Browsing Tag

UPDATE NEWS

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

- ବିଶ୍ୱର ୨୧୦ ଦେଶରେ ଏଯାଏ କରୋନାରେ ୨୧ଲକ୍ଷ ୮୦ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୪୧୭ -୨୪ ଘଣ୍ଟାରେ ଆମେରିକାରେ ୨ହଜାର ୧୭୪ ଜଣଙ୍କ ମୃତ୍ୟୁ -ଆମେରିକାରେ ମୃତ୍ୟୁସଂଖ୍ୟା ୩୪ ହଜାର ୮୫୦ରେ ପହଞ୍ଚିଛି -ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌ ସଠିକ୍‌ ତଥ୍ୟ ରଖୁ ବୋଲି…

ଅପରାହ୍ନର ଆଉ କିଛି ତାଜା ଖବର

୧-ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ । ରାଜଧାନୀ କଲମ୍ବୋ ଠାରୁ ପ୍ରାୟ ୪୦ କିଲୋମିଟର ଦୂର ପୁଗାଡ଼ା ସହରରେ ଏହି ବିସ୍ଫୋରଣ ଘଟିଛି । ଏ ନେଇ ସବିଶେଷ ସୂଚନା ମିଳି ନାହିଁ । ଆଇଏସ୍‌ଆଇଏସ୍‌ ଦ୍ୱାରା ଚାରି ଦିନ ତଳେ କରାଯାଇଥିବା ସିରିଜ୍‌ ବିସ୍ଫୋରଣରେ ଶ୍ରୀଲଙ୍କାରେ ୩୫୯ ଜଣଙ୍କର ମୃତ୍ୟୁ ହୋଇଥିଲା ।…

ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀଙ୍କୁ ଜେରା ଓ…

୧-ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ୍‌ଙ୍କ ନିର୍ଦ୍ଦେଶ । ବାରମ୍ବାର ବିବାଦୀୟ ବୟାନ୍‌ ଦେଇ ଫସିଛନ୍ତି ପ୍ରଜ୍ଞା । ବାବରୀ ମସଜିଦ୍‌ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏଫ୍‌ଆଇଆର ଦେବାକୁ କମିଶନ୍‌…

ବର୍ତ୍ତମାନର ପ୍ରମୁଖ ଖବର : ଟାଇଗ୍ରୀସ୍‌ ନଦୀରେ ଡଙ୍ଗା ବୁଡ଼ିି ୯୪ ଜଣଙ୍କର ମୃତ୍ୟୁ, ଆସନ୍ତାକାଲିଠୁ IPL

-ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୯୧ ବର୍ଷ ବୟସ୍କ ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଟିକେଟ୍‌ ଦିଆଯାଇ ନାହିଁ । ୧୯୮୯ରୁ ଲଗାତର ଭାବେ ୨୦୧୪ ପର୍ଯ୍ୟନ୍ତ ଗୁଜରାଟ ଗାନ୍ଧୀ ନଗର ଲୋକସଭା ଆସନରୁ ଆଡଭାନୀ ଜତି ଆସୁଥିଲେ । ଏଥର ତାଙ୍କ ସ୍ଥାନ ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।…

କିଛି ଖବର ପଢ଼ିଲା ଭଳି : ମାୟାବତୀ ଦୈନିକ ଫେସିଆଲ କରନ୍ତି, ଅର୍ଥ ମନ୍ତ୍ରାଳୟ ସୁନା ବିସ୍କୁଟ୍‌ ନେଇ ନିରବ ମୋଦିକୁ…

-ବିଜେପି ବିଧାୟକ ନାରାୟଣ ସିଂହ ଟାର୍ଗେଟ୍‌ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାୟାବତୀ ‘ସୌଖୀନ’ ବୋଲି କହିଛନ୍ତି । ହେଲେ ନିଜେ ମାୟାବତୀ ବୟସ ଲୁଚାଇବା ପାଇଁ ଦୈନିକ ଫେସିଆଲ କରୁଛନ୍ତି ଓ ଚୁଟିରେ ରଙ୍ଗ ମାଖୁଛନ୍ତି । -ଉତ୍ତର…

ନଜର ପକାନ୍ତୁ ବର୍ତ୍ତମାନର କିଛି ପ୍ରମୁଖ ଖବର ଉପରେ

-ମୋଦିଙ୍କ ସମର୍ଥକଙ୍କୁ ‘ଷ୍ଟୁପିଡ୍‌’ କହିଲେ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟ ସ୍ପନ୍ଦନ । ଏହି ମନ୍ତବ୍ୟ ପରେ କଂଗ୍ରେସ-ବିଜେପି ବାକ୍‌ଯୁଦ୍ଧ ଆହୁରି ବଢ଼ିବାର ସମ୍ଭାବନା ରହିଛି । -ଦିଲ୍ଲୀ ପୋଲିସ୍‌ ଘାଜିପୁର ଅଞ୍ଚଳରୁ ବିପୁଳ ପରିମାଣରେ ଏନ୍‌ସିଆରଟି ପାଠ୍ୟପୁସ୍ତକ ଜବତ କରିଛି ।…