Browsing Tag

water crisis

Mumbai Water Crisis: ସମୁଦ୍ର ପାଣିରୁ ବାହାରିବ ମିଠା ପାଣି ! ମୁମ୍ବାଇରେ ଆସୁଛି ଡିସାଲିନେସନ୍ ପ୍ଲାଣ୍ଟ

ମୁମ୍ବାଇ: ସମୁଦ୍ର ପାଣିରୁ ବାହରିବ ମିଠା ପାଣି । ମୁମ୍ବାଇରେ ଜଳର ଚାହିଦା ଯୋଗାଣ ବଢ଼ିଚାଲିଥିବାରୁ ଏବେ ସମୁଦ୍ର ପାଣିକୁ ବ୍ୟବହାର କରିବା ପାଇଁ ଯୋଜନା କରାଯାଉଛି । ବିଶେଷ କରି ୨୦୦୯ ମସିହାରେ ଦେଖାଦେଇଥିବା ପ୍ରବଳ ଜଳାଭାବ ପରେ ମୁମ୍ବାଇର ଏହି ଡିସାଲିନେସନ୍ ବା ଲୁଣାପାଣିକୁ ମିଠାପାଣି…

ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଜଳକଷ୍ଟ ଦୂର କଲା ବେଦାନ୍ତ, ମିଳୁଛି ବିଶୁଦ୍ଧ ପାନୀୟ ଜଳ

ରାୟଗଡ଼ା: ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଦୂର ହୋଇଛି ଜଳକଷ୍ଟ । ଖରା ଦିନ ଆସିଲେ ପାଣି ପାଇଁ ଡ଼ହଳ ବିକଳ ହେଉଥିବା ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି ସୌର ଶକ୍ତି । ରାୟଗଡ଼ାର ଜିଲ୍ଲାର କାଶୀପୁର ବ୍ଲକ ଓ କଳାହାଣ୍ଡିର ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଭଳି ଅଞ୍ଚଳରେ ବେଦାନ୍ତ ପକ୍ଷରୁ ସୋଲାର…

ବର୍ଷ ସାରା ପିଇବା ପାଣି ପାଇଁ ଲୋକେ ହେଉଛନ୍ତି ଡହଳବିକଳ

ଯାଜପୁର: ଏ ହେଉଛି ଦଶରଥପୁର ବ୍ଲକ କୟାଁ ପଞ୍ଚାୟତର ଦରଭା ଗାଁ । ଯେଉଁଠି ରାତି ପାହିଲେ ଖୋଜା ଚାଲେ ପାଣି । ଟିୱେଲ ମାଡିଲେ ବାହାରୁଛି ଦୁର୍ଗନ୍ଧ ଯୁକ୍ତ କ୍ଷାରୁଆ ଆଉ ଲୁଣିପାଣି । ବୋରୱେଲ ବି ଠିକରେ କାମ କରୁନି । ସେଥିରୁ ବି ନାଲିପାଣି ବାହାରୁଛି । ପାଣି ପାଇଁ ପାଣି ଡବା ନକିଣିଲେ ତ୍ରାହି…

ମିଠାମକା ଚାଷ ପାଇଁ ପ୍ରସିଦ୍ଧ କଦଳୀପାଳ ଗାଁ, ଏବେ ଜଳସେଚନର ଅଭାବ ମକା ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଛି

କାମାକ୍ଷାନଗର: ଢେଙ୍କାନାଳ କାମାକ୍ଷାନଗର ବ୍ଲକର କଦଳୀପାଳ ଗାଁ l ଯେଉଁ ଗାଁ ଏବେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ସ୍ୱାବଲମ୍ବୀ କରିପାରୁଛି ଚାଷୀ ସାରା ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରସିଦ୍ଧ ଲାଭ କରିଛି l ଗାଁର ଏକର ଏକର ଜମି ରେ ମିଠାମକା ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି…

ସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ

ଅବଗଣନା ଆରମ୍ଭ ।  ଆଉ ମାତ୍ର ୨୫ ବର୍ଷ ।  ସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ ।  ମାନବ ଇତିହାସରେ ପ୍ରଥମଥର ପାଇଁ ଜଳଚକ୍ରରେ ପାର୍ଥକ୍ୟ ସୃଷ୍ଟି ହୋଇଥିବା ବେଳେ ଭାରତ, ଚୀନ ଭଳି ଜନବହୁଳ ଦେଶକୁ ଜଳ ସଙ୍କଟ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଜଳଚକ୍ରରେ ସୃଷ୍ଟି…

ସ୍କୁଲରେ ଅଚଳ ହୋଇ ପଡ଼ିଛି ନଳକୂପ, ପିଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଯୋଗାଉଛନ୍ତି ପାଣି

