Browsing Tag

weight gain

ଥଣ୍ଡା ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି ହୁଏ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲୋକମାନଙ୍କର ଥଣ୍ଡା ପାଣି ପିଇବାକୁ ନେଇ ବିଶ୍ୱାସ ରହିଛି ଯେ ଏହାକୁ ପିଇବା ଦ୍ୱାରା ଓଜନ ବଢିଯାଏ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଯେତେବେଳେ ଆମେ ଥଣ୍ଡା ପାଣି ପିଇଥାଉ, ସେତେବେଳେ ଆମ ଶରୀର ଗରମ ରଖିବା ପାଇଁ ଅଧିକ କ୍ୟାଲୋରୀ ଦରକାର ହୋଇଥାଏ ଏବଂ ଯାହାଫଳରେ ଓଜନ ମଧ୍ୟ ବଢିଥାଏ ।…

ଅଜବ ଘଟଣା : ପତ୍ନୀଙ୍କ ଓଜନ ବଢ଼ିବାରୁ ରାଗରେ ଛାଡ଼ପତ୍ର ଦେଲେ ସ୍ୱାମୀ, ମାମଲା ଶୁଣି ପୋଲିସ ବି ହୋଇଗଲା ଆଶ୍ଚର୍ଯ୍ୟ

ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହାକୁ ଏକ ଅଜବ ଘଟଣା ଆମେ କହିପାରିବା । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏଭଳି କିଛି କହିଛନ୍ତି ଯାହା ଫଳରେ ମହିଳା ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିବାକୁ…

ଓଜନ ବଢାଇବା ସହିତ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ସାଗୁଦାନା ,ଜାଣନ୍ତୁ ଏହାର ସୁଗୁଣ

ଆପଣମାନେ ଜାଣିଥିବେ ଅଧିକାଂଶ ଘରେ ସାଗୁ ବ୍ୟବହାର କରାଯାଇଥାଏ। ଏପରିକି ଅନେକ ବ୍ୟକ୍ତି ମଧ୍ୟ ଉପବାସ ସମୟରେ ସାଗୁ ସେବନ କରିଥାନ୍ତି। ସାଗୁରେ ପ୍ରସ୍ତୁତ ଖେଚୁଡି ହେଉ ବା ଖିରି ସ୍ୱାଦିଷ୍ଟ ଲାଗିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଅଧ୍ୟୟନ ଅନୁଯାୟୀ ସାଗୁ ଏପରି ଏକ…

ମାରାତ୍ମକ ହୋଇପାରେ ଓଜନ ବୃଦ୍ଧି! ଏହି ସବୁ ଗମ୍ଭୀର ରୋଗର ଆଶଙ୍କା ବଢ଼ିଯାଏ; ବେଳ ହୁଁ ହୋଇ ଯାଆନ୍ତୁ ସତର୍କ

ମୋଟାପଣ କାରଣରୁ କୌଣସି ବି ରୋଗ ଗମ୍ଭୀର ହେବାର ଆଶଙ୍କା ବଢ଼ି ଯାଇଥାଏ। ଯଦି ଆପଣଙ୍କ ଓଜନ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି, ତା’ ହେଲେ ଯଥାସମ୍ଭବ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ନଚେତ୍‌ ଡାଇବେଟିସ୍‌ରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ, ଗମ୍ଭୀର ରୋଗ ହେବାର ଆଶଙ୍କା ଅନେକ ଗୁଣା ବଢ଼ିଯିବ।…

ଶରୀରରେ ଏହିସବୁ କାରଣରୁ ବଢ଼ିନଥାଏ ଓଜନ, ଜାଣନ୍ତୁ

ଆଜିକାଲି ଓଜନ କମିବା ସମସ୍ୟାକୁ ନେଇ ଅନେକ ଚିନ୍ତାରେ ଅଛନ୍ତି । କେତେଜଣ ଓଜନ ବଢ଼ାଇବା ପାଇଁ ଖାଦ୍ୟ ଠିକ ପରିମାଣରେ ଖାଉଥିଲେ ମଧ୍ୟ ତାଙ୍କ ଶରୀରରେ ଓଜନ କମି ନଥାଏ । ଏହାକୁ ନେଇ କେତେଜଣ ମାନସିକ ଅବସାଦକୁ ମଧ୍ୟ ଚାଲିଯାଆନ୍ତି । ଓଜନ କମିବା ଦ୍ୱାରା ଶରୀରରେ ରୋଗ ଜନିତ ସମସ୍ୟା ଆରମ୍ଭ…

ଆପଣଙ୍କ ନିଦରେ ଯଦି ୧୫ ମିନିଟ୍ କମ୍ ହୁଏ, ତେବେ ବଢିଯିବ ମୋଟାପଣ, ରକ୍ତଚାପ ଏବଂ ହାର୍ଟ ରୋଗ

ଓଜନ କମ୍ କରିବା କଥା ଆସିବା ମାତ୍ରେ ଆମେ ପ୍ରଥମେ ଡାଏଟ ଉପରେ ଧ୍ୟାନ ଦେଇଥାଉ। ୱାର୍କଆଉଟ ଉପରେ ଫୋକସ କରୁ। ଛୋଟରୁ ଛୋଟ କଥା ଉପରେ ଆମର ଧ୍ୟାନ ଯାଇଥାଏ, କିନ୍ତୁ ନିଦ ଶରୀର ପାଇଁ ବେଶ ଜରୁରୀ ହେବା ସତ୍ତ୍ବେ ତା ଉପରେ ଆମର ବିଲକୁଲ ଧ୍ୟାନ ନଥାଏ। ଆମକୁ ଯଦି କମ୍ ନିକ ହୁଏ, ତେବେ ଓଜନ ବଢିବାର…

ଗର୍ଭନିରୋଧକ ବଟିକା ଖାଇଲେ ଓଜନ ବଢ଼େ କି? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇବାକୁ ମହିଳାମାନେ ଗର୍ଭନିରୋଧକ ବଟିକା ଖାଇଥାନ୍ତି। କିନ୍ତୁ ଗର୍ଭନିରୋଧକ ବଟିକାକୁ ନେଇ ସେମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଯେମିତି କି ଗର୍ଭନିରୋଧକ ବଟିକା ଦ୍ୱାରା ଓଜନ ବଢ଼େ କି? ବଟିକା ଖାଇବା ପରେ ଗର୍ଭଧାରଣର ଆଶଙ୍କା ଅଛି କି? ଏହା ଦ୍ୱାରା ପରେ…

ବିବାହ ପରେ କାହିଁକି ବଢ଼ିଯାଏ ମହିଳାଙ୍କ ଓଜନ? ଜାଣନ୍ତୁ ଏହି ୫ଟି କାରଣ

ଦ ଓବେସିଟି ଜର୍ନଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି, ବିବାହର ୫ ବର୍ଷ ଭିତରେ ହିଁ ପାଖାପାଖି ୮୨ ପ୍ରତିଶତ କପଲ୍ସଙ୍କର ଓଜନ ୫ରୁ ୧୦ କିଲୋ ବଢ଼ିଯାଇଥାଏ। ଏହି ମାମଲାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ ପୁରୁଷଙ୍କ ତୁଳନାରେ ଖୁବ୍‌ଶୀଘ୍ର ବଢ଼ିଥାଏ। ନୂଆ ନୂଆ ବାହାଘର ପରେ…