ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ! ପୁଣି ଗର୍ଭଗୃହର ଭିଡିଓ ହେଲା ଭାଇରାଲ
ପୁରୀ : ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ । ବୃନ୍ଦାବନର ଜଣେ ଭକ୍ତ ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ ବୁକରେ ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଛାଡିଛନ୍ତି l ମନ୍ଦିର ଭିତର ବେଢା ଓ ଗର୍ଭଗୃହର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହାପରେ ଶ୍ରୀମନ୍ଦିର…