Below header
Browsing Tag

west bengal

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା ଓ ଉତ୍ତେଜନା, ୯ ମୃତ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ପଶ୍ଚିମବଙ୍ଗରେ ହିଂସା ଲଗାତାର ଜାରି ରହିଛି । ଶନିବାର ସକାଳ ୭ଟାରୁ ରାଜ୍ୟର ୭୪ ହଜାର ସିଟ୍‌ ପାଇଁ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପଥରବାଜି, ଲୁଟପାଟ ଏବଂ ହିଂସାକାଣ୍ଡ ହୋଇ ୯…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ। କଡ଼ା ସୁରକ୍ଷା ଭିତରେ ଚାଲିଛି ମତଦାନ । ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଲାଗିଛି ଭୋଟରଙ୍କ ଲାଇନ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରାୟ ୭୪ ହଜାର…

ଆଇଆଇଟି ଖଡଗପୁରରେ ଭୟଙ୍କର ଅଗ୍ନିକାଣ୍ଡ, ସବୁ ଦସ୍ତାବିଜ ଜଳିପୋଡି ପାଉଁଶ

ଖଡଗପୁର ଆଇଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲବିଏସ୍‌ ହଲର କମନ୍ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଜିନିଷ ପୋଡିଜଳି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣା ପରେ ଆଇଆଇଟି ଖଡଗପୁରରେ ହଡକମ୍ପ ସୃଷ୍ଟି ହୋଇଛି । ତେବେ…

ପଶ୍ଚିମବଙ୍ଗ ବାଙ୍କୁଡାରେ ରେଳ ଦୁର୍ଘଟଣା : ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ୧୪ଟି ଟ୍ରେନ ବାତିଲ

ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଦୁଇ ମାଲବାହୀ ଟ୍ରେନ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାଟି ଓଣ୍ଡୋ ଷ୍ଟେସନରେ ଘଟିଛି। ରବିବାର ସକାଳେ ଭୋର ୪ଟା ସମୟରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଅନେକ ଟ୍ରେନ ବାତିଲ କରାଯାଇଛି । ଗୋଟିଏ…

ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ, ଆଇନ ବିଶେଷଜ୍ଞଙ୍କ ଠାରୁ ନେଇଛନ୍ତି…

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ସୁଚେତନା ରୁ ‘ସୁଚେତନ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ଆଇନ…

କୋଚ୍‌ ବିହାରରେ କେନ୍ଦ୍ର ମନ୍ତ୍ରୀ ନୀତିଶ ପ୍ରମାଣିକଙ୍କ ଗାଡି ଉପରେ ଆକ୍ରମଣ, ତୃଣ ମୂଳ କଂଗ୍ରେସକୁ ଦୋଷ ଦେଲା ବିଜେପି

କୋଲକାତା : ପଶ୍ଚିମ ବଙ୍ଗ କୋଚ ବିହାରରେ କେନ୍ଦ୍ର ମନ୍ତ୍ରୀ ନୀତିଶ ପ୍ରମାଣିକଙ୍କ ଗାଡ଼ି ଉପରେ ଆଜି (ଣନିବାର) ହୋଇଛି ଆକ୍ରମଣ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସେମାନଙ୍କ ନୋମିନେସନ ପେପର ଯାଞ୍ଚ ପାଇଁ ଛଡା ଯାଉନାହିଁ । ମୋତେ ଏଠାରେ ଆକ୍ରମଣ କରାଯାଇଛି ବୋଲି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ସେଣ୍ଟ୍ରାଲ ଫୋର୍ସ ମୁତୟନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାଜ୍ୟ ସରକାର ଓ…

କୋଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ (ସେଣ୍ଟ୍ରାଲ ଫୋର୍ସ) ମୁତୟନକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ମୁତୟନ ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ୧୫ ତାରିଖରେ…

କଲିକତା ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ ମୃତ, ଗତକାଲି କଟକରୁ ଗିରଫ ହୋଇଥିଲେ

କଲିକତା ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବାଣ କାରଖାନା ମାଲିକ ଭାନୁ ବାଗ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। କଟକ ଭାଣପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ। ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବା ରୁ ଅବସ୍ଥା ଗୁରୁତର…

ମମତାଙ୍କୁ ଝଟକା, ସୁପ୍ରିମକୋର୍ଟ ‘ଦି କେରଳ ଷ୍ଟୋରୀ’ ଉପରୁ ହଟାଇଲେ ବ୍ୟାନ୍‌

ନୂଆଦିଲ୍ଲୀ : ଫିଲ୍ମ ‘ଦି କେରଳ ଷ୍ଟୋରୀ’ ଉପରୁ ସୁପ୍ରିମକୋର୍ଟ ବ୍ୟାନ ହଟାଇବା ପରେ ପଶ୍ଚିମବଙ୍ଗରେ ଫିଲ୍ମ ଚାଲିବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଝଟ୍‌କା । ପଶ୍ଚିମବଙ୍ଗରେ ଏହି ଫିଲ୍ମ ଚାଲିବା ଉପରେ…

ପଶ୍ଚିମବଙ୍ଗରେ ରିଲିଜ୍‌ ହେବ ‘ଦ କେରଳ ଷ୍ଟୋରୀ’, ସୁପ୍ରିମ୍‌କୋର୍ଟ ହଟାଇଲେ ପ୍ରତିବନ୍ଧକ

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ରିଲିଜ୍ ହେବାର ରାସ୍ତା ସଫା ହୋଇଯାଇଛି। ସୁପ୍ରିମକୋର୍ଟ ଏହି ଫିଲ୍ମ ଉପରେ ରାଜ୍ୟ ସରକାର ଲଗାଇଥିବା ବ୍ୟାନ୍‌କୁ ଆଜି ହଟାଇ ଦେଇଛନ୍ତି। ଅର୍ଥାତ୍ ଏବେ ଏହି ଫିଲ୍ମ ପଶ୍ଚିମବଙ୍ଗରେ ମଧ୍ୟ ରିଲିଜ୍‌ ହେବ। ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ଉପରେ…

ପଶ୍ଚିମବଙ୍ଗ: ପୂର୍ବ ମେଦିନୀପୁରରେ ବୋମା ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଏଗ୍ରାରେ ଭୟଙ୍କର ବିସ୍ଫୋରଣ ଘଟିଛି। ସହାରା ଗ୍ରାମ ପଞ୍ଚାୟତ ଅଧୀନ ଖାଦିକୁଲ ଗାଁରେ ବୋମା ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏଗ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଆମ୍ବୁଲାନ୍ସ ପାଇଁ ୮ ହଜାର ମାଗିଲା ଡ୍ରାଇଭର, ପଇସା ନଥିବାରୁ ଶେଷରେ ୫ ମାସର ପୁଅର ମୃତଦେହକୁ ବ୍ୟାଗରେ ପୁରାଇ ଯାତ୍ରା…

ରୋଗରେ ଛଟପଟ ହୋଇ ମେଡିକାଲରେ ୬ ଦିନ ଚିକିତ୍ସିତ ହେବା ପରେ ଶେଷରେ ଆଖି ବୁଜିଲା ୫ମାସର ପୁଅ । ଆଉ ହତଭାଗା ବାପା ପାଖରେ ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ଆଣିବା ପାଇଁ ପଇସା ନଥିଲା । ତେଣୁ ପିଲାର ମୃତଦେହକୁ ବ୍ୟାଗରେ ଧରି ୨୦୦ କିମି ବସ୍‌ରେ ଯାତ୍ରା କଲା ବାପା । ଏମିତି ଘଟଣା ପଶ୍ଚିମବଙ୍ଗର…