Browsing Tag

wife

ପରକୀୟା ପ୍ରେମ ପାଇଁ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା, ଏବେ ଥାନାରେ ଅଟକ ସ୍ଵାମୀ ଓ ପ୍ରେମିକା

ସୁନ୍ଦରଗଡ (କେନ୍ୟୁଜ): ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ପରକ୍ରିୟା ପ୍ରେମ ପାଇଁ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରି ଏକ ବିଲରେ ଫୋପାଡିଦେବା ୪ ଦିନ ପରେ ମୃତ ଦେହ ଉଦ୍ଧାର ହେବା ସମସ୍ତ ଘଟଣା ସାମ୍ନାକୁ ଆସିଛି। କିଂଜିରକେଲା ଥାନା ବି.କରୁଅ।ବାହାଲ ଗ୍ରାମରେ ଘଟିଛି ଏଭଳି…

ମଦ୍ୟପ ସ୍ୱାମୀଙ୍କୁ ଥାନାରୁ ଉଦ୍ଧାର କରିବା ପାଇଁ ନିଜକୁ ମା’ ଦୁର୍ଗା ବୋଲି କହି ଏପରି କଲେ ମହିଳା …

ବିହାରର ଜାମୁଇ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଦ୍ୟପ ସ୍ୱାମୀକୁ ଉଦ୍ଧାର କରିବା ପାଇଁ ପୋଲିସ ଷ୍ଟେସନରେ ମହିଳା ପହଞ୍ଚି ନିଜକୁ ଦୁର୍ଗା ବୋଲି କହିବା ଆରମ୍ଭ କରିଥିଲେ। ଏହାକୁ ନେଇ ପୋଲିସ ଷ୍ଟେସନରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଦେଖା ଯାଇଥିଲା ପୋଲିସ…

ସୋସିଆଲ ମିଡିଆରେ ସ୍ତ୍ରୀର ଅଶ୍ଳୀଳ ଫୋଟୋ ପୋଷ୍ଟ କରି ସ୍ୱାମୀ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ…

ବର୍ବରତାର ଭୟଙ୍କର କାହାଣୀ: ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ ହାତ ହାଣିଦେଲା ସ୍ୱାମୀ

ନୂଆଦିଲ୍ଲୀ: ସ୍ତ୍ରୀ ଚାକିରି ପାଇଲେ କେଉଁ ସ୍ୱାମୀ ବା ଖୁସି ନହେବ। ଯଦି ସରକାରୀ ଚାକିରି ହୋଇଥିବ, ତା’ହେଲେ ଭାଗ୍ୟ ଖୋଲିଗଲା ବୋଲି କୁହାଯିବ। ତବେ ପଶ୍ଚିମବଙ୍ଗରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବ ବର୍ଡୱାନ୍ ଜିଲ୍ଲାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ କାମ ଆରମ୍ଭ…

ସାବିତ୍ରୀ ପାଇଁ ବିଦେଶରୁ ଆସିଥିଲେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କଲେ ଆତ୍ମହତ୍ୟା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଅଘଟଣ। ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା। ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ ସେ ଦୀର୍ଘ ଦେଢ଼ ବର୍ଷ ହେଲା ଦୁବାଇରେ କାମକରୁଥିଲେ। ତାର…

ସଇତାନ୍ ସ୍ୱାମୀ; ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

କରଞ୍ଜିଆ (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ବ୍ରତ। ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ…

ଠିକ ଭାବରେ ଶାଢ଼ୀ ପିନ୍ଧି ପାରୁନଥିଲେ ସ୍ତ୍ରୀ, ଆତ୍ମହତ୍ୟା କଲେ ସ୍ୱାମୀ: ସୁଇସାଇଡ ନୋଟରେ ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଔରଙ୍ଗାବାଦ ସହରରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟ ବ୍ୟକ୍ତି ସାମାନ୍ୟ ଘଟଣା ପାଇଁ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଦିନ ପୋଲିସ ଏହି ସୂଚନା ଦେଇଛି। ପୋଲିସ ଏହା ମଧ୍ୟ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ…

ସ୍ବାମୀ ସାଜିଲା ସଇତାନ: ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି କଲା ହତ୍ୟା, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ପୋଲିସ

ସୋର (କେନ୍ୟୁଜ): ମଦ୍ୟପ ସ୍ଵାମୀର ଉନମୁକ୍ତ କାଣ୍ଡ। ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି କଇଁଷି ଗ୍ରାମର ଗ୍ରାମବାସୀ ମାନେ ଦଧି ଦେଖିବାର ଯାଇଥିବା ବେଳେ ଏହାର ସୁଯୋଗ ନେଇ…

ସ୍ୱାମୀ ନା ରାକ୍ଷସ ! ଯୌତୁକ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ସ୍ତ୍ରୀକୁ ଗଣ ବଳାତ୍କାର କଲା ସ୍ୱାମୀ, ଭିଡିଓ କରି…

ନୂଆଦିଲ୍ଲୀ : ସାତ ଜନ୍ମକୁ ସାଥୀ କରି ଯାହାକୁ ଆଣିଥିଲା ତାହାର ଗଣ ଦୁଷ୍କର୍ମର ଭିଡିଓକୁ ଭାଇରାଲ କଲା ସ୍ୱାମୀ । ରାଜସ୍ଥାନର ଭରତପୁରରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ମାନବିକତାକୁ ଲଜ୍ଜିତ କରୁଛି। ଯେଉଁଠାରେ ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟଙ୍କ ବିରୋଧରେ…

ପାରାଲିସିସରେ ପୀଡ଼ିତ ଥିବା ସ୍ତ୍ରୀକୁ ପୋଖରୀ ବୁଡ଼େଇ ମାରିଲା ପିଶାଚ ସ୍ୱାମୀ, ଏବେ ଫେରାର

କାମାକ୍ଷାନଗର (କେନ୍ୟୁଜ) : ପିଶାଚ ସ୍ୱାମୀ ଉନ୍ମୁକ୍ତ କାଣ୍ଡ । ପୋଖରୀରେ ନିଜ ସ୍ତ୍ରୀକୁ ଜିଅନ୍ତା ବୁଡ଼େଇ ମାରିଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଗାଁର ଦିଲ୍ଲୀପ ବେହେରା ନିଜ…

ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ୫ ଜଣଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ଯୁବକ, ଥାନାରେ ପହଞ୍ଚି ପାନେ ଦେଲେ ପତ୍ନୀ

ପଞ୍ଜାବ: ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ପର ନାରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଜଣେ ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ। ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀଙ୍କର ବାହାରେ ୫ ଜଣ ମହିଳାଙ୍କ ସହ ଅବୈଧ ସମ୍ପର୍କ ରହିଛି। ଏ ନେଇ ସେ ବିରୋଧ କରିବାରୁ ସ୍ୱାମୀ…

ରାଜଧାନୀରେ ବୀଭତ୍ସ ହତ୍ୟା : ରାସ୍ତାରେ ପଡ଼ିଛି ସ୍ଵାମୀଙ୍କ ମୃତଦେହ, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ଵର (କେନ୍ୟୁଜ) : ରାଜଧାନୀରେ ଯୁବକଙ୍କୁ ହତ୍ୟା । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥା ରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ତେବେ ଆହତ…