Google Payରେ ଏପରି ବନାନ୍ତୁ ନିଜର UPI ID, ବହୁତ ସହଜ ଏହାର ପ୍ରୋସେସ

ଆପଣ କେମିତି ପେମେଣ୍ଟ କରିବାକୁ ପସନ୍ଦ କରନ୍ତି? କ୍ୟାସ ନା ଅନଲାଇନ ? ଅଧିକାଂଶ ଲୋକ ଏବେ ନିଜ ପାଖରେ ଅଧିକ କ୍ୟାସ କରୁନାହାଁନ୍ତି କାହିଁକିନା ଏବେ ଚାରିଆଡେ ଅନଲାଇନ୍‌ ପେମେଣ୍ଟର ବେଶ୍‌ ଚାହିଦା ରହିଛି। ଲୋକମାନଙ୍କୁ ବି ଏହାଦ୍ୱାରା ବହୁତ ସହଜ ହେଉଛି ଏବଂ ଲୋକମାନେ ବି ବହୁତ ଭରଷା କରୁଛନ୍ତି। ତେବେ ଏବେ ପର୍ଯ୍ୟନ୍ତ ଯଦି ଆପଣ ଗୁଗଲ ପେରେ ନିଜର ୟୁପିଆଇ ଆକାଉଣ୍ଟ ଖୋଲି ନାହାଁନ୍ତି ତାହେଲେ ଜଲଦି କରନ୍ତୁ। ଗୁଗଲ ପେ ଭଳି ଅନଲାଇନ୍‌ ପେମେଣ୍ଟ କରିବା ପାଇଁ ଅନେକ ୟୁପିଆଇ ଆଧାରିତ ଆପ୍ଲିକେସନର ଉପଯୋଗ ଆପଣ କରିପାରିବେ, ଯେମିତିକି ଗୁଗଲ ପେ,ପେଟିଏମ, ଫୋନପେ ଆଦି। ଯଦିଓ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବ ଯେ ଅନଲାଇନ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଏକ ୟୁପିଆଇ ଆଇଡି ବନାଇବାକୁ ହେବ। ଏହାସହିତ ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଅନଲାଇନ୍‌ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଏକ ୟୁପିଆଇ ଆଇଡି ବନାଇବାକୁ ହେବ। ଏହାସହିତ ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ୟୁପିଆଇ ପେମେଣ୍ଟ କରିବା ପାଇଁ କେବଳ ଏକ ୟୁପିଆଇ ଆଇଡି/ମୋବାଇଲ ନମ୍ବର/କ୍ୟୁଆରର ଆଶ୍ୟକତା ହୋଇଥାଏ। ଯଦି ଆପଣ ଏବେ ପର୍ଯ୍ୟନ୍ତ ୟୁପିଆଇ ଆଇଡି ବନାଇନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଏହାର ପ୍ରୋସେସ୍‌।

ତେବେ ତାପୂର୍ବରୁ ଆସନ୍ତୁ ଜାଣିନେବା ୟୁପିଆଇ ଆଇଡି କଣ? ଯେମିତିକି ଆମେ ଆପଣଙ୍କୁ ପ୍ରଥମରୁ କହିସାରିଛୁ ଯେ ଆପଣ କୌଣସି ବି ୟୁପିଆଇ ପେମେଣ୍ଟ ଆପ୍ଲିକେସନର ଉପଯୋଗ କରନ୍ତୁ ନା କାହିଁକି, ଆପଣଙ୍କ ପାଖରେ ୟୁପିଆଇ ଆଇଡି ରହିବା ଉଚିତ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ୟୁପିଆଇ ଆଇଡି କଣ? ପେଟିଏମ ବ୍ଲଗ ପୋଷ୍ଟ ଅନୁସାରେ, ଏକ ୟୁପିଆଇ ଆଇଡି ଅନଲାଇନ ଟ୍ରାନଜାକସନ୍‌ ପାଇଁ ବହୁତ ଜରୁରୀ ହୋଇଥାଏ। ୟୁଜର୍ସକ ପରିଚୟ ପାଇଁ ଏକ ବିଶିଷ୍ଟ ପରିଚୟପତ୍ର ଭାବେ ୟୁିଆଇ ସର୍ଭିିସେଜର ଆବଶ୍ୟକ ହୋଇଥାଏ। ୟୁପିଆଇ ଆଇଡି ବ୍ୟାଙ୍କ ପାଇଁ ୟୁଜରଙ୍କ ଆକାଉଣ୍ଟକୁ ଟ୍ରାକ୍‌ କରିବାର ଏକ ବଢ଼ିଆ ତରିକା। ତେବେ ଆସନ୍ତୁ ଜାଣିବା ଗୁଗଲ ପେରେ ନିଜର ୟୁପିଆଇ ଆଇଡି କେମିତି ବନାଇବେ।

ଗୁଗଲ ପେରେ କେମିତି ବନାଇବେ ୟୁପିଆଇ ଆଇଡି

  • ଏଥିପାଇଁ ଆପଣଙ୍କୁ ଗୁଗଲ ପେ ଆପକୁ ଓପନ କରିବାକୁ ହେବ।
  • ଏହାପରେ ଟପ୍‌ ରାଇଟରେ ଥିବା ନିଜର ଫଟୋ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ପେମେଣ୍ଟ ମେଥଡସ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ସେହି ବ୍ୟାଙ୍କ ଆକାଉଣ୍ଟ ଉପରେ ଟ୍ୟାପ କରନ୍ତୁ ଯେଉଁଥିେରେ ଆପଣ ୟୁପିଆଇ ଆଇଡି ଆପ୍‌ କ୍ରିଏଟ କରିବାକୁ ଚାହୁଁଛନ୍ତି।
  • ଏହାପରେ ମ୍ୟାନେଜ ୟୁପିଆଇ ଆଇଡି ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ + ଉପରେ ଟ୍ୟାପ୍‌ କରନ୍ତୁ ଏବଂ ୟୁପିଆଇ ଆଇଡି ବନାନ୍ତୁ। ବାସ ଆପଣଙ୍କ କାମ ହୋଇଯିବ।
  • ଏବେ ପେମେଣ୍ଟ କରିବା ସମୟରେ ଆପଣଙ୍କୁ ସେହି ଆକାଉଣ୍ଟକୁ ବାଛିବାକୁ ହେବ ଯେଉଁଥିରେ ଆପଣ ପେମେଣ୍ଟ କରିବାକୁ ଚାହୁଁଛନ୍ତି।

ଗୁଗଲ ପେରେ କେମିତି ବଦଳାଇବେ ୟୁପିଆଇ ଆଇଡି

  • ଏଥିପାଇଁ ଆପଣଙ୍କୁ ଗୁଗଲ ପେ ଆପକୁ ଯିବାକୁ ହେବ।
  • ଏହାପରେ ଟପ୍‌ ରାଇଟରେ ଥିବା ନିଜ ଫଟୋ ଉପରେ କ୍ଲିକ କରନ୍ତୁ।
  • ଏହାପରେ ପେମେଣ୍ଟ ମେଥଡସ ଉପରେ ଟ୍ୟାପ କରନ୍ତୁ।
  • ଏହାପରେ ସେହି ବ୍ୟାଙ୍କ ଆକାଉଣ୍ଟ ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ ମ୍ୟାନେଜ ୟୁପିଆଇ ଆଇଡି ଉପରେ ଟ୍ୟାପ୍‌ କରନ୍ତୁ।
  • ଏହାପରେ + ଉପରେ ଟ୍ୟାପ୍‌ କରନ୍ତୁ ଏବଂ ୟୁପିଆଇ ଆଇଡି ବନାନ୍ତୁ। ବାସ ଆପଣଙ୍କ କାମ ହୋଇଯିବ।
  • ସେହିପରି ଯେଉଁ ପ୍ରଥମ ୟୁପିଆଇଡି ଆପଣଙ୍କର ଥିଲା ତାକୁ ଆପଣ ଡିଲିଟ ଆଇକନ୍‌ ଉପରେ ଟ୍ୟାପ୍‌ କରି ଡିଲିଟ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.