Browsing Tag

woman dies

ଫୁଲ ତୋଳିବା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଵାଲେଶ୍ୱର (କେନ୍ୟୁଜ): ଫୁଲ ତୁଳିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ।  ଵାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁରୁ ଗ୍ରାମରେ ଅନ୍ନପୂର୍ଣ୍ଣା ରାଉତ ଆଜି ଭୋର ସମୟରେ ନିଜ ବାଡ଼ିରେ ଫୁଲ ତୋଳିବାକୁ ଯାଇଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଗଛ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ରସି ଲଗାଇ ଜୀବନ ହାରିଥିବା ଅଭିଯୋଗ

ସମ୍ୱଲପୁର (କେନ୍ୟୁଜ): ସମ୍ୱଲପୁର ଜିଲ୍ଲା କୁଚିଣ୍ଡା କିରାଶାସନ ଗାଁର ବିଧାନ ମହାପାତ୍ରଙ୍କ ବୋହୂ ଯୁକ୍ତାମୁଖୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହତ୍ୟା ମାମଲା ରୁଜୁ । ସ୍ତ୍ରୀ ଯୁକ୍ତା ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ପ୍ରଦୀପ୍ତ…

ପାରିବାରିକ କଳହ: ବିଷ ପିଇ ଜୀବନ ହାରିଲେ ମହିଳା

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ସାନବଦାଙ୍ଗୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ମୃତକଙ୍କ ନାମ ରିଙ୍କି ବେହେରା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ରିଙ୍କି ପାଞ୍ଚ…

ଗାଧୋଉଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ): କୁମ୍ଭୀର ଆକ୍ରମଣରେ ମହିଳା ମୃତ। ଯାଜପୁର ବରୀ ବ୍ଲକ୍ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ବିରୂପା ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣ କରିଥିଲା। ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ସ୍ତ୍ର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ଭୁଲ୍ ସ୍ଵାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନ: ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ! ମହିଳାଙ୍କ ମୃତ୍ୟୁ

ଭଦ୍ରକ(କେନ୍ୟୁଜ୍): ଗୋଟେ ବାପର ବୁକୁ ଫଟା କୋହ । ନିଜ ଅଲିଅଳି ଝିଅକୁ ହରାଇ ଏଇ ବୁଢା ବାପାଟି ନିଜ ଧର୍ଯ୍ୟ ହରାଇ ବସିଛି । ଆଗକୁ ସବୁ ଅନ୍ଧକାର ଦେଖାଯାଉଛି ଏଇ ବାପଟିକୁ । କେତେ ଯତନରେ ପାଳିପୋଷି ଛୋଟରୁ ବଡ କରିଥିଲେ । ବହୁକଷ୍ଟରେ ପାଠ ପଢାଇ ଶେଷରେ ନିଜ ଅଲିଅଳି ଝିଅକୁ ବାହା ଦେଇଥିଲେ…

ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ, ମିଳିନି ପରିଚୟ

କାମାକ୍ଷାନଗର (କେନ୍ୟୁଜ): କାମାକ୍ଷାନଗର ଥାନା ଶିବୁଳାପଶି ଠାରେ ୫୩ନଂ ଜାତିୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଭୋର ସମୟର ମହିଳା ଜଣଙ୍କ ଚାଲିଚାଲି ଯାଉଥିବା ବେଳେ ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି। ଫଳରେ ଘଟଣା…

ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

ଅନୁଗୁଳ (କେନ୍ୟୁଜ): ବୁଢ଼ୀଠାକୁରାଣୀ ଛକରେ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ମହିଳା ମୃତ। ମୃତକଙ୍କ ପରିଚୟ ମିଳିନାହିଁ। ମୃତକ ଜଣକ ବୁଢ଼ୀଠାକୁରାଣୀ ମନ୍ଦିର ନିକଟରେ ଫୁଲ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି। ମହିଳାଙ୍କ ମୁତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଏନ.ଏଚ ୫୫ ଉପରେ…

ବ୍ରିଜ୍ ତଳକୁ ଖସି କୃଷିମିତ୍ର ଯୁବତୀଙ୍କ ମୃତ୍ଯୁ, କେମିତି ପଡିଲେ ତଦନ୍ତ କରୁଛି ପୋଲିସ୍

ସୋରଡା(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତରଗତ ସିଦ୍ଧପୁର ଗ୍ରାମରେ ରହୁଥିବା କୃଷିମିତ୍ର ରାଜେଶ୍ଵରୀ ସାହୁ ବ୍ରିଜ ତଳକୁ ଖସିପଡି ମୃତ । ମୃତ ଘୋଷଣା କରିଛନ୍ତି ଡାକ୍ତର । ସୂଚନା ମୁତାବକ ରାଜେଶ୍ଵରୀ ସୋରଡା ବ୍ଲକରେ କୃଷିମିତ୍ର ଭାବେ କାମ କରୁଥିଲେ । ସେ ପ୍ରତିଦିନ ନିଜ ସାଇକଲରେ…

ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନୀଳଗିରି(କେନ୍ଯୁଜ୍): ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ। ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ବରହମପୁର ଗାଁରେ। ସୂଚନା ମୁତାବକ, ଏହି ଗାଁର ଜଣେ ୭୦ ବର୍ଷୀୟା ସତ୍ୟଭାମା ବାରିକ ଆଜି ସକାଳେ ୭ ନଂ ବୁଥରେ ଭୋଟ ଦେବା ପାଇଁ ଲାଇନରେ ଛିଡ଼ା ହୋଇଥିଲେ। ଠିକ୍…

କେନ୍ଦୁଝର ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ମହିଳା ମୃତ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା । ସ୍ଥାନୀୟ ପାଣ୍ଡ୍ୟା ପେଟ୍ରୋଲ ପମ୍ପରୁ ଏକ ଦମ୍ପତି ପେଟ୍ରୋଲ ଭର୍ତି କରି ବାହାରୁ ଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକରୁ ଦମ୍ପତି ପାଞ୍ଚ ବର୍ଷର ଛୁଆ ସହ ତଳେ ପଡି ଯାଇଥିଲେ ।…

ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ନଥିବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କନକପୁର ଗ୍ରାମର ବିଜୟ କୁମାର ନାୟକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ସମୟରେ ରାଜଲକ୍ଷ୍ମୀଙ୍କୁ ଆମ୍ବୁଲାନ୍ସରେ କଟକ ନେବା ବେଳେ ଗାଡିରେ…

ହୃଦୟ ବିଦାରକ ଘଟଣା: ଟ୍ରାକ୍ଟର ଟ୍ରଲିରୁ ଖସି ମହିଳା ମୃତ, ବର୍ତ୍ତିଗଲା ସାଙ୍ଗରେ ଥିବା ୪ ବର୍ଷର ପୁଅ

ବାଂଶପାଳ: ରଖିବ ହରି ତ ମାରିବ କିଏ, ଆଉ ମାରିବ ହରି ତ ରଖିବ କିଏ। ଘଟଣାଟି ଜାଣିବା ପରେ ସତର ହୃଦୟ ଫାଟିପଡିବ। ଟ୍ରାକ୍ଟରରେ ଯାଉଥିବାବେଳେ ହଠାତ୍ ଡାଲାରୁ ଖସି ପଡିଲେ ମା' ପୁଅ | ହେଲେ ସବୁଦିନ ପାଇଁ ଆଖି ବୁଜି ଦେଲା ମା । ସାଙ୍ଗରେ ଥିବା ୪ ବର୍ଷର ପୁଅ ମରଣ ମୁହଁରୁ ବର୍ତ୍ତିଗଲା। ପୋଲ…