କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ପ୍ରସଙ୍ଗ, ୟେମେନ ସରକାରଙ୍କ ସହ କଥା ହେବ ଇରାନ୍
ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ନେଇ ଆଶ୍ୱସ୍ତିଜନକ ଖବର । ୟେମେନରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ଏହି ଭାରତୀୟ ନର୍ସଙ୍କୁ ଇରାନ ସରକାରଙ୍କଠାରୁ ଆଶ୍ୱସ୍ତି ମିଳିଛି । ୟେମେନ ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ରଖିବ ଇରାନ । ସୂତ୍ର ମୁତାବକ, ଇରାନ ସରକାର ସମସ୍ତ ସମ୍ଭାବ୍ୟ ସାହାଯ୍ୟର…