Below header
Browsing Tag

woman dead

ଜୀବନ ବଞ୍ଚାଇବାକୁ ଦୌଡୁଥିଲେ ମହିଳା, ଶୁଣ୍ଢରେ ଟାଣି ନେଇ କଚାଡି ମାରିଲା ଦନ୍ତା

ବଣାଇ (କେନ୍ୟୁଜ): ମହିଳାଙ୍କୁ କଚାଡି ମାରିଲା ଦନ୍ତାହାତୀ । ପରିବାର ଲୋକଙ୍କ ଆଖି ଆଗରେ ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିରେ ଘଟିଛି ଏହି ଅଘଟଣ । ମୃତ ମହିଳା ହେଲେ ଉଷୁମୁଣ୍ଡି ଗାଁର ଇତ ୱାରୀ ବଦ୍ରା।…

ପୁଅ ମୋଟର ସାଇକେଲ ନଦେବାରୁ ମା’କୁ ଠେଲି ଦେଲା ପଡ଼ୋଶୀ, ମୁଣ୍ଡ ଫାଟି ଯିବାରୁ ମା’ ମୃତ 

ଆଳି : ପୁଅ ମୋଟର ସାଇକେଲ ନଦେବାରୁ ମାଆକୁ ଠେଲି ମାରିଦେଲା ପଡ଼ୋଶୀ। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସୋରିଷଦା ଗାଁରେ। ମିଳିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନରେ ସୋରିଷଦା ଗାଁର ବେଣୁଧର ଶର୍ମାଙ୍କ ପୁଅ ତାପସ ଶର୍ମାଙ୍କୁ ପଡ଼ୋଶୀ ସୁଧୀର ଶର୍ମା…

କଳାହାଣ୍ଡିରେ ମାତିଛି ଭାଲୁ: ମହିଳାଙ୍କୁ ମାରି ଖାଇଲା

ଧର୍ମଗଡ଼ (କେନ୍ୟୁଜ): ଭାଲୁ ଆକ୍ରମଣରେ ମହିଳା ମୃତ । ଏପରି ଏକ ଅଘଟଣ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି। ମୃତ ମହିଳା ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି । ମହିଳା ଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା…

ଶୋଇଥିବା ବେଳେ ଏସି ସଟ୍‌ସର୍କିଟରୁ ଲାଗିଲା ନିଆଁ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଘଟିଛି ଅଗ୍ନିକାଣ୍ଡ। ଏସି ସଟ୍‌ସର୍କିଟ୍‌ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ମାତ୍ର ମହିଳାଙ୍କ ସ୍ୱାମୀ ଏହି ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ମୃତା ମହିଳା…

୫ ମାସର ଗର୍ଭବତୀ ଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ବୋହୂର ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ, ପରିବାର ସହ ଭଡାରେ ରହୁଥିଲେ ଯାଜପୁର ଅଞ୍ଚଳର ସୁବୀର ମୁଦୁଲି । ୨୦୧୯, ଡିସେମ୍ବର ୬ ତାରିଖରେ ନୟାଗଡ଼…

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଶୁଭମ୍ ଆପାର୍ଟମେଣ୍ଟ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ଆପର୍ଟମେଣ୍ଟ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଭୋଇସାହି ଶୁଭମ୍ ଆପାର୍ଟମେଣ୍ଟରେ ଗତକାଲି ସନ୍ଧ୍ୟା ଏହି ଘଟଣା ଘଟିଥିଲା । ଆପାର୍ଟମେଣ୍ଟ ତଳେ ଜଣେ ବୟସ୍କ ମହିଳା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ସିକ୍ୟୁରିଟି ଗାର୍ଡ଼ ।…