Browsing Tag

woman death

ରାଜଧାନୀରେ ପୁଣି ବୀଭତ୍ସ ହତ୍ଯା ! ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ଭୁବନେଶ୍ବର: ରାଜଧାନୀରେ ପୁଣି ବୀଭତ୍ସ ହତ୍ୟା। ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ। ମୈତ୍ରିବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ମାମିନା ପୂର୍ତ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀ ରଙ୍ଗଲାଲ୍‌ ପୂର୍ତ୍ତିକୁ ଅଟକ ରଖିଛି। ପାରିବାରିକ…

ଡାକ୍ତରଙ୍କ ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି କ୍ଲିନିକ ସମ୍ମୁଖରେ ଧାରଣା ଦେଲେ…

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବଡ଼ବଜାର ନିକଟରେ ଥିବା ଜୟ ମା ନାମକ ଏକ ଘରୋଇ କ୍ଲିନିକ୍ ରେ ଡାକ୍ତରଙ୍କ ଅବହେଳା କାରଣରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। କ୍ଲିନିକ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେବା ସହିତ ଘଟଣାସ୍ଥଳରେ…

ଗୋବର ଫିଙ୍ଗିବାକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ମହିଳା ମୃତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟୀ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାମ ଆର.ସରଶ୍ବତୀ। ସେ ସକାଳୁ ଗୋବର ଫିଙ୍ଗିବାକୁ ଯିବା ବେଳେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଖୁଣ୍ଟରେ…

ଅଧାରେ ରହିଗଲା ଯାତ୍ରା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଅଧାରେ ରହିଗଲା ଯାତ୍ରା । ଫେରିପାରିଲେନି ଘରକୁ। ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଘଟିଛି ଏହି ଦୁଃଖଦ ଘଟଣା। ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବଲାଙ୍ଗୀର ରେଳ ଷ୍ଟେସନରେ ଏହି…

ବ୍ରହ୍ମପୁର ସହରରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା: ଚାଲିଛି ପୋଲିସର ଛାନବିନ୍

ବ୍ରହ୍ମପୁର( କେନ୍ୟୁଜ୍): ବ୍ରହ୍ମପୁର ସହରର ଗେଟ୍ ବଜାର ପଞ୍ଚାନନନଗରରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ରଶ୍ମୀ ମେହେର । ଗତ କାଲି ବିଳମ୍ୱିତ ରାତିରେ ଘରେ ନିଜ ଦୁଇଟି ପିଲାଙ୍କୁ ଧରି ଶୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏନେଇ…

କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟ ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ

ପୁରୀ: କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟ ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ କରାଯାଇଛି । ତାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ । ମୃତ୍ୟୁର କାରଣ ଜଣାପଡିନାହିଁ । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଘଟଣାର ତଦନ୍ତ ଜାରି ରଖିଛି ।

ଝାରସୁଗୁଡ଼ା ସାରସମାଲ ରୋହିଦାସପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା: ମହିଳାଙ୍କୁ ଗୁଳି କରି ହତ୍ୟା। ଝାରସୁଗୁଡ଼ା ସହର ସାରସମାଲ ରୋହିଦାସପଡାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା କନକ ରୋହିଦାସ। ତେବେ କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କଲା ସେନେଇ ଜଣାପଡିନାହିଁ। ପୋଲିସ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।