Browsing Tag

umarkot

ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ୧୪ ଲକ୍ଷ ଟଙ୍କା, ଗତ ଦେଢ଼ ମାସ ଧରି ଲଗାତାର ଚାଲିଛି ଡକାୟତି

ଉମରକୋଟ (କେନ୍ୟୁଜ):ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଡକାୟତ ଦଳ । ଜଣେ ବ୍ୟବସାୟୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି ୧୪ ଲକ୍ଷ ଟଙ୍କା ।…

ଖୁବଶୀଘ୍ର ଗାଁକୁ ଫେରିବେ ଭଗବାନ, ଶ୍ରମିକଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

ଆଉ କିଛି ମୁହୂର୍ତ୍ତ ପରେ ବାହାରିବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସିରହିଥିବା ୪୧ ଜଣ ଶ୍ରମିକ । ଆଉ ବାସ କିଛି ସମୟର ଅପେକ୍ଷା । ଖୁବ ଶୀଘ୍ର ଟନେଲ ଭିତରୁ ଆସିବ ସୁସମ୍ବାଦ ।  ଆଜିକୁ ୧୨ ଦିନ ହେବ ଚାଲିଛି ଉଦ୍ଧାରକାର୍ଯ୍ୟ । ତେବେ ଏହି ୪୧ ଜଣଙ୍କ ମଧ୍ୟରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି…

ମା’ କାଳୀଙ୍କ ସୁଉଚ୍ଚ ମୃଣ୍ମୟୀ ମୂର୍ତ୍ତିର ଦର୍ଶନ ପାଇଁ ଉମରକୋଟରେ ଲାଗିଛି ଭକ୍ତଙ୍କ ଗହଳି

ଚାଲିଛି ଏବେ ପାର୍ବଣ ର ଋତୁ । ଚାରିଆଡ଼େ ପୂଜା ପାଉଛନ୍ତି ମାଁ କାଳୀ । ସବୁଠି ପାର୍ବଣର ମହକ ... ରାଜ୍ୟ ର ବିଭିନ୍ନ ସ୍ଥାନରେ ମାଁ ଙ୍କ ପୂଜା ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ ର ପୂଜା ମଣ୍ଡପ ର ପୂଜା କିଛି ସ୍ୱତନ୍ତ୍ର ରୂପେ ଦେଖାଯାଇଛି । ଏଠାରେ ଦଶଦିନ ଧରି ପୂଜା…

ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର, ଦୁର୍ଘଟଣାରେ ୩ ମୃତ ଓ ଜଣେ ଗୁରୁତର

ଉମରକୋଟ (କେନ୍ୟୁଜ): ପୁଣି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହାରଇ ଗଛକୁ ପିଟିଲା କାର, ୩ ମୃତ। ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା…

ଉମରକୋଟରେ ପାଳତି ହୋଇଛି ସ୍ୱାମୀ ଅୟପ୍ପାଙ୍କ ପ୍ରସିଦ୍ଧ ଅଗ୍ନିପୂଜା, ଯୋଗ ଦେଇଥିଲେ ଅନେକ ଶ୍ରଦ୍ଧାଳୁ

ଦକ୍ଷିଣ ଭାରତର ବିଶ୍ୱପ୍ରସିଦ୍ଧ ମନ୍ଦିର ସାବରୀମାଳା। ଯେଉଁଠି ପୂଜା ପାଆନ୍ତି ସ୍ୱାମୀ ଅୟାପ୍ପା। ପୁରାଣ ଅନୁ ଯାୟୀ ଭଗବାନ ଅୟପ୍ପା ହେଉଛନ୍ତି ସ୍ୱୟଂ ବିଷ୍ଣୁ ଓ ଶିବଙ୍କ ପୁତ୍ର। ଏବେ ଆପଣ ଭାବିବେ ଏହା କିପରି ସମ୍ଭବ? କାରଣ ସନ୍ତାନ ଜନ୍ମ ପାଇଁ ନାରୀର ଆବଶ୍ୟକତା ରହିଛି । ତେବେ ଜାଣିରଖନ୍ତୁ…