Below header
Browsing Tag

UPSC

ଟ୍ରେନ ଦୁର୍ଘଟଣାରେ ୨ ଗୋଡ ଏବଂ ଗୋଟେ ହାତ ହରାଇବା ପରେ ମଧ୍ୟ UPSC ପରୀକ୍ଷା ପାସ୍‌ କରିଛନ୍ତି ସୂରଜ

ଟ୍ରେନ୍‌ ଦୁର୍ଘଟଣାରେ ଦୁଇ ଗୋଡ଼ ଓ ଗୋଟିଏ ହାତ ହରାଇ ମଧ୍ୟ ୟୁପିଏସସିରେ ସଫଳତା ପାଇଁ ସୂରଜ ତିଓ୍ଵାରୀ । ଜୀବନ ଯୁଦ୍ଧରେ ହାର ମାନି ନଥିଲେ ସୂରଜ । ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତିନି ଆଙ୍ଗୁଠିରେ…

ପ୍ରକାଶ ପାଇଲା IAS ରେଜଲ୍ଟ, ଇଶିତା କିଶୋର ଟପ୍ପର

ପ୍ରକାଶ ପାଇଲା IAS ରେଜଲ୍ଟ । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର  ହୋଇଛନ୍ତି । ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି । ପୁଣି ଥରେ ବାଜି ମାରିଛନ୍ତି ଝିଅ । ସର୍ବଭାରତୀୟ ସ୍ତରରେ ଟପ୍ କରିଛନ୍ତି ଇଶିତା କିଶୋର । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ । ତୃତୀୟ ସ୍ଥାନରେ…

UPSC ଅଧିନରେ ଖାଲିପଡିଛି ଆସିଷ୍ଟାଣ୍ଟ କଣ୍ଟ୍ରୋଲୋର ପଦବୀ, ବିନା ପରୀକ୍ଷାରେ ହେବ ନିଯୁକ୍ତି

ୟୁନିଅନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ପଦବୀ । ଆସିଷ୍ଟାଣ୍ଟ କଣ୍ଟ୍ରୋଲୋର ଏବଂ ଅନ୍ୟ ପୋଷ୍ଟ ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨, ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ UPSC ର ଅଫିସିଆଲ ସାଇଟ upsc.gov.in କୁ ଯାଇ ଆବେଦନ କରିପାରିବେ…

UPSC ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କେମିତି କରିବେ ଆବେଦନ

UPSC ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆଜି ଠାରୁ ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେଉଛି । ଇଚ୍ଛୁକ ପ୍ରାର୍ଥୀ upsconline.nic.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଫେବୃଆରୀ ୧ରେ ନୋଟିଫିକେସନ ଜାରି ହୋଇଛି।…

ପ୍ରକାଶ ପାଇଲା UPSC ୨୦୨୨ ରେଜଲ୍ଟ: ରୁବିନ୍‌ ସିଂ ଏନ୍‌ଡିଏ ଟପ୍ପର, ଦେଖନ୍ତୁ ଶ୍ରେଷ୍ଠ ୧୦ ତାଲିକା

ସଂଘ ଲୋକ ସେବା ଆୟୋଗ (UPSC) ୟୁପିଏସ୍‌ସି ଏନ୍‌ଡିଏ, ଏନ୍‌ଏ ଫାଇନାଲ ପରୀକ୍ଷା ଫଳ ୨୦୨୨ ଜାରି କରିଛି। ୟୁପିଏସ୍‌ସି ଏନ୍‌ଡିଏ ପରୀକ୍ଷାରେ ସାମିଲ ହୋଇଥିବା ଆଶାୟୀମାନେ ଆୟୋଗର ଅଫିସିଆଲ େଓ୍ଵବ୍‌ସାଇଟ upsc.gov.in ରେ ଭିଜିଟ୍‌ କରି ମେରିଟ୍‌ ତାଲିକା ଚେକ୍‌ କରି ପାରିବେ। ଜାରି ହୋଇଥିବା…

ବାପା ବସ୍‌ ହକର୍‌, ପୁଅ ଓଏଏସ୍‌: ଅନୁଗୁଳର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା

ଅନୁଗୁଳ (କେନ୍ୟୁଜ): ବାପା ବସ୍‌ ହକର୍‌, ପୁଅ ଓଏଏସ୍‌ । ୨୭୯ ର‍୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ଭିନ୍ନକ୍ଷମ ଛାତ୍ର ସତ୍ୟବ୍ରତ ମହାପାତ୍ର । ଅନୁଗୁଳର ବସ୍‌ଷ୍ଟାଣ୍ଡର ସୁପରଭାଇଜର ତଥା ହକର୍‌ ଶ୍ରୀକାନ୍ତ ମହାପାତ୍ରଙ୍କ ପୁଅ ସତ୍ୟବ୍ରତ ଓଡ଼ିଶା ପ୍ରଶାସନିକ ସେବା…

UPSC ରେ ଖାଲିପଡିଛି ପଦବୀ, ଦରମା ମାସକୁ ୨,୦୮,୭୦୦ ଟଙ୍କା

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ, ଆପଣଙ୍କ ପାଇଁ ଖୁସି ଖବର। UPSC ରେ ଭେଟେନାରୀ ଅଫିସର ସହିତ ଅନେକ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଉ ଆବେଦନ କରିବାର ଶେଷ ତାରିଖ ୧୩ ଅକ୍ଟୋବର ୨୦୨୨ ରହିଛି। ଏହି ପଦବୀରେ ଆବେଦନ କରିବାକୁ…

ଜାଣନ୍ତୁ UPSC ପାସ କରିଥିବା ଆଶାୟୀଙ୍କୁ କିପରି ମିଳିଥାଏ IAS, IPS କିମ୍ବା IRSରେ ନିଯୁକ୍ତି ?

