Browsing Tag

Venezuela

ରହସ୍ୟ ଘେରରେ ଏହି ସ୍ଥାନ, ବିଜୁଳି ଘର ମିରାକାଇବୋ ପାଇଛି ଗିନିଜ ବୁକରେ ସ୍ଥାନ

ବିଜ୍ଞାନ ଆଜି ଅନେକ ଆଗକୁ ବଢ଼ିଛି। କିନ୍ତୁ ଏହାପରେ ବି ଦୁନିଆରେ ଏମିତି ଅନେକ ରହସ୍ୟ ଲୁଚି ରହିଛି ଯାହାର ପ୍ରମାଣ ବିଜ୍ଞାନକୁ ଏବେ ପର୍ଯ୍ୟନ୍ତ ମିଳିନାହିଁ। ସେଭଳି ରହସ୍ୟ ଘେରରେ ଲୁଚି ରହିଛି ଆମେରିକା ଭେନେଜୁଏଲାର ଏହି ସ୍ଥାନ । ଏହି ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୋଣସି ପ୍ରାମାଣିକ…

ଫ୍ରିଜରରୁ ନଗ୍ନ ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ଶରୀରର ୫୦ ଜାଗାରେ ରହିଛି ପେଚକସ୍‌ ଆଘାତ ଚିହ୍ନ!

ଭେନେଜୁଏଲାର ଅରାଗୁଆ ରାଜ୍ୟରେ ହତ୍ୟାର ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ଏଠାରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତଦେହ ଫ୍ରିଜରରୁ ମିଳିଛି। ତାଙ୍କ ଶରୀରର ୫୦ଟି ଜାଗାରେ ପେଚକସ୍‌ ଆଘାତ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଦୁଇ ହାତ ବନ୍ଧା ହୋଇ ରହିଥିଲା ଏବଂ ମୁଣ୍ଡ ଗୋଡ଼ ମଝିରେ ଥିଲା।…

ଜାରି ହେଲା ୧୦ ଲକ୍ଷ ଟଙ୍କିଆ ନୋଟ୍‌, କିନ୍ତୁ ଏଥିରେ କିଣିହେବ ମାତ୍ର ଅଧକିଲୋ ଚାଉଳ

ବଜାରକୁ ଆସିଲା ୧୦ ଲକ୍ଷ ଟଙ୍କିଆ ନୋଟ୍‌। ବିଶ୍ୱାସ ଲାଗୁନଥିଲେ ବି ଏହା ସତ। ସାଉଥ ଆମେରିକା ମହାଦ୍ୱୀପର ଦେଶ ଭେନେଜୁଏଲା ଦୁନିଆର ପ୍ରଥମ ଦେଶ ଭାବେ ୧୦ ଲକ୍ଷ ଟଙ୍କିଆ ନୋଟ୍‌ ଜାରି କରିଛି। ମିଳିଥିବା ସୂଚନାନୁସାରେ, ଭୀଷଣ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାରୁ ଭେନେଜୁଏଲା ବାଧ୍ୟ ହୋଇ…

କରୋନା ଭାଙ୍ଗିଦେଲା ମେରୁଦଣ୍ଡ, ମାତ୍ର ୧୫୦ ଟଙ୍କା ପାଇଁ ଏଠିକାର ମହିଳା କରୁଛନ୍ତି ବେଶ୍ୟାବୃତ୍ତି

କରୋନା ମହାମାରୀ ଅନେକ ଲୋକଙ୍କ ଜୀବନଜୀବିକାକୁ ବରବାଦ କରିଦେଇଛି। ଯେଉଁମାନେ ପୂର୍ବରୁ ନିଜ ଜୀବନକୁ ଦୁର୍ବିସହ ଭାବେ ଜିଉଁଥିଲେ, ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି କରୋନା। କରୋନା କାହାର ଭାତ ହାଣ୍ଡି ଛଡାଇନେଇଥିବା ବେଳେ ଆଉ କାହାର ରୋଜଗାର ଉପରେ ପ୍ରଭାବ ପକାଇଛନ୍ତି। କରୋନା ଯୋଗୁଁ…