ଶନିବାର ଦିନ କରନ୍ତୁ କଳା ବିରି ଡାଲିର ଏହି ୪ଟି ଉପାୟ; ଆପଣଙ୍କର ସମସ୍ତ ଖରାପ କର୍ମର ପ୍ରଭାବ ଦୂର କରିଦେବେ ଶନିଦେବ
ଶନିବାର ଶନି ଦେବଙ୍କୁ ସମର୍ପିତ ରହିଛି। ଏହି ଦିନ ଶନି ଦେବଙ୍କୁ ପୂଜା କରିବା ଏବଂ କିଛି ଜ୍ୟୋତିଷ ଉପାୟ କରିବା ଦ୍ୱାରା ବ୍ୟକ୍ତିଙ୍କଚ ଶନି ଦୋଷରୁ ମୁକ୍ତି ମିଳିଥାଏ। ଏଥି ସହିତ ଶନି ଦେବଙ୍କ କୁଦୃଷ୍ଟିର ପ୍ରଭାବ ମଧ୍ୟ କମ୍ ହୋଇଥାଏ। ଶାସ୍ତ୍ର ଅନୁସାରେ, ଶନି ଦେବଙ୍କୁ କର୍ମଫଳଦାତା ନାମରେ…