Browsing Tag

women

ଏଣିକି ଏହି ଆପ ଜରିଆରେ ମହିଳା ମାନେ କରିପାରିବେ ଯୌନ ନିର୍ଯ୍ୟାତନା ଅଭିଯୋଗ, ଗୋପନରେ ରହିବ ତଥ୍ୟ

ଭାରତର ମହିଳା ମାନେ ସେମାନଙ୍କ ପ୍ରତି ହେଉଥିବା ଯୌନ ଦୁର୍ବ୍ୟବହାରର ଅଭିଯୋଗ ଏକ ଆପ ମାଧ୍ୟମରେ ସିଧାସଳଖ କରିପାରିବେ । ଏଣିକି ସେମାନଙ୍କୁ ଆଉ ଥାନା ମାନଙ୍କର ଚକ୍କର କାଟିବାକୁ ପଡ଼ିବ ନାହିଁ । ଏହି ଆପ ଜରିଆରେ ମହିଳା ମାନେ କାନୁନର ସାହାଯ୍ୟ ନେବା ସହ ଡାକ୍ତରୀ ଚିକିତ୍ସାର ସୁବିଧା ମଧ୍ୟ…

ସମ୍ପର୍କକୁ ମଜଭୁତ କରିବାକୁ ନୁହେଁ ବରଂ ଏହି କାରଣରୁ ପୁରୁଷଙ୍କ ସହ ଡେଟ୍‌ରେ ଯାଇଥାନ୍ତି ମହିଳା

ପ୍ରକୃତ ପ୍ରେମ ଖୋଜିବାକୁ ମହିଳାମାନେ ପୁରୁଷବନ୍ଧୁଙ୍କ ସହ ସମୟ ଅତିବାହିତ କରିଥାନ୍ତି। ଅଧିକ ସମୟ ଜଣଙ୍କ ସହ ରହିଲେ ଆପଣ ତାଙ୍କ ବିଷୟରେ ଅନେକ କଥା ଜାଣିପାରିବେ। ଜଣେ ବ୍ୟକ୍ତିଙ୍କୁ ଖୁବ୍‌ ନିକଟରୁ ଜାଣିବାକୁ ମହିଳାମାନେ ସାଧାରଣତଃ ତାଙ୍କ ସହ ଡେଟ୍‌ରେ ଯାଇଥାନ୍ତି। ସାଧାରଣତଃ ଡେଟ୍‌ରେ…

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ ସବୁ ପୁରୁଷ ଓ ମହିଳାଙ୍କ ମନରେ କିଛି ଅଦ୍ଭୁତ ଭାବନା ରହିଥାଏ। ସାଧାରଣତଃ ଏକ ଧାରଣା ଥାଏ ଯେ ପ୍ରଥମ ଥର ଲାଗି ସମ୍ପର୍କ ସ୍ଥାପନ ବେଳେ ଅସହ୍ୟ ପୀଡ଼ା ହୋଇଥାଏ। ଏହି କାରଣରୁ ଭୟରେ କିଛି ଲୋକ ସମ୍ଭୋଗ କରିବାକୁ ଇଚ୍ଛା ପ୍ରକାଶ କରିନଥାନ୍ତି। ମହିଳା ଓ ପୁରୁଷଙ୍କ…

ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପୂର୍ବରୁ ଦୂରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆମେ ଚିଠିପତ୍ର ବ୍ୟବହାର କରୁଥିଲୁ। ଯାହାର ଉତ୍ତର ୧୦-୧୨ ଦିନ ପରେ ଆମ ପାଖରେ ପହଞ୍ଚୁଥିଲା। ଫଳରେ ଲୋକମାନେ ନିଜ ଭାବନାକୁ ଠିକ୍‌ ଭାବେ ପ୍ରକାଶ କରିପାରୁନଥିଲେ। ମାତ୍ର ଏବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକାଧିକ…

ସ୍ୱାମୀ ବା ବୟଫ୍ରେଣ୍ଡ୍‌ ଥିଲେ ମଧ୍ୟ ଅଧିକାଂଶ ମହିଳାଙ୍କ ମନରେ ଥାଏ ଦ୍ୱିତୀୟ ପୁରୁଷର ଭାବନା

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ସହ ସମ୍ପର୍କର ସଂଜ୍ଞା ମଧ୍ୟ ବଦଳିଗଲାଣି। ଏବେକାର ଯୁବପିଢ଼ି ଆଉ ନିଜ ପାର୍ଟନର ଉପରେ ସମ୍ପୂର୍ଣ୍ଣ ଭରସା କରିବାକୁ ଉଚିତ୍‌ ମନେ କରୁନାହିଁ। ଏହା କେବଳ ମହିଳାଙ୍କ କ୍ଷେତ୍ରରେ ନୁହେଁ, ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ପରିବର୍ତ୍ତନ ଧୀରେ ଧୀରେ ଦେଖିବାକୁ…

ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

ପ୍ରତ୍ୟେକ ମଣିଷ ଯୌନସୁଖ ଇଚ୍ଛା କରିଥାଏ। ପରସ୍ପର ପ୍ରତି ପ୍ରେମ ରହିଲେ ମଣିଷ ଆପେ ଆପେ ଶାରୀରିକ ସମ୍ପର୍କ ରଖିବାକୁ ଆକର୍ଷିତ ହୋଇଥାଏ। ତେବେ କେବଳ ଶାରୀରିକ ତୃପ୍ତି ପାଇଁ ମାତ୍ର କିଛି ସମୟ ପାଇଁ ରଖାଯାଉଥିବା ଏହି ସମ୍ବନ୍ଧ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଖାସ୍‌ କରି…

ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ, ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟଙ୍କ ଦ୍ୱାରା ହୋଇଛି ବୋଲି ରିପୋର୍ଟ…

ଉତ୍ତରପ୍ରଦେଶ ହେଉଛି ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ । ଏଠାରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି NCRB । ସେହିଭଳି ଅପହରଣ ଘଟଣା ବଢ଼ିଥିବା ବେଳେ ହତ୍ୟା ମାମଲା ଦେଶରେ କମିଛି । ସାଇବର ସିଟି ବେଙ୍ଗାଲୁରୁରେ ସର୍ବାଧିକ ସାଇବର ଅପରାଧ ଘଟିଥିବା ରେକର୍ଡ କହୁଛି ।…

ଏୟାରପୋର୍ଟରେ ମହିଳାଙ୍କ ଏପରି ହରକତ ସୋସିଆଲ ମିଡିଆରେ ଭାଇରାଲ, ଆପଣ ଜାଣି ହେବେ ଆଚମ୍ବିତ

ଆପଣ କେବେ ବିମାନ ଯାତ୍ରା କରିଛନ୍ତି କି ? ଯଦି କରିଛନ୍ତି, ତେବେ ଆପଣ ତ ନିଶ୍ଚିତ ଏହି ଅସୁବିଧାର ସାମ୍ନା କରିଥିବେ। ବିମାନ ଯାତ୍ରା ସମୟରେ ଅତିରିକ୍ତ ବ୍ୟାଗେଜ ଶୁଳ୍କରୁ ବଞ୍ଚିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଏପରି ଏକ ଅଦ୍ଭୁତ ଘଟଣା ପୁଣି ଏୟାରପୋର୍ଟରେ ଦେଖିବାକୁ…

ବିବାହିତା ମହିଳା ହେଲେ ଗଣଦୁଷ୍କର୍ମର ଶିକାର ! ଭିଡିଓ ହେଲା ଭାଇରାଲ: ସ୍ୱାମୀ, ଶ୍ୱଶୁର ଏବଂ ଦେଢଶୁରଙ୍କ ନାମରେ ଅଭିଯୋଗ…

ଜୟପୁର ; ଅଲଭର ଜିଲ୍ଲା ଲକ୍ଷ୍ମଣଗଡରେ ପୁଣି ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହି ମହିଳା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଗଣଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଭିଟାମିନ୍‌ ଡି ଅଭାବରୁ ମହିଳାଙ୍କ ଠାରେ ଦେଖାଦିଏ ଏହି ୪ଟି ଗମ୍ଭୀର ସମସ୍ୟା

ସୁସ୍ଥ ରହିବା ପାଇଁ ଆମ ଶରୀରକୁ ଭରପୁର ମାତ୍ରାରେ ଭିଟାମିନ୍‌ ଏବଂ ମିନେରାଲର ଆବଶ୍ୟକତା ରହିଛି। ଭିଟାମିନ୍‌ ଡି ଶରୀର ପାଇଁ ଏକ ସେହିଭଳି ପୋଷକ ତତ୍ତ୍ୱ ଯାହା ଆମ ମାଂସପେଶୀ ଓ ହାଡ଼କୁ ମଜଭୁତ୍‌ କରିବା ସହ ବିକାଶ ଘଟାଇଥାଏ। ଅନ୍ୟପଟେ ଏହି ଭିଟାମିନ୍‌ ଡିର ଅଭାବ ଶରୀର ସମ୍ବନ୍ଧୀୟ ସମସ୍ୟାକୁ…

‘ମୋ ସହିତ ପ୍ରତିଦିନ ହେଉଛି ଅସଦାଚରଣ ’ ଏଭଳି ଟ୍ଵିଟ୍‌ କଲେ ଦିଲ୍ଲୀ ନଗର ନିଗମର ଜଣେ ମହିଳା ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମରେ କାମ କରୁଥିବା ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କ ସହିତ ପ୍ରତିଦିନ ଅଫିସରେ ଦୁର୍ବ୍ୟବହାର, ଅସଦାଚରଣ ହେଉଛି । ଏକଥା ସେ ଟ୍ଵିଟ୍ କରି ନିଜ ଦୁଃଖ ଜଣାଇଛନ୍ତି । ସୂଚନାଯୋଗ୍ୟ, ସ୍ୱାତୀ ନାମକ ଜଣେ ମହିଳା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ଆଇଏଏସ୍ ଅଧିକାରୀ…

ସ୍ନାନ ନ କରି ମହିଳାମାନେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

ଦିନ ଥିଲା, ଯେବେ ମହିଳାମାନେ ସ୍ନାନ କରିସାରିବା ପରେ ଘରର ସମସ୍ତ କାମ ଆରମ୍ଭ କରିଦେଉଥିଲେ। କିନ୍ତୁ ଆଜିକା ସମୟରେ ଏମିତି ହେଉନାହିଁ। ଆଜ୍ଞା ହଁ, ସମୟ ଅଭାବରୁ ଆଜିକାଲିର ମହିଳାମାନେ ପ୍ରଥମେ ଘର କାମ କରିଦେଉଛନ୍ତି ଏବଂ ଫୁରସତରେ ସ୍ନାନ କରିବାକୁ ଯାଉଛନ୍ତି। ଏମିତି କେତେଜଣ ମହିଳା ଅଛନ୍ତି,…