ୟୁପିଏସସି କିମ୍ବା ସଂଘ ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପରୀକ୍ଷା ଗୁଡିକ ବାବଦରେ ଆପଣ ଖୁବ ଶୁଣିଥିବେ । ପ୍ରତିବର୍ଷ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ ଆଉ ଏହା ଦ୍ୱାରା ପରୀକ୍ଷାର୍ଥୀ ମାନେ ପାସ କରି IAS, IPS, IRS ପରି ପଦାଧିକାରୀଙ୍କ ଚୟନ ହୋଇଥାଏ । କିନ୍ତୁ ଏହାକୁ ନେଇ ଏକ ବଡ ପ୍ରଶ୍ନ…

UPSCରେ ଚାକିରି କରିବାକୁ ଇଚ୍ଛୁକ କି? ଆସିଷ୍ଟାଣ୍ଟ୍‌ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦରେ ବାହାରିଛି ନିଯୁକ୍ତି, ଜୁନ୍‌…

UPSC ଆସିଷ୍ଟାଣ୍ଟ୍‌ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦରେ ନିଯୁକ୍ତି ସୁଯୋଗ ଆଣିଛି। ସଂଘ ଲୋକ ସେବା ଆୟୋଗ ତରଫରୁ ଜାରି ସୂଚନା ଅନୁସାରେ, ମୋଟ ୨୪ ପଦରେ ନିଯୁକ୍ତି ଦିଆଯିବ। ସେଥି ମଧ୍ୟରେ ସାଇଣ୍ଟିଫିକ୍‌ ଅଫିସର ୧, ଆସିଷ୍ଟାଣ୍ଟ୍‌ ମାଇନିଙ୍ଗ୍‌ ଜିଓଲୋଜିଷ୍ଟ୍‍ ୨୧ ସହ ଆସିଷ୍ଟାଣ୍ଟ୍‌…

ସ୍ୱପ୍ନ ଦେଖିବ ତ ଏମିତି! IPS ହେବା ପରେ ବି ସନ୍ତୁଷ୍ଟ ନ ଥିଲେ ମହିଳା ଅଫିସର, ପୁଣିଥରେ ୟୁପିଏସ୍‌ସି ଦେଇ ବନିଗଲେ IAS

ପ୍ରକାଶ ପାଇଛି ୟୁପିଏସ୍‌ସି ସିଭିଲ ସେବା ପରୀକ୍ଷା ୨୦୨୨ର ଫଳ। ରେଜଲ୍ଟ ବାହାରିବା ପରେ ର‍୍ୟାଙ୍କ ଧାରୀଙ୍କ ପ୍ରେରଣାଦାୟୀ କାହାଣୀ ଧୀରେ ଧୀରେ ସାମ୍ନାକୁ ଆସୁଛି। ସେହିଭଳି ଏକ କାହାଣୀ ବିହାର ୟୁପିଏସ୍‌ସିର ଆଶାୟୀ ପ୍ରାର୍ଥୀ ଦିବ୍ୟଶକ୍ତିଙ୍କର, ଯିଏ ଲଗାତାର ଦୁଇଥର ପରୀକ୍ଷାରେ ସଫଳତା ଅର୍ଜନ…

ଆଖି ନଥିଲେ କଣ ହେଲା ମନବଳ ତ ଅଛି, ଯାହା କେହି କରିପାରୁନାହାନ୍ତି ତାକୁ ସେ କରି ଦେଖାଇଲେ

କଥାରେ ଅଛି ସ୍ମାର୍ଟ ୱାର୍କ ସବୁବେଳେ ସ୍ମାର୍ଟ ରିଜଲ୍ଟ ଦେଇଥାଏ । ଆଉ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ । ହେଲେ ଏହା ଛଡା ବି ଆଉ କିଛି ଅଛି ଯାହା ଆପଣଙ୍କୁ ସିଡିର ଶୀର୍ଷରେ ପହଞ୍ଚାଇବ । ସେ ଶବ୍ଦଟି କଣ ଜାଣନ୍ତି ? ମନବଳ । ବହୁ ଉଦାହରଣ ଦେଖିଥିବେ । ସାମର୍ଥ୍ୟ ଥିବ, ସକ୍ଷମ ଥିବେ…

ପ୍ରକାଶ ପାଇଲା ସିଭିଲ ସର୍ଭିସ୍‌ ପରୀକ୍ଷା ଫଳ: ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୁତି ଶର୍ମା, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ (ୟୁପିଏସ୍‌ସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ଥର ପରୀକ୍ଷାରେ ଶ୍ରୁତି ଶର୍ମା ଆଇଏଏସ୍‌ ଟପ୍ପର ହୋଇଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଙ୍କିତା ଅଗ୍ରଓ୍ଵାଲ ଓ ତୃତୀୟ ସ୍ଥାନରେ ଅଛନ୍ତି…