Browsing Tag

viral entertainment

ରଣବୀର କପୁରଙ୍କୁ ସାମ୍ନାରେ ଦେଖି ଇମୋସ୍‌ନାଲ ହେଲେ ଜିତେନ୍ଦ୍ର, ସ୍ନେହରେ କଲେ ଆଲିଙ୍ଗନ

ବଲିଉଡରେ ଭଲ ବନ୍ଧୁତା ବହୁତ କମ୍‌ ଦେଖିବାକୁ ମିଳିଥାଏ, କିନ୍ତୁ ଜିତେନ୍ଦ୍ର ଏବଂ ରିଷି କପୁରଙ୍କ ମଧ୍ୟରେ ବନ୍ଧୁତା କାହାଠାରୁ ଅଛୁପା ନୁହେଁ । ଦୁହିଁଙ୍କ ମଧ୍ୟରେ ବହୁତ ଗଭୀର ବନ୍ଧୁତା ଥିଲା ଏବଂ ସେମାନେ ଅନେକ ପାର୍ଟିରେ ଏକାଠି ଦେଖାଯାଆନ୍ତି । ଭେଟେରାନ ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କୁ…

ପତ୍ନୀ ଶୁରାଙ୍କ ସହ ଅରବାଜ ଖାନ କଲେ ଟ୍ୱିନିଙ୍ଗ, ଭାଇରଲ ହେଉଛି ଫଟୋ

ଅରବାଜ ଖାନ ତାଙ୍କ ନବ ବିବାହିତା ପତ୍ନୀଙ୍କ ସହିତ ନିଜ ଜୀବନକୁ ଖୁବ ଉପଭୋଗ କରୁଛନ୍ତି । ବିବାହ ପରଠୁ ଉଭୟଙ୍କୁ ପ୍ରାୟ ପ୍ରତିଦିନ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଅରବାଜ ଖାନ ଏବଂ ଶୁରା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଦୁହେଁ ସବୁବେଳେ ଏକାଠି ନଜର ଆସୁଛନ୍ତି । ଏହି ନବ…

ସନି ଦେଓଲଙ୍କ ‘ଗଦର ୨’କୁ ନେଇ ଏମିତି ରିଆକ୍ସନ ଦେଲେ ପାକିସ୍ତାନ ଜନତା

ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିବା ସହ ଜବରଦସ୍ତ ରୋଜଗାର କରିବାରେ ଲାଗିଛି । ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନର କିଛି ଲୋକ ‘ଗଦର ୨’ର ଆକ୍ସନ୍‌ ସିନ୍‌କୁ ନେଇ ରିଆକ୍ସନ ଦେଇଛନ୍ତି । ‘ଗଦର ୨’ ଫିଲ୍ମର ଏକ…

୫୦ ବର୍ଷ ବୟସରେ ବାପା ହେଲେ ଅପୂର୍ବ ଅଗ୍ନିହୋତ୍ରୀ, ବିବାହର ୧୮ ବର୍ଷ ପରେ ମା’ ହେଲେ ଶିଳ୍ପା ସକଲାନୀ; ଭିଡିଓ ସେୟାର…

ଟିଭି ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଓ ଅଭିନେତ୍ରୀ ଶିଳ୍ପା ସକଲାନୀ ଗ୍ଲାମର ଜଗତର ସବୁଠାରୁ ଚର୍ଚ୍ଚିତ କପଲ। ଉଭୟ ଇଣ୍ଡଷ୍ଟ୍ରୀର ଜଣାଶୁଣା ଦମ୍ପତି। ୧୯୯୭ରେ ଆସିଥିବା ଫିଲ୍ମ 'ପରଦେଶ'ରୁ ଅଭିନେତା ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ୫୦ତମ ଜନ୍ମଦିନ ଅବସରରେ ଫ୍ୟାନ୍‌ମାନଙ୍କୁ…

ଜନ୍ମର ୩ ମାସ ପରେ ଝିଅର ମୁହଁ ଦେଖାଇଲେ ଗୁର୍‌ମିତ ଓ ଦେବିନା, ‘ଲିୟାନା’କୁ ଟେକି ଧରି ଦୁହେଁ କଲେ କିସ୍‌

ଅନେକ ବର୍ଷ ତଳେ ଟିଭିରେ ରାମ ଏବଂ ସୀତା ଭୂମିକାରେ ଜବରଦସ୍ତ ଅଭିନୟ କରିଥିବା ଗୁର୍‌ମିତ ଚୌଧୁରୀ ଓ ଦେବିନା ବାନାର୍ଜୀ ବର୍ତ୍ତମାନ ସମୟରେ ପ୍ୟାରେଣ୍ଟସ୍‌ହୁଡକୁ ଏନ୍‌ଜୟ କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ ୩ରେ ସେମାନେ ଏକ ଶିଶୁ କନ୍ୟାର ବାପା, ମାଆ ହୋଇଥିଲେ। ଝିଅକୁ ୩ ମାସ ହେବା ପରେ ଏବେ…

ନୂଆ ବୋହୂ ଅଙ୍କିତା ଲୋଖଣ୍ଡେଙ୍କର ଭାଙ୍ଗିଗଲା ଗୋଡ଼, ତଥାପି ସାହସର ସହ କଲେ ମଜାଦାର ଡ୍ୟାନ୍ସ; ଏମିତି ଅବସ୍ଥା ଦେଖି…

ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ତଥା ‘ପବିତ୍ର ରିସ୍ତା’ ଫେମ୍‌ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଅଭିନେତ୍ରୀ ସବୁବେଳେ ପ୍ରାୟତଃ ନିଜର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। ନିକଟରେ ଫିଲ୍ମ 'ରାଜା ହିନ୍ଦୁସ୍ତାନୀ'ର ଗୀତ 'ପରଦେଶୀ ପରଦେଶୀ…

‘ଆପଣଙ୍କ ଗୀତ ଶୁଣିବାଠୁ ଭଲ ମୁଁ ବିଷ ପିଇଦେବି’, ଟୋନିଙ୍କ ନୂଆ ଗୀତ ଶୁଣି ଏଭଳି କମେଣ୍ଟ ଦେଲେ ଦର୍ଶକ

ସିଙ୍ଗର ଟୋନି କକ୍କଡ ଏବେ ନିଜ ଗୀତକୁ ନେଇ ରହୁଛନ୍ତି ସବୁବେଳେ ଚର୍ଚ୍ଚାରେ। ଅନେକ ଦର୍ଶକ ଗୀତକୁ ନେଇ ତାଙ୍କୁ ଟ୍ରୋଲ କରୁଛନ୍ତି। ଏବେ ଟୋନିଙ୍କର ଏକ ନୂଆ ଗୀତ କାଣ୍ଟା ଲାଗା ରିଲିଜ ହୋଇଛି। ଯେଉଁଥିରେ ନେହା କକ୍କଡ ଲିଡ ଫେସ ଭାବେ ସାମ୍ନାକୁ ଆସିଛନ୍ତି । ହନି ସିଂ ମଧ୍ୟ ଏହି ଗୀତରେ ନଜର…