାରେ ଅଜଣା ସାଇକେଲ ଆରୋହୀ ଗୁରୁତର, ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ଚିକିତ୍ସା

ରାୟଗଡ଼ା(କେନ୍ୟୁଜ୍): ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର। ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ପିଡବ୍ଲୁଡି ଛକ ନିକଟରେ ଗତକାଲି ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଲଡୁ ସାହୁ ଗୋଦାମକୁ ଯିବା ସମୟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ…

ରାୟଗଡ଼ା: ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାୟଗଡ଼ା(କେନ୍ୟୁଜ): ଦୁର୍ଘଟଣା ପରେ ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ। ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡି କଲୋନୀରେ ଟ୍ରକ୍ ଧକ୍କାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ୨ଜଣ ଯୁବକ ବାଇକ୍‌ରେ କୁମ୍ଭିକୋଟା ଆଡୁ କୁଟ୍ରାବେଡ଼ାକୁ…

ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍; ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

କରଞ୍ଜିଆ(କେନ୍ୟୁଜ୍‌): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳ ୬ଘଟିକା ସମୟରେ କାଠ କରଞ୍ଜିଆ…

ବଲାଙ୍ଗିର ସୁକ୍ ତେଲ ନଦୀ ନକଟରେ ମହିଳାଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍

ବଲାଙ୍ଗିର(କେନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ସୁକ୍ ତେଲ ନଦୀ ନକଟରେ ମହିଳାଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍। ଫାସଡ଼ ନିକଟ ସୁକତେଲ ନଦୀକୁ ଶୌଚ ପାଇଁ ମହିଳା ଜଣକ ଯାଇଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣ ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ପାଖ ଫାସଡ଼ ଗାଁର ବୋଲି…

ଅନୁଗୋଳ ଜରପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ସହ ଅଟୋର ମୁହାଁମୁହିଁ ଧକ୍କାରେ ୨ ମୃତ

ଅନୁଗୋଳ(କେନ୍ୟୁଜ୍):  ଅନୁଗୋଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରେ ଟ୍ରକ ସହ ଅଟୋ ଧକା ୨ ମୃତ। ୫୫ ନଂ ଜାତୀୟ ରାଜପଥ ମରାତିରା ନିକଟରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହୋଇଛି। ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀ ମୃତ। ଅଟୋଟି ମହିଧରପୁରରୁ ଦୁର୍ଗାପୁର ଆସୁଥିବା ସମୟରେ ଟ୍ରକ ସହ…

ସାମାନ୍ଯ ଅସାବଧନତା ନେଇଗଲା ୫ ବର୍ଷ ଶିଶୁର ଜୀବନ, ବାପା ମା’ଙ୍କ ସହ ରାସ୍ତା ପାରି ହେଉଥିବାବେଳେ ଚଢିଗଲା ଟ୍ରକ୍

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ସରଣକୁଳ ବଜାରରେ ଘଟିଛି ଏକ ଦୁଃଖଦ ଘଟଣା । ଧୂସୁମା ଅଂଚଳର ଜଣେ ଦମ୍ପତି ସାଙ୍ଗରେ ଛୋଟ ଶିଶୁଟିକୁ ନେଇ ଦୋକାନରୁ ଜିନିଷ ପତ୍ର କିଣି ସାରି ଫେରୁଥିଲେ । ହେଲେ ରାସ୍ତା ପାର୍ ହେଉଥିବା ବେଳେ ଅସବଧାନ ହେତୁ ଏକ ଟ୍ରକ ପଛ ଚକରେ ୫ ବର୍ଷର ଛୋଟ ଶିଶୁଟିର ଜୀବନ…

ଗଞ୍ଜାମ ତପ୍ତପାଣି ଘାଟୀ ମୃଗ ବିହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟୀ ମୃଗ ବିହାର ନିକଟରେ ଟ୍ରକ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ପଛରେ ବସିଥିବା ଜଣେ ଆହତ ହୋଇଛନ୍ତି। ମୋହନା ଥାନା ଆଲାପଙ୍କା ଗାଁର ସୁଧାକର ରଇତ ପାଟପୁର ଥାନା ଜକରା ପଲ୍ଲୀକୁ ଆସିଥିଲେ। ଆଜି ସକାଳେ ଜକରା…

ଟ୍ରକ୍ ପଛପଟୁ ଧକ୍କା ଦେଲା ଟ୍ରକ୍: ଘଟଣାସ୍ଥଳରେ ଡ୍ରାଇଭର ମୃତ, ଅନ୍ଯ ଜଣେ ଗୁରୁତର

ଯାଜପୁର(କେନ୍ୟୁଜ୍‌): ଟ୍ରକ୍ ପଛପଟୁ ଧକ୍କା ଦେଲା ଟ୍ରକ୍। ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ, ଏକ ଟ୍ରକଟି ଯାଜପୁର ଅଭିମୁଖେ ଯାଉଥିବା…