ଆସିଲା ଏୟାରଟେଲ ର ସବୁଠୁ ଶସ୍ତା ବର୍ଷିକିଆ ରିଚାର୍ଜ ପ୍ଲାନ, ଶୀଘ୍ର କରନ୍ତୁ ରିଚାର୍ଜ

ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ଏହି ପ୍ଲାନର ବୈଧତା ରହିଛି ପୁରା ଏକ ବର୍ଷ ପାଇଁ । ଏହି ପ୍ଲାନରୁ ଆପଣଙ୍କୁ ଅନେକ ସୁବିଧା ମିଳିବ ।ରିଚାର୍ଜ ପାଇଁ ଖର୍ଚ୍ଚାନ୍ତ ମଧ୍ୟ କମ୍ ହେବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏୟାରଟେଲର ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଆପଣଙ୍କୁ ମାତ୍ର ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ସହିତ ମାଗଣା କଲିଂ ଓ ଟେକ୍ସଟ୍ ମେସେଜର ଲାଭ ମଧ୍ୟ ଉଠାଇ ପାରିବେ।

ଏୟାରଟେଲ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ବଢିଆ ପ୍ଲାନ୍ ଆଣିଥାଏ । ଏଥର ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଆଉ ଏକ ବର୍ଷିକିଆ ସୁଲଭ ପ୍ଲାନ୍ ଆଣିଛି କମ୍ପାନୀ । ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ଏହି ପ୍ଲାନର ବୈଧତା ରହିଛି ପୁରା ଏକ ବର୍ଷ ପାଇଁ । ଏହି ପ୍ଲାନରୁ ଆପଣଙ୍କୁ ଅନେକ ସୁବିଧା ମିଳିବ ।ରିଚାର୍ଜ ପାଇଁ ଖର୍ଚ୍ଚାନ୍ତ ମଧ୍ୟ କମ୍ ହେବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏୟାରଟେଲର ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଆପଣଙ୍କୁ ମାତ୍ର ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ସହିତ ମାଗଣା କଲିଂ ଓ ଟେକ୍ସଟ୍ ମେସେଜର ଲାଭ ମଧ୍ୟ ଉଠାଇ ପାରିବେ।

ଏୟାରଟେଲ ବର୍ଷିକିଆ ପ୍ଲାନର ଦାମ୍ ରହିଛି ୧୭୯୯ ଟଙ୍କା। ୧୭୯୯ରେ ଆପଣ ଥରେ ରିଚାର୍ଜ କଲେ ବର୍ଷସାରା ମାଗଣା କଥା ସହ ମେସେଜ ପଠାଇ ପାରିବେ । ଏପରିକି ଆପଣଙ୍କ ସିମ୍ ବର୍ଷସାରା ଆକ୍ଟିଭ ରହିବ । ଯେ କୌଣସି ନେଟଓ୍ବାର୍କ ସହ ଆପଣ ଅନ ଲିମିଟେଡ୍ କଥା ମଧ୍ୟ ହୋଇପାରିବ। ଏବଂ ଅନ ଲିମିଟେଡ୍ ମେସେଜ୍ ମଧ୍ୟ କରିପାରିବେ। ଏହା ସହିତ ଆପଣଙ୍କୁ ପ୍ରତିମାସରେ ୨ ଜିବି ଡାଟା ମଧ୍ୟ ମିଳିବ । ଅର୍ଥାତ୍ ବର୍ଷକୁ ଆପଣଙ୍କୁ ୨୪ ଜିବି ଡାଟା ମିଳିବ। ଅନ୍ୟାନ୍ୟ ସୁବିଧା ବିଷୟରେ କହିବାକୁ ଗଲେ, ଏୟାରଟେଲର ଏହି ପ୍ଲାନ ଆପଣଙ୍କୁ ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଆପ୍ ପ୍ରିମିୟମ୍, ଏୟାରଟେଲ୍ ଫ୍ରି ହେଲୋ ଟ୍ୟୁନ୍ ସହିତ ୱିଙ୍କ୍ ମ୍ୟୁଜିକ୍ ର ମାଗଣା ସବସ୍କ୍ରିପସନ୍ ମଧ୍ୟ ମିଳିପାରିବ ।

ନିକଟରେ ଏଭଳି ଏକ ନୂଆ ରିଚାର୍ଜ ପ୍ଲାନର ଶୁଭାରମ୍ଭ କରିଥିଲା କମ୍ପାନୀ । ଏୟାରଟେଲ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ୫ଟି ନୂଆ ରିଚାର୍ଜ ଯୋଜନା ଆରମ୍ଭ କରିଛି । ଏହି ଯୋଜନାଗୁଡିକର ମୂଲ୍ୟ ୪୯୯୯ ରୁ ଆରମ୍ଭ ହୋଇଛି ।

-୪୯୯ ଟଙ୍କା, ୨୮ ଦିନର ବୈଧତା, ପ୍ରତିଦିନ ୧୦୦ ଟି SMS, ଅସୀମିତ 5G ଡାଟା ଏବଂ କଲିଂ ସୁବିଧା ପାଇବେ । ଆପଣଙ୍କୁ ୩ ମାସ ପାଇଁ ଡିସ୍ନି ପ୍ଲସ୍ ହଟଷ୍ଟାର୍ ମୋବାଇଲ୍, ୱିଙ୍କ୍ ସବସ୍କ୍ରିପସନ୍ ଏବଂ ଏକ୍ସଟ୍ରିମ୍ ଆପ୍ ଲାଭ ପ୍ରଦାନ କରାଯାଇଛି । ଏହି ଯୋଜନା ସହିତ, ପ୍ରତିଦିନ ୩ ଜିବି ଡାଟା ଦିଆଯାଉଛି ।

ଏୟାରଟେଲ ର ୬୯୯ ଟଙ୍କା, ଏଥିରେ ୫୬ ଦିନର ବୈଧତା, ଅନଲିମିଟେଡ଼ ଏବଂ 5G ଡାଟା ସହିତ ପ୍ରତିଦିନ ୧୦୦ ଟି ଏସଏମଏସର ସୁବିଧା ଦିଆଯିବ। ଏହା ବ୍ୟତୀତ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍, ୱିଙ୍କ୍ ମ୍ୟୁଜିକ୍ ଏବଂ ଏକ୍ସଟ୍ରିମ୍ ଆପ୍ ମଧ୍ୟ ୫୬ ଦିନ ପାଇଁ ଦିଆଯାଉଛି। ଏହି ଯୋଜନା ଆପଣଙ୍କୁ ପ୍ରତିଦିନ ୩ GB ଡାଟା ମଧ୍ୟ ପ୍ରଦାନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.