କୁଆଁରୀ ଝିଅଙ୍କୁ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଡେଟିଂ ପରାମର୍ଶ,୩୦ ବର୍ଷ ଯାଏ ପୁଅଙ୍କ ସହ ସିରିୟସ୍ ହୁଅନି
ନୂଆଦିଲ୍ଲୀ : ବିଭିନ୍ନ ଉନ୍ନତ ରାଷ୍ଟ୍ରଗୁଡିକରେ ବ୍ୟକ୍ତିଗତ ଜୀବନରେ ସୃଷ୍ଟି ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତିଙ୍କ କୁଆଁରୀ ଝିଅମାନଙ୍କୁ ଦେଇଛନ୍ତି ଡେଟିଂ ପରାମର୍ଶ । ପ୍ରେମ କଲାବେଳେ ୩୦ ବର୍ଷ ଯାଏ କୌଣସି ବ୍ୟକ୍ତିଙ୍କ ପ୍ରତି ସିରିୟସ୍ ହୁଅନି ବୋଲି ବାଇଡେନ…