କେନ୍ଦୁଝର : ମୁଣ୍ଡରେ ପାଣି ଗଗରା ଧରି ଜଣକ ପଛକୁ ଜଣେ ଧାଡ଼ି ହୋଇ ସ୍କୁଲ ସାମ୍ନାରେ ଠିଆ ହୋଇଛନ୍ତି । ଆପଣ ଭାବୁଥିବେ ଅଭିଭାବକ ମାନଙ୍କର ଏହି ସ୍କୁଲ୍ ସାମ୍ନାରେ କାମ କ’ଣ । ଏମାନେ ଏପରି ପାଣି ଗଗରା ମୁଣ୍ଡରେ ବୋହି ସ୍କୁଲ୍ ଗେଟ୍ ସାମ୍ନାରେ ଠିଆ ହୋଇଛନ୍ତି କାହିଁକି ! ପିଲାମାନେ ସ୍କୁଲ୍ ରେ…

ଚାଷୀଙ୍କ କାମରେ ଆସୁନାହିଁ ଚେକ ଡ୍ୟାମ, ଶୀଘ୍ର ମରାମତି ପାଇଁ ଚାଷୀଙ୍କର ଦାବି

କଣ୍ଟାମାଳ: ପ୍ରକଳ୍ପ ଅଛି l କେନାଲ ମଧ୍ୟ ଅଛି l କିନ୍ତୁ ଚାଷୀଙ୍କ ଜମିକୁ ପାଣି ମାଡି ପାରୁନାହିଁ l ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରି ପଂଚାୟତର ଡୋଳାବାଲି ଗାଁରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଚେକ ଡ୍ୟାମ l ହେଲେ ମରାମତି ଅଭାବରୁ ଏହି ପ୍ରକଳ୍ପ…

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି ଟାଙ୍କି ପାଖରେ ଗରା, ବାଲଟି ଧରି ଲୋକଙ୍କୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି । ଗୋଟିଏ ପାଣି ଟ୍ୟାଙ୍କର ଲାଗିଲେ ଶହଶହ ଲୋକ ପାଣି ପାଇଁ ହାଜର ହୋଇ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ…

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ ଆସୁନି ପାଣି । ଟ୍ୟାଙ୍କର ଉପରେ ଭରସା । ଏ ଚିତ୍ର ଦିଲ୍ଲୀ ଗୋବିନ୍ଦପୁର ଏବଂ ଓଖାଲା ଅଞ୍ଚଳର । ପାଣି ଟ୍ୟାଙ୍କର ଉପରେ ୫୦ରୁ ଅଧିକ ଲୋକ । ପାଇପ ପକାଇବାକୁ ଛଡ଼ାମଡ଼ା ।…

ହିମାଚଳ ପ୍ରଦେଶ ଦିଲ୍ଲୀକୁ ଛାଡ଼ିବ ୧୩୭ କ୍ୟୁସେକ୍‌ ପାଣି, ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ଦିଲ୍ଲୀ ପାଇଁ ଆଶ୍ୱସ୍ତିଜନକ ଖବର । ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ୧୩୭ କ୍ୟୁସେକ୍ ଜଳ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାପରେ ବର୍ତ୍ତମାନ ହିମାଚଳ ପ୍ରଦେଶ ଶୁକ୍ରବାରଠାରୁ ପୂରା ମାସ ପାଇଁ ଦିଲ୍ଲୀକୁ ଜଳ ଛାଡ଼ିବ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ହରିୟାଣା ଏଥିରେ…

ଦିଲ୍ଲୀରେ ପାଣି ନାହିଁ, ଗମ୍ଭୀର ଜଳ ସଙ୍କଟ ପାଇଁ ଦାୟୀ ହରିୟାଣା ! ସୁପ୍ରିମ୍‌କୋର୍ଟ ଯିବେ କେଜ୍ରିଓ୍ଵାଲ ସରକାର

ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ଗମ୍ଭୀର ଜଳ ସଙ୍କଟ । ଗତ କିଛି ଦିନ ହେବ କେତେକ ଅଞ୍ଚଳକୁ ପାଣି ଯୋଗାଣ ହୋଇପାରୁ ନାହିଁ । ଏଭଳି ସ୍ଥିତି ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ହରିୟାଣାକୁ ଦାୟୀ କରିଛି । ହରିୟାଣାରୁ ଦିଲ୍ଲୀକୁ ଯମୁନା ପାଣି ଛଡ଼ା ନ ଯିବା ଏହାର ବଡ଼ କାରଣ ବୋଲି ଆପ୍‌ କହିଛି ।…

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ । ଯଦି ଆପଣ ଗାଡି ଧୋଉଥିବା କିମ୍ବା ଘରର ଟାଙ୍କି ଓଭରଫ୍ଲୋ ହେବା ସମୟରେ ଧରାପଡିଲେ ତେବେ ମଧ୍ୟ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ ଟିମ୍‌ ଏହି କାମ…