‘୧୦୦ ମିଲିୟନ’ କ୍ଲବରେ ସାମିଲ ହେଲେ ବିରାଟ କୋହଲି, ଶେୟାର କଲେ ଏହି ଖାସ୍ VIDEO
ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ନିକଟରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଏଥର କ୍ରିକେଟ ପିଚ୍ଠୁ ଦୂରେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ୧୦୦ ମିଲିୟନ(୧୦ କୋଟି) ଫଲୋୟର୍ସ ଛୁଇଁବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଏପରି କି, ଏହି ସଫଳତା ହାସଲ କରିବାରେ ବି ସେ…