Browsing Tag

world health organization

‘କରୋନା ସେହିଦିନ ଶେଷ ହେବ, ଯେଉଁଦିନ ବିଶ୍ୱ ଏହାକୁ ଶେଷ କରିବାକୁ ଚାହିଁବ! ଏମିତି କହି ଦୁନିଆକୁ ପୁଣି ଚେତାବନୀ ଦେଲା…

କରୋନା ଭାଇରସ୍‌ର ପ୍ରକୋପ ଯଦିଓ ଏବେ ସାମାନ୍ୟ କମିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ପ୍ରମୁଖ ଟେଡ୍ରୋସ୍‌ ଏଧାନମ୍‌ ଘେବ୍ରେୟେସସ୍‌ ପୁଣିଥରେ ଦୁନିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କି, କରୋନା ଭାଇରସ୍‌ ମହାମାରୀ ଏ ପର୍ଯ୍ୟନ୍ତ ଶେଷ…

ଭାରତରେ ମିଳିଲା ନକଲି କୋଭିସିଲ୍ଡ ଟିକା, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତରେ ଚିହ୍ନଟ ହୋଇଛି ନକଲି କରୋନା ଟିକା। ଭାରତର ପ୍ରାଥମିକ କୋଭିଡ୍‌ ଭ୍ୟାକ୍‌ସିନ୍‌ କୋଭିସିଲ୍ଡର ନକଲି ଟିକା ଭାରତରୁ ଧରାପଡ଼ିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବିବିସି ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ…

ଡେଲଟା ପ୍ଲସର ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ

କରୋନା ସଂକ୍ରମଣ ଏବଂ ଏଥିରେ ହେଉଥିବା ମୃତ୍ୟୁ ଜନିତ ସଂଖ୍ୟାର ବୃଦ୍ଧି ପୁନର୍ବାର ସମସ୍ୟା ବଢ଼ାଇଛି । ସଂକ୍ରମଣର ସଂଖ୍ୟା ବଢ଼ିବା କାରଣରୁ ପୁନର୍ବାର କଡ଼ା ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଜନ ଜୀବନ ପ୍ରତି ପୁଣି ଥରେ ପ୍ରଭାବ ମଧ୍ୟ ପଡ଼ିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଧାର୍ମିକ ଉତ୍ସବ ଆୟୋଜନ ଜାରି ରହିଲେ ଆଗକୁ ବଢିବ କରୋନା ସଂକ୍ରମଣ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଦିନ କୁ ଦିନ ବିଶ୍ୱର କୋଣ ଅନୁକୋଣରେ କରୋନା ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏଯାବତ ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ମହାମାରୀ । ବିଶ୍ୱର ଏପରି ସ୍ଥିତି ନେଇ ଚିନ୍ତାରେ ଅଛି "ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ" । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ,…

WhatsAppରେ ହିନ୍ଦୀରେ କରୋନା ସମ୍ପର୍କିତ ସୂଚନା ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରୋନା ସମ୍ପର୍କିତ ସୂଚନା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହ୍ଵାଟ୍ସଆପ ଓ ଫେସବୁକର ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ମେସେଜିଂ ସର୍ଭିସ ଲଞ୍ଚ କରିଛି। ଏହା ବିଭିନ୍ନ ଭାଷାରେ ଲୋକଙ୍କୁ କରୋନା ସମ୍ପର୍କରେ ସୂଚନା ଦେବ। ଏବେ WHO ର ଏହି ସେବା ହିନ୍ଦୀ ଭାଷାରେ…