ବିଶ୍ୱକପ ୨୦୨୩ : ଧର୍ମଶାଳାରେ ବିଶ୍ୱକପ ମ୍ୟାଚ ନେଇ ଟ୍ରାଫିକ ପ୍ଲାନ ଜାରି, ଚାଲିବନି ଏସବୁ ଗାଡି
ବିଶ୍ୱକପ ୨୦୨୩ ମହାକୁମ୍ଭ ଆଜିଠାରୁ ଆରମ୍ଭ ହେଉଛି । ହିମାଚଳ ପ୍ରଦେଶ କାଗଡା ଜିଲ୍ଲାରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ ଧର୍ମଶାଳାରେ ଆୟୋଜିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ ପ୍ଲାନ ଜାରି କରାଯାଇଛି । ଜିଲ୍ଲାପାଳ ଡ. ନିପୁଣ ଜିନ୍ଦଲ ଆଦେଶ ଜାରି କରି କହିଛନ୍ତି,…