ସାମ୍ନାକୁ ଆସିଲା ତାପସୀ ଓ ମାଥିଆସଙ୍କ ବିବାହର ପ୍ରଥମ ଭିଡିଓ, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ଭିନ୍ନ ଲୁକ୍
ଗତ କିଛି ଦିନ ହେବ ବଲିଉଡର ଦମ୍ଦାର ଅଭିନେତ୍ରୀ ତାପସୀ ପନ୍ନୁ ହେଡଲାଇନରେ ରହିଛନ୍ତି । ସିକ୍ରେଟ୍ ମ୍ୟାରେଜ୍ ଯୋଗୁ ତାପସୀ ପନ୍ନୁ ଚର୍ଚ୍ଚାରେ ଅଛନ୍ତି । ତେବେ 'ବେବି', 'ପିଙ୍କ', 'ମନମାରଜିଆନ୍', 'ଡଙ୍କି' ଭଳି ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ଜଣାଶୁଣା ଏହି ଅଭିନେତ୍ରୀ ତାଙ୍କ ବିବାହର…