Below header
Browsing Tag

vigilance net

ଭିଜିଲାନ୍ସ ଜାଲରେ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଘଟଗାଁ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଘଟଗାଁ ତହସିଲ ଅଫିସର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅଫିସର ଦେବାଶିଷ ପଣ୍ଡାଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ଟାଙ୍ଗରତଳି ଗାଁର ବନମାଳି ପଳେଇଙ୍କ ଠାରୁ ଜମି ଭାଗବଣ୍ଟା କେସର…

ଭିଜିଲାନ୍ସ ଜାଲରେ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ନୂଆପଡା (କେନ୍ୟୁଜ): ନୂଆପଡା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗତ ୨୦୨୨ ରେ ଭିଆରଏସ…

ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ । ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଖବର ଅନୁଯାୟୀ, ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ…

ଭିଜିଲାନ୍ସ ଜାଲରେ ସବରେଜଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ, ୨୪ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ସୁବର୍ଣ୍ଣପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସବରେଜଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ ଶିବପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୪ ହଜାର ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ । ପୂର୍ବରୁ ଖବରପାଇ ସବରେଜଷ୍ଟ୍ରି ଅଫିସରେ ଚଢାଉ…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ

ନରସିଂପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ । ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର…

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ: ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଶାନ୍ତନୁଙ୍କ ଭଡ଼ା ଘରେ, ଭଦ୍ରକ ପୈତୃକ ଘର ଏବଂ…

ଭିଜିଲାନ୍ସ ଜାଲରେ KBK ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି…

(କେନ୍ୟୁଜ): ଭିଜିଲାନ୍ସ ଜାଲରେ ଭବାନୀପାଟଣା KBK କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରୁଛି ଦୁର୍ନୀତି ନିବାରଣ ବିଭାଗ । ଭୁବନେଶ୍ୱରର ୩ଟି, କଳାହାଣ୍ଡି ସ୍ଥିତ…

ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌, ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସୁବର୍ଣ୍ଣପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍‌। ସୁବର୍ଣ୍ଣପୁର ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଲାବ୍‌ରେଟୋରୀ ଟେକ୍ନିସିଆନ୍‌ ଅକ୍ଷୟ କୁମାର ପଟ୍ଟନାୟକ। ମେଡିକାଲ ପରୀକ୍ଷା…

ଭିଜିଲାନ୍ସ ଜାଲରେ TPSODLର ସିନିଅର ଜେନେରାଲ ମ୍ଯାନେଜର, ୧୦ଟି ସ୍ଥାନରେ ଚଢଉ

ବ୍ରହ୍ମପୁର (କେନ୍ୟୁଜ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ। ବ୍ରହ୍ମପୁର TPSODLରେ ସିନିଅର ଜେନେରାଲ ମ୍ଯାନେଜର ରୂପେ କାର୍ଯ୍ଯରତ ପ୍ରମୋଦ କୁମାର ଚୌଧୁରୀ ମାଡିବସିଲା ଭିଜିଲାସନ୍ସ। ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ । ସୂଚନା…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ସୁନ୍ଦରଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ୱଳାପୁର ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମଣିହୀରା। ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ୫ ଟି…

ଭିଜିଲାନ୍ସ ଜାଲରେ ଭବାନୀପାଟଣା ମୁନିସିପାଲିଟି ଡେପୁଟି ଏକ୍ସୟୁକ୍ୟୁଟିଭ ଏଞ୍ଜିନିଅର, ଆୟବହିର୍ଭୁତ ସମ୍ପତ୍ତି ଠୁଳ…

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଭିଜିଲାନ୍ସ ଜାଲରେ ଭବାନୀପାଟଣା ମୁନିସିପାଲିଟି ଡେପୁଟି ଏକ୍ସୟୁକ୍ୟୁଟିଭ ଏଞ୍ଜିନିଅର ସମୀର ଠାକୁର। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ର ଚଢାଉ । ଏକ କାଳୀନ ଭାବନୀପାଟଣା ର ୪ଟି ସ୍ଥାନ ରେ ଚାଲିଛି ରେଡ। ଭବାନୀପାଟଣା ମୁନିସିପାଲିଟି…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌

ଜଗତସିଂହପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲା। ଏକକାଳୀନ ୯ଟି ସ୍ଥାନରେ ରେଡ୍‌ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୨ ଜଣ ଡିଏସପି, ୧୪ ଜଣ ଇନିସପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ…