Below header
Browsing Tag

women

ଜହ୍ନ ଅଭିଯାନରେ ଏହି ଦୁଇ ମହିଳାଙ୍କ ମୁଖ୍ୟ ଭୂମିକା, ଜାଣନ୍ତୁ କିଏ ଏମାନେ

କୌଣସି ପ୍ରକାରର ସାମାଜିକ ବନ୍ଧନ ମହିଳାଙ୍କୁ ଆଉ ବାନ୍ଧି ରଖିପାରିନି।ରୋଷେଇ ଘରଠୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ସବୁଠି ମହିଳା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସାରିଲେଣି। ଏମିତି କି ନିକଟରେ ଭାରତର ଅନ୍ତରୀକ୍ଷ କେନ୍ଦ୍ର ଇସ୍ରୋ ଦ୍ୱାରା ଆରମ୍ଭ ହୋଇଥିବା ଚନ୍ଦ୍ରାୟାନ-୨…

ଦିନେ ଖାଇବାକୁ ପାଉନଥିଲେ ଏବେ କିନ୍ତୁ ଅନେକଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା

ମହିଳା ଯେ ଆଉ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ ନୁହନ୍ତି ତାହା ଅନେକ  କ୍ଷେତ୍ରରେ ପ୍ରମାଣିତ ହୋଇସାରିଲାଣି ।  ହାଣ୍ଡିଶାଳ ଠାରୁ  ଆରମ୍ଭ କରି ଦେଶର ସୀମା ପର୍ଯ୍ୟନ୍ତ ସବୁଠି ଏବେ ମହିଳାଙ୍କ ପତିଆରା ଜାହିର ହେଲାଣି ।  ମହିଳାଙ୍କ ଦାୟିତ୍ୱ ଯେ କେବଳ ଘରର ଚାରି କାନ୍ଥ ଭିତରେ ସୀମିତ ଅଛି ସେ…

କାହିଁକି ମହିଳାଙ୍କୁ ପସନ୍ଦ ଆସିଥାଏ ପୁରୁଷଙ୍କର ଏହି ଖାସ୍‌ ସ୍ୱଭାବ…

ଯଦି ଆପଣଙ୍କୁ ଲାଗୁଥାଏ କି ମହିଳା କେବଳ ପୁରୁଷମାନଙ୍କର ଆକର୍ଷକ ବ୍ୟକ୍ତିତ୍ୱକୁ ପସନ୍ଦ କରିଥାଆନ୍ତି, ତା’ହେଲେ ଆପଣ ଭୁଲ୍‌ ଭାବୁଛନ୍ତି। ପୁରୁଷଙ୍କ ଉଚ୍ଚତା ଏବଂ ଚେହେରା ତାଙ୍କ ବ୍ୟକ୍ତିତ୍ୱ ଉପରେ ଯେତିକି ପ୍ରଭାବ ପକାଇଥାଏ, ସେତିକି ତାଙ୍କ କଣ୍ଠର ଗାମ୍ଭୀଯ୍ୟର୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ…

ଜଳେଶ୍ୱରରେ ଏକ ଗେଷ୍ଟହାଉସରେ ୨ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍ମର୍ମ

ପୁଣି ଲଜ୍ଜା। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଥିବା ସୁଭଦ୍ରା ଗେଷ୍ଟ ହାଉସ୍ରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍ମର୍ମ ଅଭିଯୋଗ । ଗତକାଲି ରାତିରେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଯୁବତୀମାନେ ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତିନ ଜଣ ଯୁବକ…

କେନ୍ଦୁଝର: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ       

ବାଂଶପାଳ: ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ ତେଣୁ ଝୁଡିରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ମହିଳା ରୋଗୀ। ଏଭଳି ଘଟଣା ଘଟିଛି ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର ରଢୁଆଁ ଗ୍ରାମରେ। କେବଳ ଏହି ରଢୁଆଁ ଗ୍ରାମ ନୁହେଁ ବରଂ କେନ୍ଦୁଝର ଜିଲ୍ଲାର ଅନେକ ଗ୍ରାମର ଗ୍ରାମବାସୀ  …

ଲିଭ-ଇନ୍ ସାଥିଙ୍କ ଖାଇବାରେ ରକ୍ତ ମିଶାଇ ଦେଉଥିଲେ ମହିଳା, କାରଣ ଆପଣଙ୍କୁ କରିବ ଚକିତ

ଦେଶର ରାଜଧାନୀ ଦିଲ୍ଲୀରେ ତନ୍ତ୍ର-ସାଧାନାର ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ ଲିଭ-ଇନରେ ରହୁଥିବା ଜଣେ ମହିଳା ତାଙ୍କ ସାଥିଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଇବାରେ ରକ୍ତ ମିଶାଇ ପରଷୁଥିଲେ। ତାଙ୍କର ବିଶ୍ବାସ ରହିଥିଲା କି ଏପରି କରିବା ଦ୍ବାରା ତାଙ୍କ ପ୍ରେମୀକ…

