Browsing Tag

village problem

ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ମୋବାଇଲ ସେବା, ପାହାଡ଼ ଉପରେ ବସି ପାଠ ପଢୁଛନ୍ତି ପିଲା

ପାହାଡ଼ ଉପରେ ବସି ପାଠ ପଢୁଛନ୍ତି ପିଲା । ହାତରେ ମୋବାଇଲ ଫୋନ ସାଙ୍ଗକୁ ବହି ଖାତା ଧରି ନିଜ ଜୀବନକୁ ବାଜିରେ ଲଗାଇ ଉଚ୍ଚ ସ୍ଥାନରେ ବସିଛନ୍ତି । ସେପଟେ ଗଛ ଡାଳର ବିଭିନ୍ନ ସ୍ଥାନରେ ଝୁଲୁଛି ମୋବାଇଲ ଫୋନ । ଆପଣଙ୍କ ପାଖରେ ସିନା ମୋବାଇଲ ଫୋନ ସାଙ୍ଗକୁ ନେଟୱର୍କ ଅଛି । କିନ୍ତୁ କିଛି…

ଅପହଞ୍ଚ ଇଲାକା ଡଙ୍ଗାମରା ଗାଁର ଅକୁହା କଥା, ଟଙ୍କିକିଆ ଚାଉଳ ପାଇଁ ୩ କିମି ପାହାଡ଼ ଚଢୁଛନ୍ତି ଏଠାକାର ଲୋକେ

କଣ୍ଟାବାଞ୍ଜି: ଗରିବଙ୍କ ପାଇଁ ସରକାଙ୍କ ଅନେକ ଯୋଜନା । ସବୁ ଯୋଜନା ଭିତରେ ଗରିବଙ୍କ ଟଙ୍କିକିଆ ଚାଉଳ ସରକାରଙ୍କୁ ବଡ ସଫଳତା ଦେଇ ଆସିଛି । କାରଣ ଗରିବ ଲୋକେ ହାତ ପାଆନ୍ତରେ ଟଙ୍କିକିଆ ଚାଉଳ ପାଉଛନ୍ତି । ହେଲେ ସରକାରଙ୍କ ଅନେକ ଯୋଜନା ଏମିତି ବି ଅଛି ଗରିବଙ୍କ ପାଖରେ ପହଁଚିନାହିଁ । ନିରିହ…

ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ, ହେଲେ ସୁଧୁରୁନି ଦୁର୍ଦ୍ଦଶା

ବୌଦ୍ଧ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସୁଧୁରୁନି ଗାଁର ଅବସ୍ଥା । ରାସ୍ତା ପାଲଟିଛି ମରଣଯନ୍ତା । ନାଳ ଓ କାଦୁଅ ପଚ ପଚ ରାସ୍ତା ଯୋଗୁଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଯାତାୟତ କରୁଛନ୍ତି ସାତ ଖଣ୍ଡ ଗାଁ ଲୋକେ । ଅନେକ ବର୍ଷ ଧରି ନାଳରେ ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି…

ମିଳୁନି ମୋବାଇଲ୍‌ ନେଟଓ୍ଵର୍କ, ଗଛ ଉପରେ ଚଢ଼ି ଇଣ୍ଟରନେଟ ସାହାଯ୍ୟରେ ପାଠ ପଢ଼ୁଛନ୍ତି ଛାତ୍ର

ହରଭଙ୍ଗା: ଦେଶ ହୋଇଛି ଡିଜିଟାଲ । ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳରେ ଏମିତି ଅନେକ ଗାଁ ରହିଛି ଯେଉଁ ଗାଁରେ ଇଣ୍ଟରନେଟ ସେବା ନାହିଁ । ଏପରକି କିଛି ଗାଁର ଲୋକମାନେ ମୋବାଇଲ କଣ ଜାଣି ନାହାନ୍ତି । ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ…

