Below header
Browsing Tag

Viral video

ଆପଣଙ୍କ ପାଖରେ କେମିତି ପହଞ୍ଚେ କାର ଓ ବାଇକ୍‌, ଭିଡିଓ ସେୟାର କରି ଦେଖାଇଲା ରେଲୱେ

ଏବେ ଯାହା ପାଖରେ ଦେଖ କାର କିମ୍ବା ବାଇକ୍‌ ନିଶ୍ଚିତ ଥିବ। ଏହି ଗାଡ଼ିଗୁଡ଼ିକୁ ଲୋକମାନେ ନିକଟସ୍ଥ ଶୋରୁମ୍‌ କିମ୍ବା ଡିଲରଙ୍କ ଠାରୁ କିଣିଥାନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି, ଶୋରୁମ୍‌ ଯାଏଁ ଏସବୁ ଗାଡ଼ି ଆସେ କେମିତି ? ଆପଣ ଭାବୁଥିବେ ବଡ଼ ବଡ଼ ଟ୍ରକରେ ଗାଡ଼ିଗୁଡ଼ିକୁ ଲଦା ଯାଇ ଅଣାଯାଏ।…

କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି…

ଭୟଙ୍କର ଘୂର୍ଣ୍ଣିଝଡ଼ ଉଡାଇନେଲା ଘର, ଦେଖନ୍ତୁ ଭିଡିଓ

ପ୍ରକୃତି ସାମ୍ନାରେ ସବୁ ନିୟମ ଫିକା ପଡିଯାଏ। ପ୍ରକୃତି କେତେ ବେଳେ ନିଜର ମିଜାଜ ବଦଳାଏ, ତାହା କେହି ଜାଣିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଏମିତି ବିନାଶ କରିସାରିଛି, ଯାହାର ଛାପ ଏଯାଏଁ ମଧ୍ୟ ରହିଛି। ବାତ୍ୟା, ବନ୍ୟା, ଭମିକମ୍ପ ଇତ୍ୟାଦି ପ୍ରକାରର ବିଭୀଷିକା ମଣିଷ ଦେଖିସାରିଛି।…

କୁକୁରକୁ ଆଉଁସୁଥିବା ମାଲିକ ଉପରେ ରାଗିଗଲା ପୋଷା କଇଁଛ, ପାଖକୁ ଆସି କଲା ଏମିତି କାମ; ଦେଖନ୍ତୁ ମଜାଦାର ଭିଡିଓ

ପୋଷା ଜୀବଜନ୍ତୁ ବହୁତ ସ୍ନେହୀ ହୋଇଥାନ୍ତି। ପଶୁ ହେଲେ ବି ସେମାନଙ୍କ ଭିତରେ ଭାବନା ଓ ଇମୋସନ୍‌ ରହିଛି। ଏଣୁ ସେମାନେ ମଣିଷର ମୁହଁ ଦେଖି ସେମାନଙ୍କ ମାନସିକ ଅବସ୍ଥା ବୁଝିପାରନ୍ତି। ବେଳେ ବେଳେ ପୋଷା ଜୀବଜନ୍ତୁ ମନ ଖରାପ ଥିବା ମାଲିକ ପାଖରେ ଆସି ଏମିତି ବ୍ୟବହାର କରନ୍ତି, ସତରେ ଯେମିତି…

ଟ୍ରେନରୁ ହଠାତ୍‌ ଡେଇଁ ପଡିଲେ ଯୁବତୀ, କେହି କିଛି ବୁଝିବା ଆଗରୁ ଡେଇଁଲେ ଆଉ ଦୁଇଜଣ ଯୁବତୀ: ଦେଖନ୍ତୁ ଭିଡିଓ

ମୃତ୍ୟୁ କେତେ ବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ ତାହା କେହି ଜାଣନ୍ତି ନାହିଁ। ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ନିଶ୍ଚିତ ଦେଖିଥିବେ ନିଶ୍ଚିତ। ଏବେ ଆଉ ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ମୁମ୍ବାଇରେ ଚଳନ୍ତା ଟ୍ରେନ ତଳେ ପଡୁ ପଡୁ…

ପ୍ରଥମ ଥର ପାଇଁ ଚଲା ଶିଖୁଛି ଛୁଆ ହାତୀ, ତଳେ ପଡ଼ୁଛି କିନ୍ତୁ ପୁଣି ଉଠି ଠିଆ ହେଉଛି; ଦେଖନ୍ତୁ କ୍ୟୁଟ୍‌ ଭିଡିଓ

ସୋସିଆଲ ମିଡିଆ ଏବେ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି କହିଲେ ଭୁଲ ହେବ ନାହିଁ। କାହିଁକି ନା ଏଠାରେ ଆମେ ସବୁ ପ୍ରକାରର ଫଟୋ ଓ ଭିଡିଓ ଦେଖିବାର ସୁଯୋଗ ପାଇଥାଉ। ମନ ଭଲ ନ ଥିବା ବେଳେ ଫୋନ୍‌ ଦେଖିଲେ ଆମ ମାଇଣ୍ଡ ଡାଇଭର୍ଟ ହୋଇଯାଏ। ଅର୍ଥାତ୍‌ ଆମେ ଅନ୍ୟମନସ୍କ ହୋଇ ଅଲଗା କଥା ଭାବିଥାଉ, ଯାହା…

ସ୍କୁଟିରେ ଆସି ପ୍ରେମିକାର ଫୋନ୍‌ ଛଡ଼ାଇ ନେଲା ପ୍ରେମିକ, କିନ୍ତୁ ବେଳା ଖରାପ ଧରାପଡ଼ିଗଲା; ଭିଡିଓରେ ଦେଖନ୍ତୁ ତା’ ପରର…

ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହି ଭିଡିଓଟି ଏକ ପ୍ରେମିକ-ପ୍ରେମିକାଙ୍କ ସହ ଜଡ଼ିତ। ଏଥିରେ ଏମିତି ଜିନିଷ ଘଟିଛି, ଯାହା କେହି କେବେ ସ୍ୱପ୍ନରେ ବି ଚିନ୍ତା କରି ନଥିବେ। ଏଥିରେ ଏକ ପ୍ରେମିକ ନିଜ ପ୍ରେମିକାର ଫୋନ୍‌…

ବରଣମାଳା ପକାଇବା ବେଳେ ବର ଗାଲରେ ଠୋ ଠୋ କରି ଚାପୁଡ଼ା କସି ଦେଲା ଝିଅ, ବନ୍ଦ ହେଲା ବାହାଘର; ଦେଖନ୍ତୁ ଭିଡିଓ

ବିବାହ ବେଳର ଅନେକ ମଜାଦାର ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିଛି ଭିଡିଓରେ ବର ଓ ବଧୂ ଉଭୟେ ବେଶ୍‌ ପ୍ରେମରେ ଥାଆନ୍ତି ତ ଆଉ କିଛିରେ ଗରମ ମିଜାଜ୍‌ରେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ବୋହୂର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ବୋହୂଟି ବରଣ ମାଳା…

ଦେଖୁ ଦେଖୁ ଚଳନ୍ତା ଟ୍ରେନ୍‌ ଭିତରକୁ ପଶି କଟିଗଲେ କନେଷ୍ଟବଳ, କାରଣ କେହି ବି ବୁଝିପାରୁନାହାନ୍ତି; ଦେଖନ୍ତୁ ଛାତିଥରା…

ମୃତ୍ୟୁ... କେତେବେଳେ, କେମିତି ଆଉ କାହା ପାଇଁ ଆସିବ କେହି କହିପାରିବେ ନାହିଁ। ଉତ୍ତର ପ୍ରଦେଶର ଆଗ୍ରାରେ ଏମିତି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ଦେଖା ଯାଇଛି ଯେ ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ କନଷ୍ଟେବଳଙ୍କ ମୁଣ୍ଡ ବୁଲାଇବାରୁ ସେ ଚଳନ୍ତା ଟ୍ରେନ୍‌ ତଳେ ଖସି ପଡ଼ିଛନ୍ତି।…

ପାର୍କିଙ୍ଗରେ ଛିଡା ହୋଇଥିଲା କାର, ବିନା ଡ୍ରାଇଭରରେ ହଠାତ୍‌ ଚାଲିଲା ! ଆଉ ତାପରେ କଣ ହେଲା ଦେଖନ୍ତୁ

ସୋସିଆଲ ମିଡିଆରେ ଆପଣ ରୋଡ ଆକ୍ସିଡେଣ୍ଟର ଅନେକ ଭିଡିଓ ଦେଖିଥିବେ। ପ୍ରାୟ ସମୟରେ ଇଣ୍ଟରନେଟରେ ରୋଡ ଆକ୍ସିଡେଣ୍ଟର ଭିଡିଓ ଭାଇରାଲ ହୋଇଥାଏ। ଯେଉଁଥିରୁ ଅନେକ ଭିଡିଓ ଏମିତି ଅଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠେ। କିଛି ଦୁର୍ଘଟଣା ଏତେ ଭୟଙ୍କର ହୋଇଥାଏ ଯେ ଯାହାକୁ ଦେଖି ଲୋକଙ୍କ ମନରେ…

ବିମାନରେ ମାସ୍କ ଦରକାର ନାହିଁ! ପାଇଲଟ୍‌ଙ୍କ ମୁହଁରୁ କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ଏମିତି ହେଲେ ଯାତ୍ରୀ…

ଆମେରିକାରେ ବର୍ତ୍ତମାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ। ଏଣିକି ଯାତ୍ରୀମାନେ ବିମାନ, ମେଟ୍ରୋ ଟ୍ରେନ୍‌ ଏବଂ ବସ୍‌ରେ ବିନା ମାସ୍କରେ ବି ଯାତ୍ରା କରି ପାରିବେ। ଆମେରିକାର ଏକ କୋର୍ଟ ସାର୍ବଜନୀନ ପରିବହନ ନିମନ୍ତେ ମାସ୍କ ବାଧ୍ୟତାମୂଳକ ନିୟମକୁ ରଦ୍ଦ କରି ଦେଇଛନ୍ତି। ଏହାରି…

ଫେୟାରେଓ୍ଵଲ ସ୍ପିଚ ଦେଉଥିବା ସମୟରେ ହୋଇଗଲେ ଇମୋସନାଲ, ଭିଡ଼ିଓ ହେଉଛି ଖୁବ ଭାଇରାଲ

କର୍ମ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାମ କରିବା ପରେ ସେଠାରୁ ଦିନେ ଛାଡ଼ି ଚାଲିଯିବା ଜଣେ କର୍ମଚାରୀ ପାଇଁ ବହୁତ କଷ୍ଟ ହୋଇଥାଏ। ସେଠାରେ ସେ ନିଜ ଅଫିସ ଦାୟିତ୍ୱ କେବଳ ସମ୍ଭାଳିନଥାଏ ବରଂ ତା ଜୀବନର ଅଧିକାଂଶ ସମୟ ସେଠାରେ ବିତାଇଥାଏ। ଏକ ପରିବାରର ସଦସ୍ୟ ଭଳି ସେ ସେଠାରେ ରହି କାମ କରେ। ଆଉ…