ଖୁବ୍ ଶୀଘ୍ର Google Chromeରେ ଯୋଡି ହେବାକୁ ଯାଉଛି ୩ଟି ନୂଆ ଫିଚର, ଜାଣନ୍ତୁ କ’ଣ
ଆଜିକାଲି ପ୍ରାୟ ସମସ୍ତ ଲୋକ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ଗୁଗୁଲ ଏହାର କ୍ରୋମ ବ୍ରାଉଜର ପାଇଁ ଏକ ନୂଆ ଅପ୍ଡେଟ୍ ଦେଇଛି । ଏହି ନୂଆ ଅପଡେଟ୍ ସହିତ କମ୍ପାନୀ କ୍ରୋମରେ ୩ ଟି ଦମ୍ଦାର ଫିଚର ଆଣିଛି । କ୍ରୋମ ବ୍ରାଉଜରରେ ଯୋଡି…