ରାସ୍ତା ଉପରେ ପାଚେରୀ, ହୋଇପାରୁନି ଜଳ ନିଷ୍କାସନ

ଭଦ୍ରକ : ଜଳ ନିଷ୍କାସନରେ ବାଧକ ସାଜୁଛି ରାସ୍ତା ଉପରେ ପାଚେରୀ ନିର୍ମାଣ । ପ୍ରତିବାଦ କରିବାରୁ ମହିଳାମାନଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଂଚାୟତ ଅଧିନ କଣ୍ଡରାଗଡିଆ ଗାଁରେ । ଏହି ଗାଁର ଦୁଇଟି ପରିବାର ପକ୍ଷରୁ ରାସ୍ତା…

ଭଲ ରାସ୍ତା ନଥିବାରୁ ଏହି ଗାଁକୁ କିଏ ଝିଅ ଦିଅନ୍ତି ନାହିଁ କି, ଝିଅ ନିଅନ୍ତି ନାହିଁ

ହରଭଙ୍ଗା: ପ୍ରତିଦିନ ଏହି ବିଚିତ୍ର ଦୁନିଆରେ ଘଟିଚାଲିଛି ବିଭିନ୍ନ ବିଚିତ୍ର ଘଟଣା । ଯାହାକୁ ସହଜରେ ଜଣେ ଗ୍ରହଣ କରିବା ଅସମ୍ଭବ । ଏସବୁ କଥା ଭିତରେ ପୁଣି ଏକ ଘଟଣା ଯୋଡି ହୋଇଯାଇଛି । ଆମ ଆଖ ପାଖରେ ଅନେକ ମହିଳା ପୁରୁଷ ଥାନ୍ତି ବିବାହ କରିନଥାନ୍ତି । ହେଲେ ଏମିତି ଏକ ଗାଁ ଅଛି ଯେଉଁ…

ପୁଣି ଦେଖା ଗଲାଣି ଅଜଣା ରୋଗର ଆତଙ୍କ, ଚିନ୍ତାରେ ଗାଁ ଲୋକେ

ରାୟଗଡା(କେନ୍ୟୁଜ): ଗାଁ ସାରା ବ୍ୟାପିଯାଇଛି ଅଜଣା ରୋଗ । କେହି କିଛି ବୁଝିବା ପୂର୍ବରୁ ଶୂନ୍ୟ ହୋଇ ଯାଉଛି ମା’ର କୋଳ । ଅଜଣା ରୋଗରେ କେଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ଅନେକ ରୋଗରେ ପଡ଼ି ଯନ୍ତ୍ରଣାରେ ଛଟପଟ୍‌ ହେଉଛନ୍ତି । ଖାଇ ପାରୁ ନାହାନ୍ତି କୁନି କୁନି ପିଲା । ଏନେଇ ପୂରା…

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ନଦୀ ଖନନ କାର୍ଯ୍ୟକୁ ନଜର ଦିଆଯାଉନି, ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ଆସିଛି…

କଟକ(କେନ୍ୟୁଜ):  ବର୍ଷାଦିନ ଆସିବା ମାତ୍ରେ ନଦୀ କୁଳିଆ ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଦେଖିବାକୁ ମିଳେ । ପ୍ରତିବର୍ଷ ଏହି ନଦୀରେ ବନ୍ୟା ଆସିଲେ ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ଦୁର୍ଦ୍ଦସାରେ ପଡନ୍ତି । ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ଚଳିତ ବର୍ଷ ଏହି…

ଚାଷ ଜମିରେ ଚୁଆ ଖୋଳି ଦୂଷିତ ପାଣିକୁ ସଂଗ୍ରହ କରୁଛନ୍ତି ଗାଁ ଲୋକେ, ଫେଲ୍‌ ମାରିଛି ପାନୀୟ ଜଳ ପ୍ରକଳ୍ପ

