Browsing Tag

turkey earthquake

ଶକ୍ତିଶାଳୀ ଭୂମିକମ୍ପରେ ଧରାଶାୟୀ ତୁର୍କୀର ୧୦ ରାଜ୍ୟ; ୩ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟପ୍‌ ଏର୍ଦୋଗନ ଦେଶରେ ଭୟଙ୍କର ଭୂମିକମ୍ପରେ ପ୍ରଭାବିତ ୧୦ ରାଜ୍ୟରେ ୩ ମାସର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ମଙ୍ଗଳବାର ତୁର୍କୀର ସମାଚାର ଏଜେନ୍ସି ଅନାଦୋଲୁର ରିପୋର୍ଟରୁ ଏହା ଜଣାପଡ଼ିଛି। ତୁର୍କୀ ଓ ସିରିୟାରେ ଆସିଥିବା ୭.୮ ତୀବ୍ରତାର…

୫ମ ଥର ପାଇଁ ତୁର୍କୀରେ ଆସିଲା ଭୂମିକମ୍ପ: ପୁଣି ୫.୭ ତୀବ୍ରତାର ଝଟକା, ବଢିଚାଲିଛି ମୃତକଙ୍କ ସଂଖ୍ୟା

ତୁର୍କୀରେ ଲଗାତାର ୫ ଥର ପାଇଁ ଭୂମିକମ୍ପ ଆସିଛି । ମଙ୍ଗଳବାର ଦିନ ୫.୭ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ଦିନ ୩ଟି ଭୂମିକମ୍ପ ଆସିବା ପରେ ପୁଣି ମଙ୍ଗଳବାର ଦିନ ୨ଟି ଭୂମିକମ୍ପ ଆସିଛି ।  ଖବର ମୁତାବକ, ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୪,୮୦୦ରେ…

ସିରିୟାରେ ଭୂମିକମ୍ପର ତାଣ୍ଡବ ଭିତରେ ହେଲା ଚମତ୍କାର! ମୃତ୍ୟୁ ପୂର୍ବରୁ ଧ୍ୱଂସାବଶେଷ ତଳେ ଦବିଥିବା ମହିଳା ଦେଲେ…

ତୁର୍କୀ ଏବଂ ପଡ଼ୋଶୀ ଦେଶ ସିରିୟାରେ ଭୟଙ୍କର ଭୂମିକମ୍ପ ବିନାଶର ତାଣ୍ଡବ ରଚିଛି। ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ନବଜାତ ଶିଶୁକୁ ହାତରେ ଧରି ଦୌଡ଼ୁଥିବା ଦେଖିବାକୁ ମିଳୁଛି। ବିଲ୍ଡିଂର ଧ୍ୱଂସାବଶେଷ ତଳେ ଦବି ରହିଥିବା ଜଣେ…

ତୁର୍କୀ ଭୂମିକମ୍ପର ୩ ଦିନ ପୂର୍ବରୁ ବିଶେଷଜ୍ଞ ଫ୍ରାଙ୍କ ହୁଗରବିଟସ୍‌ ଦେଇଥିଲେ ସତର୍କତା, ଭାଇରଲ ହେଉଛି ଟ୍ଵିଟ୍‌

ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଭୂମିକମ୍ପରେ ଥରିଲାଣି ତୁର୍କୀ ଏବଂ ସିରିୟା । ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଦୁଇ ଦେଶର ବ୍ୟାପକ କ୍ଷତି ଘଟିଲାଣି । ଏହି ଭୂମିକମ୍ପ ଫଳରେ ଇନ୍ଧନ ପାଇପଲାଇନ ଏବଂ ତେଲ ରିଫାଇନାରୀରେ ମଧ୍ୟ ନିଆଁ ଲାଗିଛି । ଭାଙ୍ଗି ପଡିଥିବା ବିଲିଡିଂ ତଳେ…

ତୁର୍କୀରେ ମହାପ୍ରଳୟ! ୧୨ ଘଣ୍ଟାରେ ଦ୍ୱିତୀୟ ଥର ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ତୀବ୍ରତା ୭.୫

ପୁଣି ଦୋହଲିଲା ତୁର୍କୀ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଝଟ୍‌କା ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ସୋମବାର ସକାଳେ ରିକ୍ଟର ସ୍କେଲରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୩୦୦ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଏହି ଝଟ୍‌କାର ପାଖାପାଖି ୧୨ ଘଣ୍ଟା ପରେ…

ତୁର୍କୀରେ ଭୟଙ୍କର ଭୂମିକମ୍ପ: ଦୋହଲିଲା ସିରିୟା ଏବଂ ତୁର୍କୀ, ମୃତସଂଖ୍ୟା ୧୬୦୦ରୁ ଉର୍ଦ୍ଧ୍ୱ

ଆଜି ସକାଳୁ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୦୦ ଟପିଛି । ସ୍ଥାନୀୟ ୪ଟା ୧୭ ମିନିଟରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ୪୪୦ରୁ ଅଧିକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି । ତୁର୍କୀର ଅଡାନା ସହରରେ ୧୭ ମହଲା ବିଲିଡିଂ…

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ: ୭.୮ ତୀବ୍ରତାର ଭୂମିକମ୍ପରେ ଭାଙ୍ଗିଗଲା ଅନେକ ବିଲିଡିଂ, ୫୦ ମୃତ

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ । ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ଭୋର୍ ୪ଟା ୧୭ ମିନିଟରେ ହୋଇଥିଲା ଭୂକମ୍ପ । ଦକ୍ଷିଣପୂର୍ବ ତୁର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ତୁର୍କୀ ଓ ଗ୍ରୀସରେ ଭୟଙ୍କର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ଓ ୮୦୦ ଗୁରୁତର, ଦେଖନ୍ତୁ ସେହି ଛାତି ଥରା…

ତୁର୍କୀ: ତୁର୍କୀରେ ଓ ଗ୍ରୀସରେ ଭୟଙ୍କର ଭୂମିକମ୍ପ। ପାଖାପାଖି ୮୦୦ ଶହ ଗୁରୁତର ଆହତ। ତୁର୍କୀର ଏଜିୟନ୍‌ ଉପକୂଳରେ ଆଜି ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ  ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନେକ କୋଠା ଭୁଶୁଡ଼ି ପଡ଼ିଛି । ଏବେ ବି ଉଦ୍ଧାର କାର୍ଯ୍ୟ…