Browsing Tag

UGC guidelines

ସାବଧାନ୍‌ ! UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ପ୍ରମୁଖ ସଚିବଙ୍କୁ ରାଜ୍ୟରେ ଥିବା ନକଲି ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି…

୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଆସିଲା ୟୁଜିସିର ଗାଇଡଲାଇନ୍‌, ଅକ୍ଟୋବର ୧ରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ

(କେନ୍ଯୁଜ୍): କରୋନା କାଳ ମଧ୍ୟରେ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଆସିଲା ୟୁଜିସିର ଗାଇଡଲାଇନ୍‌ । ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ଚଳିତ ଶିକ୍ଷାବର୍ଷ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୟୁଜି ଓ ପିଜିର ପ୍ରଥମ ବର୍ଷାର ଆଡିମିଶନ ଶେଷ କରିବାକୁ କୁହାଯାଇଛି । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ…

ବିଶ୍ୱବିଦ୍ୟାଳୟରେ ଅଫଲାଇନ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କଲା UGC

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ଏକ ନୋଟିସ ଜାରି କରି ସମସ୍ତ ବିଶ୍ୱବିଦ୍ୟାଳୟକୁ ମେ'ରେ ଅଫଲାଇନ ପରୀକ୍ଷା ଆୟୋଜିତ ନ କରିବାକୁ କହିଛି। ଏଥି ସହିତ ସ୍ଥାନୀୟ ପରିସ୍ଥିତିକୁ ଆକଳନ କରିବା ପରେ ଅନଲାଇନ ପରୀକ୍ଷା ଆୟୋଜିତ ସଂକ୍ରାନ୍ତରେ ନିର୍ଣ୍ଣୟ ନେବାକୁ କହିଛି। ୟୁଜିସି ଦ୍ୱାରା ଜାରି…

ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାନେଇ ୟୁଜିସି ଜାରି କଲା ଗାଇଡଲାଇନ୍,ଜାଣନ୍ତୁ କେମିତି ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  କେମିତି ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ? ଏନେଇ ୟୁଜିସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍‌ । କଣ୍ଟେନମେଣ୍ଟ ଜୋନ ବାହାରେ ପର୍ଯ୍ୟାୟକ୍ରମେ ଖୋଲିବାକୁ ଅନୁମତି ମିଳିଛି। ପ୍ରଥମ ସବୁ ଗବେଷଣାରତ ଛାତ୍ରଛାତ୍ରୀ ଓ ବିଜ୍ଞାନ ଏବଂ ବିଷୟିକବିଦ୍ୟା ବିଭାଗର ପିଜି…

କୋଭିଡ ନିୟମ ପାଳନ କରି ବିଶ୍ୱବିଦ୍ୟାଳୟ,ସମସ୍ତ ଶିକ୍ଷାନୁଷ୍ଠାନ କରିପାରିବେ ପରୀକ୍ଷା: ଗୃହ ମନ୍ତ୍ରାଳୟ ପକ୍ଷରୁ…

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ପଠାଯାଇଛି । କୋଭିଡ ନିୟମ ପାଳନ କରି ପରୀକ୍ଷା କରିବାକୁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ବିଶ୍ୱବିଦ୍ୟାଳୟ,ସମସ୍ତ ଶିକ୍ଷାନୁଷ୍ଠାନ ପରୀକ୍ଷା କରିପାରିବେ । ୟୁଜିସି ଗାଇଡଲାଇନ ମାନି ଫାଇନାଲ ପରୀକ୍ଷା…

ୟୁଜିସି ଗାଇଡଲାଇନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ବର: କିପରି ଓ କେବେ ଆରମ୍ଭ ହେବ ଚଳିତ ବର୍ଷର ଶିକ୍ଷାବର୍ଷ । ୟୁଜିସି ଗାଇଡଲାଇନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ହୋଇଛି । ଭିଡିଓ କନଫରେନ୍‌ସିଂରେ ଆଲୋଚନା କରାଯାଇଛି । ପରୀକ୍ଷା ପରିଚାଳନା ନେଇ ବୈଠକରେ ଆଲୋଚନା କରାଯାଇଛି…