ନୂଆପଡା (କେନ୍ୟୁଜ): ଦୁର୍ଗମ ପାହାଡିଆ ଅଂଚଳରେ ଗ୍ରୀଷ୍ମ ପୂର୍ବରୁ ଲୋକଙ୍କ ଜଳ କଷ୍ଟ ବୃଦ୍ଧି ପାଇବାରେ ଲାଗିଛି । ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ଲୋକେ । ନୂଆପଡା ଜିଲା କୋମନା ବ୍ଲକ ଦୁର୍ଗମ ଭୁରୁଆମୁଣ୍ଡା ବୀରସିଂପଡା ଗାଁରେ ପାନୀୟ ଜଳ ସମସ୍ୟା…

ନେଟଓ୍ଵାର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି ଏଠାକାର ଲୋକେ, ଡିଜିଟାଲ ଯୁଗରେ ଭୋଗୁଛନ୍ତି ଅନେକ ସମସ୍ୟା

ସୋରଡା (କେନ୍ୟୁଜ): ପୃଥିବୀର କୋଣ ଅନୁକୋଣରେ ବତ୍ତର୍ମାନ ଇଣ୍ଟରନେଟ ମିଳୁଛି, ଯେଉଁଥିପାଇଁ ସାରା ଦୁନିଆର ଖବର ମାତ୍ର କେଇ ମିନଟରେ ଆମ ପାଖରେ ପହଞ୍ଚି ପାରୁଛି । କିନ୍ତୁ ଆଜିର ଦୁନିଆରେ ଏପରି କିଛି ଗାଁ ରହିଛି ଯେଉଁଠାରେ ଏବେ ବି ନେଟଓ୍ଵାର୍କ ନାହିଁ । ଇଣ୍ଟରନେଟ ଦ୍ୱାରା ଖବର ପାଇବେ କଣ…

ଗୋଟିଏ ଗାଁରେ ଲାଗିଛି ଦୁଇଟି ଜିଲ୍ଲାର ବୋର୍ଡ, ସମସ୍ୟାରେ ପଡ଼ିଛନ୍ତି କୁଲାବେଡ଼ା ଗାଁର ଅଧିବାସୀ

ମାଲକାନଗିରି (କେନ୍ୟୁଜ୍‌) :ଗାଁ ଗୋଟିଏ କିନ୍ତୁ ଜିଲ୍ଲା ଦୁଇଟି । କଥାଟା ବିଶ୍ୱାସ ହେଉନଥିଲେ ବି ସମ୍ପୂର୍ଣ୍ଣ ସତ । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲି ଗ୍ରାମପଞ୍ଚାୟତରେ ରହିଛି କୁଲାବେଡ଼ା ଗାଁ । ଏହି ଗାଁ ମଝିରେ ଲାଗିଛି ଦୁଇଟି ଜିଲ୍ଲାର ବୋର୍ଡ । ମାଲକାନଗିରି…

ଚାରିଆଡେ ଘନ ଅନ୍ଧାର: ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଆଦିବାସୀ ପିଲା

ସୁନ୍ଦରଗଡ(କେନ୍ୟୁଜ): ଚାରିଆଡେ ଘନ ଅନ୍ଧାର, ତାରି ଭିତରେ ଜଳୁଛି ଡିବିରି ଆଉ ମହମବତୀର ମିଂଜି ମିଂଜି ଆଲୁଅ । ଏହି ଆଲୁଅ ଚାରିପଟେ ଖାତା ବହି ଧରି ନିଜ ଭବିଷ୍ୟତ ଗଢିବାରେ ଚେଷ୍ଟା କରୁଛନ୍ତି ଆଦିବାସୀ ପିଲା । ହାତରେ ମହମବତୀ ଧରି ବହିକୁ ପାଖକୁ ନେଇ ୨ଦିନ ପରେ ହେବାକୁ ଥିବା ମ୍ୟାଟ୍ରିକ…