Browsing Tag

Uttrakhand

ଦିଲ୍ଳୀ-ଡେରାଡୁନ ଏକ୍ସପ୍ରେସ ୱେରେ ଓଲଟିଲା ନାଇଟ୍ରୋଜେନ ଭର୍ତ୍ତି ଟ୍ୟାଙ୍କର, ଗ୍ୟାସ୍ ଲିକ୍, ଲୋକେ ଭୟଭୀତ

ନୂଆଦିଲ୍ଲୀ : ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ପଛରୁ ଆସୁଥିବା ଟ୍ରକକୁ ଧକ୍କା ଦେବାରୁ ଗ୍ୟାସ୍ ଲିକ୍ ହେଉଛି । ଏଥିପାଇଁ ରାସ୍ତାରେ ଯାଉଥିବା ଯାତ୍ରୀ ଭୟଭୀତ ହୋଇଛନ୍ତି । ୟୁପି-ଉତ୍ତରାଖଣ୍ଡ ବର୍ଡର ନିକଟରେ…

ରୁଦ୍ରପ୍ରୟାଗରେ ୨୫୦ ମିଟର ଖାଇକୁ ଖସିଲା କାର୍, ୩ ଯୁବକ ମୃତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ କାର୍ ଅନିୟନ୍ତ୍ରିତ ହୋଇ ୨୫୦ ମିଟର ଖାଇକୁ ଖସିପଡିଛି । ଫଳରେ କାରରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, କାରଟି ଭିରିରୁ ଓରିଙ୍ଗକୁ ଯାଇଥିଲା । ଏହି ସମୟରେ ହଠାତ୍…

ଶୁଭ ମୁହୂର୍ତ୍ତରେ ଖୋଲିଲା ବାବା ବଦ୍ରିନାଥଙ୍କ କପାଟ, ମୁଖ୍ୟମନ୍ତ୍ରୀ ଧାମି କଲେ ପ୍ରଥମ ପୂଜା

ଉତ୍ତରାଖଣ୍ଡ : ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଦିଆଯାଇଛି । ମନ୍ଦିରର ଦ୍ୱାର…

ଛାଡିଆସିଥିବା ମୋବାଇଲ ଆଣିବାକୁ ଯାଇ ଚାଲିଗଲା ୩ ଯୁବକଙ୍କ ଜୀବନ, ଭାଙ୍ଗିପଡିଲେ ପରିବାର ଲୋକ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ଜିଲ୍ଲାରେ ଏକ ଛୋଟ ଭୁଲ୍ ୩ ସାଙ୍ଗ ପାଇଁ ସାଜିଲା କାଳ । ରୁଦ୍ରପୁର-ହଲଦ୍ବାନୀ ରାସ୍ତାରେ ଟାଣ୍ଡା ଜଙ୍ଗଲରେ ଏକ ସ୍କର୍ପିଓ କାର୍ ଏବଂ ସ୍କୁଟି ଧକ୍କା ହେବା ଯୋଗୁଁ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଯୁବକ ୩ ଜଣ ଏକ ବିବାହ ଉତ୍ସବରୁ ଫେରୁଥିଲେ ।…

ଖାଇକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମ୍ପୱାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟ ନିକଟରେ ବାଗଧାରା ଏକ ବରଯାତ୍ରୀ ଗାଡ଼ି ବିବାହ ଅତିଥିମାନଙ୍କୁ ନେଇ ଯାଉଥିବା ଏକ କାର ଗଭୀର ଘାଟିକୁ ଖସିପଡ଼ିଛି । ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ…

ଉତ୍ତରାଖଣ୍ଡକୁ ଆସୁଥିବା ବାହାର ରାଜ୍ୟ ଗାଡ଼ିଠାରୁ ନିଆଯିବ ଗ୍ରୀନ ଟ୍ୟାକ୍ସ, ଡିସେମ୍ବରରୁ ହେବ ଆରମ୍ଭ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସରକାର ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରିବହନ ବିଭାଗ ଅଧିକାରୀଙ୍କ ଅନୁସାରେ,…

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆସନ୍ତା ୬ ମାସ ଯାଏଁ କପାଟ ବନ୍ଦ ରହିଛି । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ…

ଉତ୍ତରାଖଣ୍ଡ: ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା । ଗଙ୍ଗନାନୀରୁ ବାହାରିଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ଉତ୍ତରକାଶୀ ଡିଏମ…

ରାତିରେ ସାଙ୍ଗମାନଙ୍କ ସହିତ ବୁଲିବା ହେଲା କାଳ, ଇନୋଭାକୁ ପିଟିଲା କଣ୍ଟେନର, ଚାଲିଗଲା ୬ ଜୀବନ

ଇନୋଭାକୁ ପିଟିଲା କଣ୍ଟେନର । ଚାଲିଗଲା ୬ଜଣଙ୍କ ଜୀବନ । ଉତ୍ତରାଖଣ୍ଡ ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଛି । ଖବର ମୁତାବକ, ଗତକାଲି ରାତିରେ ୭…

ଖାଇରେ ଖସିଲା ଯାତ୍ରୀବାହୀ ବସ୍ : ୩୬ ମୃତ, ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ସହାୟତା

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌ । ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବସରେ…

୧୨ଶ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ୭୫୧ ପଦବୀ ଖାଲି

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଉତ୍ତରାଖଣ୍ଡ ଅଧିନସ୍ଥ ସେବା ଚୟନ ଆୟୋଗରେ ୭୫୦ରୁ ଅଧିକ ପଦବୀ ଖାଲି ପଡିଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ : ୭୫୧ ଡାଟା ଏଣ୍ଟ୍ର ଅପରେଟର, କମ୍ପ୍ୟୁଟର ଆସିଷ୍ଟାଣ୍ଟ,…

ଉତ୍ତରାଖଣ୍ଡ : ୨୦୦ ଫୁଟ ଖାଇକୁ ଖସିଲା ବରଯାତ୍ରୀ ବସ୍‌, ୩୦ ମୃତ, ଅନେକ ଗୁରୁତର

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପୌଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ବରଯାତ୍ରୀ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଖାଇକୁ ଖସି ପଡିଛି । ଏଥିରେ ୨୫ରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ଶୁକ୍ରବାର ରାତିରେ ଏହି…