ରାଜ୍ୟ ବଜେଟ୍ ଫୋକସରେ ମହିଳା ଓ ଶିଶୁ, ଯୋଜନା ପାଇଁ ହୋଇଛି ୨ହଜାର ୪୪୨ କୋଟି ଟଙ୍କା ବ୍ୟୟ ବରାଦ

ରାଜ୍ୟ ବଜେଟ୍ ଫୋସକରେ ମହିଳା ଓ ଶିଶୁ । ସେମାନଙ୍କ ପାଇଁ ଅଧିକ ବ୍ୟୟବରାଦ କରାଯାଇଛି । ମହିଳାଙ୍କ ଶତ ପ୍ରତିଶତ ଭାଗିଦାରୀ ଥିବା ଯୋଜନା ପାଇଁ ୨ହଜାର ୪୪୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର । ସେହିପରି ୩୦ ପ୍ରତିଶତରୁ ଅଧିକ ଭାଗିଦାରୀ ଥିବା ଯୋଜନା ପାଇଁ ବ୍ୟୟବରାଦ ଆକାର ରହିଛି ୪୪…

ମାତିଲେ ପଲସର ଲୁଟେରା,ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଠାରୁ କଲେ ଲୁଟ୍‌

ରାଉରକେଲା:  ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟ୍‌ । ମହିଳାଙ୍କୁ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ତିନି ଦୁର୍ବୃତ୍ତ ଫେରାର । ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା କଲୁଙ୍ଗା ଲ୍ୟାମ୍ପସରେ ଏହି ଲୁଟ୍‌ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଲ୍ୟାମ୍ପସ ଆକାଉଣ୍ଟ ବିଭାଗରେ କାମ…

କେନ୍ଦୁଝର : ବଜ୍ରପାତରେ ମହିଳା ମୃତ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ଆଜି ଅପରାହ୍ନରେ ବଜ୍ରାଘାତରେ ଜଣେ ଆଦିବାସୀ ମହିଳାଙ୍କର ମୃତ୍ୟୁ ଘଟିଛି । ଏରେଣ୍ଡେଇ ଗ୍ରାମର ଦୁଗା ସାହିର ଗହ୍ମା ମୁଣ୍ଡାଙ୍କ ପତ୍ନୀ ରନ୍ଧାଇ ମୁଣ୍ଡା ତାଙ୍କର ନୂଆ ପ୍ରଧାନମନ୍ତ୍ରୀ ଆବାସ ଗୃହ ପିଣ୍ଡାରେ…

ମହଙ୍ଗା ପଡିଲା ଯୁବକଙ୍କ ରୋମିଓଗିରି,  ଅଶ୍ଲିଳ ଇଙ୍ଗିତ କରି ମହିଳାଙ୍କୁ ଠାରୁ ଖାଇଲେ ଉତ୍ତମ ମଧ୍ୟମ  

ଯାଜପୁର ଟାଉନ: ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ଯାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି।  ଘଟଣାଟି ହେଉଛି ବ୍ୟାସନଗର ଅଞ୍ଚଳର, ଯେଉଁଠି ସକାଳୁ ପ୍ରାତଃ ଭ୍ରମଣରେ ବାହାରୁଥିବା ମହିଳା ମାନଙ୍କୁ ସ୍ଥାନୀୟ  ଝାଟିଆ ସାହିର ସପନ ସିଂହ ଦୀର୍ଘ ୮…

ପରସ୍ପର ସହ ଜଡିତ ପତି ପତ୍ନୀଙ୍କ ଭାଗ୍ୟ, ଯଦି ଏସବୁ କାମ କରୁଛନ୍ତି ଆପଣଙ୍କ ସ୍ତ୍ରୀ ତେବେ ତୁରନ୍ତ ଅଟକାନ୍ତୁ

ବର୍ତ୍ତମାନ ସମୟରେ ଯଦିଓ ପୁରୁଷମାନେ ଘରର କାମରେ ସାହାଯ୍ୟ କରୁଛନ୍ତି କିନ୍ତୁ ମହିଳା ହିଁ ହେଉଛନ୍ତି ଘରର ଲକ୍ଷ୍ମୀ । ନିଜର କର୍ମରେ ସେମାନେ ହିଁ ଘରକୁ ସ୍ବର୍ଗ ବନାଇପାରନ୍ତି ଆଉ ସେମାନଙ୍କ ଭୁଲ୍ ଘରେ ସମସ୍ୟା ଛିଡା କରିଦେଇଥାଏ । ଏହି କାରଣରୁ ଘରର ଆର୍ଥିକ ସ୍ଥିତି ମଧ୍ୟ ଗଡ ବଡ଼ ହୋଇଥାଏ ।…

ବିମାନରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଛାଡି ଚାଲିଗଲେ କର୍ମଚାରୀ, ଆଖି ଖୋଲିଲା ଯେତେବେଳେ …

ଏୟାର କାନାଡାର ବିମାନ ମେମ୍ବର ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ଏକୁଟିଆ ଛାଡି ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ, ମହିଳା ଜଣଙ୍କ ବିମାନ ଟେକ୍ ଅଫ୍ କରିବା ପରେ ହିଁ ଶୋଇପଡିଥିଲେ। ଯେତେବେଳେ ସେ ଉଠିଲେ ବିମାନ ପାକିଂ ପାଇଁ ଯାଇସାରିଥିଲା। ଏପରିକି…