Below header
Browsing Tag

vigilance net

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ : ଲାଞ୍ଚ ନେଇ ଧରାପଡିଲେ ଆଇଆଇସି ଆଲୋକ ବେହେରା

ବରଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଥାନା ଆଇଆଇସି । ବରଗଡ଼ ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ପୁରୁଣା ମାମଲାରେ ବ୍ୟାଙ୍କ କର୍ମଚାରୀ…

ଶିକ୍ଷକଙ୍କ ଠାରୁ ୩୦ ହଜାର ଲାଞ୍ଚ ନେଉଥିଲେ ଅତିରିକ୍ତ ଏବିଇଓ ଓ କନିଷ୍ଠ କିରାଣୀ, ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ। ବଡ଼ଚଣା…

ଉଦଳା RWSSର ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ରେଡ୍‌ ବେଳେ ମିଳିଲା କେଜିଏ ସୁନା, ବିଭିନ୍ନ…

ଭୁବନେଶ୍ୱର(କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡ଼ିଥିବା ଉଦଳା RWSSର କୁବେର ଇଂଜିନିୟରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପେଡ଼ି ଖୋଲୁଛି । ଭୁବନେଶ୍ୱରରେ ଏକାଧିକ ପ୍ଲଟ୍‌ ଓ ଘର । କେଜିଏ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ…

ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ୱରର ୪ଟି ଜାଗା ସମେତ ମୋଟ ୮ଟି ସ୍ଥାନରେ ଚାଲିଛି ରେଡ୍‌

ଉଦଳା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱରର ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ରେଡ୍‌ । କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ଟି…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSS ସର୍କଲ ଅଫିସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ସର୍କଲ ଅଫିସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍‌ । …

ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନାର IIC : ଚଢ଼ାଉ ବେଳେ ଗାଡ଼ିରୁ ଜବତ ହେଲେ ୧ ଲକ୍ଷ ୮୦ ହଜାର ଟଙ୍କା

କନ୍ଧମାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଧିକାରୀ । ଧୀରୋଜ କୁମାର ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । ବାଲିଗୁଡା ଥାନା ତ୍ରିବେଦୀ ପାର୍କ ନିକଟରେ ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମର ଚଢ଼ାଉ । ଚଢ଼ାଉ ବେଳେ ଥାନା ଅଧିକାରୀଙ୍କ ଗାଡ଼ିରୁ ନଗଦ ୧ ଲକ୍ଷ ୮୦…

ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର, ବାକି ଥିବା ଟିକସ କମାଇବାକୁ ନେଉଥିଲେ ଲାଞ୍ଚ

ସୁନ୍ଦରଗଡ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ପୌର ପାଳିକା ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର ଏମ୍‌ଡି ନାସିର୍‌ । ରାଜଗାଙ୍ଗପୁର ଅଞ୍ଚଳର ଦୀପକ ଠାକୁର ନାମକ ଜଣେ ବ୍ୟକ୍ତିଙ୍କ ବାକି ଥିବା ଟିକସ କମାଇବାକୁ ଲାଞ୍ଚ ନେଲାବେଳେ ଧରିଲା…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ବ୍ଲକ୍‌ ଆଡିସିନାଲ ପ୍ରୋଗ୍ରାମ୍‌ ଅଫିସର

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ APO । ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଆଡିସିନାଲ ପ୍ରୋଗ୍ରାମ୍‌ ଅଫିସର ସୁଶାନ୍ତ କୁମାର ଦାସ । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜଣେ ଗ୍ରାମ ସାଥୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ।…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡ଼କୋ ଆସିଷ୍ଟାଣ୍ଡ ମ୍ୟାନେଜର, ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର(କେନ୍ୟୁଜ୍): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ଇଡ଼କୋ ଆସିଷ୍ଟାଣ୍ଡ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାର ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।ଚଢ଼ାଉରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା। ଏକ ରାସ୍ତା କାମର ବିଲ୍ ପାସ୍ କରିବା ପାଇଁ ଜଣେ ଠିକାଦାରଙ୍କୁ କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା ୫୦ ହଜାର ଟଙ୍କା ଦେବାକୁ ଦାବି…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍‌

ସୁନ୍ଦରଗଡ଼(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର। ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ୍‌। ସୁନ୍ଦରଗଡ଼ ଲେଫ୍ରିପଡ଼ାସ୍ଥିତ…

୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଏସ୍‌ଆଇ

ଖଲ୍ଲିକୋଟ(କେନ୍ୟୁଜ୍): ଲାଞ୍ଚ ନେଇ ଧରାପଡ଼ିଲେ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଏସ୍‌ଆଇ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭେଜିପୁଟ ଫାଣ୍ଡି SI ସନ୍ତୋଷ କୁମାର ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ । ଖଲ୍ଲିକୋଟ ଥାନାରେ ଥିବା ଏକ ମାମଲାର ଫୈସଲା ପାଇଁ ଲାଞ୍ଚ ମାଗିଥିଲେ ଏସ୍‌ଆଇ । ସନ୍ତୋଷ…